Home ଓଡ଼ିଶା କରୋନା ସଚେତନତା;ଯାଜପୁରରେ ୪୦୦ ଶ୍ରମିକ ଅଟକ

କରୋନା ସଚେତନତା;ଯାଜପୁରରେ ୪୦୦ ଶ୍ରମିକ ଅଟକ

416

ଯାଜପୁର୨୯ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ଓ କେନ୍ଦ୍ର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍ ଘୋଷଣା ପରେ ଯାଜପୁରରେ ୪୦୦ ଶ୍ରମିକ ଅଟକ ଥିବା ସୁଚନା ମିଳିଛି । ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ଏହି ୪ଶହ ଶ୍ରମିକମାନେ ଜିଲ୍ଲାର ଧର୍ମଶଳା ଥାନା ହରିଦାସପୁର ଅଞ୍ଚଳରେ ଥିବା ରାମକୋ ସିମେଣ୍ଟ କାରଖାନା ପରିସରରେ ୪ଶହ ଶ୍ରମିକ ଅଟକ ଥିବା ସୂଚନା ମିଳିଛି। ରାମକୋ ସିମେଣ୍ଟ କାରଖାନା ପରିସରରେ କାମ ବନ୍ଦ ରହିଥିବା କରଣରୁ ସେମାନଙ୍କୁ ଉପଯୁକ୍ତ ଖାଦ୍ୟପାନୀୟ ମିଳୁନାହିଁ। । ଖବର ପାଇବା ପରେ ଧର୍ମଶାଳା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ପରେ ଏନେଇ ତହସିଲଦାର୍ ସରୋଜକାନ୍ତ ପଣ୍ଡା ରାମକୋ ସିମେଣ୍ଟ କାରଖାନା ପରିଚାଳନା ସହ କଥା ହୋଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.