Home Coronavirus Outbreak ଦେଶରେ ଆଜି କମିଲା ଦୈନିକ ସଂକ୍ରମଣ କିନ୍ତୁ ବଢ଼ିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ...

ଦେଶରେ ଆଜି କମିଲା ଦୈନିକ ସଂକ୍ରମଣ କିନ୍ତୁ ବଢ଼ିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭ ମୃତ

53

ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ଦେଶରେ ଆଜି କମିଲା ଦୈନିକ ସଂକ୍ରମଣ କିନ୍ତୁ ବଢ଼ିଛି ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୬,୭୦୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୯୭,୦୯୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୪୮୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୪,୧୮,୮୩୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୨୮୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୦୪୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୨%

ଆରୋଗ୍ୟ ହୋଇଛନ୍ତି ୯୮.୫୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୭, ୩୧, ୪୩, ୧୯୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୯, ୨୧, ୮୧୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୫ ୯୯୭୩ ୧୨୯
ଆନ୍ଧ୍ରପ୍ରଦେଶ ୫୮୫ ୨୩୦୫୭୧୯ ୩୪ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୬ ୨୯୬
ଆସାମ ୩୦୬ ୭୧୬୩୫୩ ୧୦ ୭୯୮୮
ବିହାର ୭୭୫ ୮୧୯୧୬୦ ୫୨ ୧୨୨୫୭
ଚଣ୍ଡିଗଡ଼ ୫୦୨ ୯୧୯୩୭ ୪୫ ୧୧୬୫
ଛତିଶଗଡ ୭୫୭ ୧୧୩୯୦୭୪ ୬୪ ୧୪୦୩୬
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୩ ୧୧୪୫୦
ଦିଲ୍ଲୀ ୪୫୫୩ ୧୯୦୧୨୧୭ ୧୦୧୧ ୨୬୨୫୬
୧୦ ଗୋଆ ୯୨୩ ୨୪୩୪୧୩ ୧୩୫ ୩୮୩୫
୧୧ ଗୁଜୁରାଟ ୨୫୬୬ ୧୨୧୬୯୬୭ ୨୪୮ ୧୦୯୪୬
୧୨ ହରିୟାଣା ୨୮୭୬ ୧୦୦୦୯୪୬ ୬୬୩ ୧୦୬୨୨
୧୩ ହିମାଚଳ ପ୍ରଦେଶ ୩୬୭ ୨୮୧୩୨୮ ୪୬ ୪୧୪୧
୧୪ ଜାମ୍ମୁ କାଶ୍ମୀର ୩୫୯ ୪୪୯୭୫୦ ୨୯ ୪୭୫୬
୧୫ ଝାଡଖଣ୍ଡ ୨୫୭ ୪୩୦୧୮୪ ୫୩୨୦
୧୬ କର୍ଣ୍ଣାଟକ ୪୨୮୮ ୩୯୨୧୦୫୦ ୭୬୭ ୪୦୧୧୪
୧୭ କେରଳ ୨୭୯୧୯ ୬୫୨୯୩୮୭ ୩୦୪୬ ୬୯୯୬୪ ୧୩
୧୮ ଲଦାଖ ୫୯ ୨୮୦୮୯ ୨୨୮
୧୯ ଲକ୍ଷଦୀପ ୧୧୩୫୩ ୫୨
୨୦ ମଧ୍ୟପ୍ରଦେଶ ୪୬୫ ୧୦୩୨୮୭୫ ୭୦ ୧୦୭୪୧
୨୧ ମହାରାଷ୍ଟ୍ର ୨୫୫୭୦ ୭୭୯୧୫୫୫ ୧୪୦୨ ୧୪୭୯୧୦
୨୨ ମଣିପୁର ୧୪ ୧୩୫୧୨୪ ୨୧୨୦
୨୩ ମେଘାଳୟ ୩୭ ୯୨୨୮୨ ୧୫୯୪
୨୪ ମିଜୋରାମ ୧୮୮ ୨୨୮୦୫୪ ୨୩ ୭୦୩
୨୫ ନାଗାଲାଣ୍ଡ ୩୪୭୪୩ ୭୬୧
୨୬ ଓଡ଼ିଶା ୪୫୭ ୧୨୭୯୭୪୫ ୫୨ ୯୧୨୬
୨୭ ପୁଡୁଚେରୀ ୨୩୪ ୧୬୪୧୧୮ ୧୩ ୧୯୬୨
୨୮ ପଞ୍ଜାବ ୯୨୧ ୭୪୩୬୪୮ ୧୧୩ ୧୭୭୬୯
୨୯ ରାଜସ୍ଥାନ ୮୮୦ ୧୨୭୭୬୧୧ ୭୫ ୯୫୬୩
୩୦ ସିକ୍କିମ୍ ୧୮ ୩୮୭୩୯ ୪୫୩
୩୧ ତାମିଲନାଡୁ ୮୨୨୨ ୩୪୨୩୫୫୭ ୬୯୭ ୩୮୦୨୬
୩୨ ତେଲେଙ୍ଗାନା ୩୯୬୦ ୭୯୧୪୬୧ ୨୭୯ ୪୧୧୧
୩୩ ତ୍ରିପୁରା ୯୯୯୬୭ ୯୨୩
୩୪ ଉତ୍ତରାଖଣ୍ଡ ୭୨୮ ୪୩୦୧୩୫ ୭୬୯୬
୩୫ ଉତ୍ତରପ୍ରଦେଶ ୩୭୬୭ ୨୦୬୧୬୮୫ ୩୩୫ ୨୩୫୩୩
୩୬ ପଶ୍ଚିମବଙ୍ଗ ୪୦୮୦ ୨୦୦୦୨୨୭ ୨୪୮ ୨୧୨୧୬
ମୋଟ ୯୬୭୦୦ ୪୨୭୯୭୦୯୨ ୯୪୮୬ ୫୨୫୦୪୭ ୨୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.