Biranchi Narayan Patri
ଲକ୍ଡାଉନ୍ ସମୟରେ ଡିଜିଟାଲ ପେମେଣ୍ଟକୁ ଅଧିକ ବ୍ୟବହାର କରିବାକୁ ଆରବିଆଇ ଗଭର୍ଣ୍ଣରଙ୍କ କଲେ ଅନୁରୋଧ
ଭୁବନେଶ୍ୱର ୩୦ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ୍ ପାଇଁ ଦେଶରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଏକ କଷ୍ଟସାଧ୍ୟ ସମୟ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ଏଭଳି ସମୟରେ ଆମେ ସବୁ...
ଲକ୍ଡାଉନ୍ ପାଇଁ ରାଜ୍ୟରେ ବଣ୍ଟା ଯାଉଛି ରନ୍ଧା ଖାଦ୍ୟ; ଶ୍ରମ ସଚିବ
ଭୁବନେଶ୍ୱର ୩୦ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ଲକ୍ଡାଉନ୍ ସମୟରେ ରାଜ୍ୟରେ ୧ ଲକ୍ଷ ୨୫ ହଜାର ୨୩୭ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇ ଥିବା ଶ୍ରମ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା...
ଲକ୍ଡାଉନ୍ ପାଇଁ ଜେ.କେ ପେପର ମିଲ ବନ୍ଦ
ରାୟଗଡା ୨୯ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ ଲକ୍ଡାଉନ୍ କରିବା ଫଳରେ ଅଧିକାଂଶ କଳକାରଖାନା ଏକପ୍ରକାର ବନ୍ଦ ହେବା ଦେଖିବାକୁ ମିଳିଛି। ଆଜି ରାୟଗଡାରେ ଥିବା ଜେ.କେ...
ପ୍ରବାସରେ ଫସିଥିବା ଓଡ଼ିଆଙ୍କ ସହାୟତା ପାଇଁ ନୋଡ଼ାଲ ଅଫିସର ନିଯୁକ୍ତ – ଜାଣନ୍ତୁ କାହାକୁ...
ଭୁବନେଶ୍ୱର ୨୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ ଲକ୍ଡାଉନ୍ ଫଳରେ ଦେଶର ଅନ୍ୟ ରାଜ୍ୟରେ ଏବେ ପ୍ରାୟ ୧ ଲକ୍ଷ ଓଡ଼ିଆ ଫସିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ...
ଲକ୍ ଡାଉନ ସମୟରେ ପୋଲିସ କର୍ମଚାରୀଙ୍କ ରୋଟେସନ କାର୍ଯ୍ୟ
କଟକ୨୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟସରକାର ୩ ସପ୍ତାହ ପାଇଁ “ଲକ୍ ଡାଉନ” ଘୋଷଣା କରିଛନ୍ତି, କୋଭିଡ୍ – ୧୯ ସଂପର୍କୀତ ନିୟମ ପ୍ରବର୍ତ୍ତନ କିଛି ମାସ ଧରି ଜାରୀ ରହିପାରେ। ପୁନଶ୍ଚ “ଲକ...
ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
ସୁନ୍ଦରଗଡ଼ ୨୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସୁନ୍ଦରଗଡ଼ ସଦର ଥାନାର ତସୁପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି।, ସୁନ୍ଦରଗଡ଼ ସଦର ଥାନାର ତସୁପଡ଼ା ଗ୍ରାମରେ ଏହି...
କରୋନା ସଚେତନତା;ଯାଜପୁରରେ ୪୦୦ ଶ୍ରମିକ ଅଟକ
ଯାଜପୁର୨୯ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ଓ କେନ୍ଦ୍ର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକ୍ଡାଉନ୍ ଘୋଷଣା ପରେ ଯାଜପୁରରେ ୪୦୦ ଶ୍ରମିକ ଅଟକ ଥିବା ସୁଚନା ମିଳିଛି । ଝାରଖଣ୍ଡ,...
ଶ୍ରୀକ୍ଷେତ୍ର ରେ ବାଡି ନୃସିଂହ ବିଜେ
ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ
ଶ୍ରୀକ୍ଷେତ୍ର ରେ ବାଡି ନୃସିଂହ ବିଜେ ଅତୀତରେ ମହା ଦୁର୍ବିପାକ ମହାମାରୀର ବିନାଶ ପାଇଁ ସୂର୍ୟ୍ୟ ବଂଶର ରାଜା ପୁରୁଷୋତ୍ତମ ଦେବ ନଗରରେ ମହାପ୍ରଭୁ ନୃସିଂହଙ୍କୁ ପରିଭ୍ରମଣ କରାଇ...
କରୋନା ତାଲାବନ୍ଦରେ ଜିଲ୍ଲାରେ ବ୍ୟବସାୟୀ ମାଲାମାଲ;ଜିଲ୍ଲା ପ୍ରଶାସନର ନୀରବ
ଯାଜପୁର୨୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ପାଇଁ ରାଜ୍ୟରେ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ତାଲାବନ୍ଦର ସୁଯୋଗ ନେଇ ଯାଜପୁର ଜିଲ୍ଲାରେ କେତେକ ଅସାଧୁ ବ୍ୟବସାୟୀ ଚଢାଦରରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ବିକ୍ରିକରିବା ଦେଖିବାକୁ ମିଳିଛି।...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଷ୍ଟ୍ରିଟ ଭେଣ୍ଡରଙ୍କୁ ୩, ୦୦୦ ଟଙ୍କା ଲେଖାଏଁ, ଦଶ ଲକ୍ଷ...
ଭୁବନେଶ୍ୱର ୨୮-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : "କୋରାନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି। ଲୋକମାନଙ୍କୁ ଘର ବାହାରକୁ ନଆସିବାକୁ ଅନୁରୋଧ କରାଯାଇଛି। କେବଳ ଘରେ ରହିବାଦ୍ୱାରା ହିଁ...
କରୋନା ସନ୍ଦେହକୁ ନେଇ ବିଷ ପିଇଲେ ଯୁବକ
ସୁନ୍ଦରଗଡ୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନା ଲକ୍ଡାଉନ୍ କରାଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ଲାଙ୍କୋଇ ଗାଁରେ କୋରୋନା ସନ୍ଦେହକୁ ନେଇ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଏକ...
କରୋନା ଲକ୍ଡାଉନ୍ ପ୍ରଭାବ;ରାଜ୍ୟକୁ ଫେରୁଛନ୍ତି ୪ହଜାର୪୯୫ ଜଣ ଓଡିଆ
ଭୁବନେଶ୍ୱର୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ଲକ୍ଡାଉନ୍ ପାଇଁ ବାହାର ରାଜ୍ୟ ଓ ବିଦେଶରେ ଫସିରହିଥିବା ୪ ହଜାର ୪୯୫ ଜଣ ଓଡ଼ିଆ ରାଜ୍ୟକୁ ଫେରୁଥିବା ସୁଚନା ମିଳିଛି । ଫେରୁଥିବା ୪ ହଜାର ୪୯୫...
କଟକ ବଡ ମେଡିକାଲରେ ଥିବା କରୋନା ୱାର୍ଡକୁ ଡ୍ରିମ୍ସ ପରିସରକୁ ସ୍ଥାନାନ୍ତରିତ କରାଯିବ
କଟକ୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଟାଙ୍ଗୀ ଅଞ୍ଚଳରେ ଥିବା ଡ୍ରିମ୍ସ କଲେଜକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଥିବା କରୋନା ୱାର୍ଡ ସ୍ଥାନାନ୍ତର କରାଯିବ । ଟାଙ୍ଗୀ...
କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ୨୨ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ । ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣକୁ...
ରାଜ୍ୟରେ କରୋନା ପଜିଟିଭ୍ ବୃଦ୍ଧି ପାଇ ୩ ରେ ପହଞ୍ଚିଲା
ଭୁବନେଶ୍ୱର୨୬ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ରାଜ୍ୟ ସ୍ୱସ୍ଥ ବିଭାଗ ସୁଚନା ଅନୁଯାଇ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୁଚନା ଜାରୀ କରାଯାଇଛି । ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି...
ଲକ୍ଡାଉନ୍ ସମୟରେ ରାସ୍ତାରେ ସମସ୍ତ ମାଲବାହୀ ଗାଡି ଗୁଡିକ ବିନା ବାଧାରେ ଚଳପ୍ରଚଳ କରିପାରିବ;...
ଭୁବନେଶ୍ୱର୨୬ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋଭିଡ୍-୧୯ ଜନିତ ଲକ୍ଡାଉନ୍ ସମୟରେ ରାଜ୍ୟ ରାଜପଥ ଏବଂ ଅନ୍ୟ ରାସ୍ତାରେ ସମସ୍ତ ମାଲବାହୀ ଗାଡି ଗୁଡିକ ବିନା ବାଧାରେ ଚଳପ୍ରଚଳ କରିବା ପାଇଁ ଓଡିଶା ପୁଲିସ ବଦ୍ଧପରିକର ।...
ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟ ସମୟ ୨ଘଣ୍ଟା ବୃଦ୍ଧି କଲେ ଜିଲ୍ଲ।।ପାଳ
ଯାଜପୁର୨୬ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ଭୟାବହତା ପାଇଁ ସାମାଜିକ ଦୂରତା ସୃଷ୍ଟି ଉଦ୍ଧେଶ୍ୟରେ ସମଗ୍ର ଦେଶରେ ଲକଡାଉନ ବ୍ୟବସ୍ଥା ଜାରି କରାଯାଇଛି । ଏହି ଦୃଷ୍ଟିରୁ ଯାଜପୁର ଜିଲ୍ଲାରେ ଏହି ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ...
କରୋନା ପାଇଁ ଆନ୍ଧ୍ରପ୍ରଦେଶ ବିଇଡି ପରୀକ୍ଷା ଦେବାକୁ ଯାଇ ଫସିଲେ ୨ ଜଣ ଗର୍ଭବତୀଙ୍କ...
ଭୁବନେଶ୍ୱର୨୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଓଡିଶାରୁ ୨୪ ଜଣ ଛାତ୍ର, ୧୮ ଜଣ ଛାତ୍ରୀ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ତର୍ଲୁପାଡୁ କଲେଜ ଅଫ୍ ଏଜୁକେସନ୍ରେ ବିଇଡି ପରୀକ୍ଷା ଦେବାକୁ ଯାଇଥିଲେ। ଏମାନେ ସମସ୍ତେ କଲେଜ ପାଖ...
କରୋନା ଲକ୍ଡାଉନ୍ ସୁଯୋଗରେ ଚଢାଦରରେ ବିକ୍ରି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ
ଯାଜପୁର୨୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସର କବଳରୁ ମୁକ୍ତି ପାଇଁ ସମଗ୍ର ଦେଶ ଓ ରାଜ୍ୟରେ ଲକ୍ଡାଉନ୍ କରାଯାଇ ଔଷଧ ଦୋକାନ ଗୁଡିକ ସବୁବେଳେ ଖୋଲା ରହିବାକୁ ଥିବା ବେଳେ ଅନ୍ୟ ଅତ୍ୟାବଶ୍ୟକୀୟ...
ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ : ଜିଲ୍ଲାପାଳ
ଯାଜପୁର୨୫ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ପ୍ରାଦୁର୍ଭାବ ଯେପରି ବଢୁଚ୍ଥି ଓ ଅନ୍ୟ ରାଜ୍ୟ ମାନଙ୍କରେ ଲକ୍ ଡାଉନ ଘୋଷଣା ପରେ ଆମ ଜିଲ୍ଲାକୁ ଯେପରି ଅଧିକରୁ ଅଧିକ ଲୋକ ପହଞ୍ଚୁଚ୍ଥନ୍ତି, ଏହାକୁ ନିୟନ୍ତ୍ରଣ କରିବା...