Home Coronavirus Outbreak ଲକ୍‌ଡାଉନ୍ ସମୟରେ ଡିଜିଟାଲ ପେମେଣ୍ଟକୁ ଅଧିକ ବ୍ୟବହାର କରିବାକୁ ଆରବିଆଇ ଗଭର୍ଣ୍ଣରଙ୍କ କଲେ ଅନୁରୋଧ

ଲକ୍‌ଡାଉନ୍ ସମୟରେ ଡିଜିଟାଲ ପେମେଣ୍ଟକୁ ଅଧିକ ବ୍ୟବହାର କରିବାକୁ ଆରବିଆଇ ଗଭର୍ଣ୍ଣରଙ୍କ କଲେ ଅନୁରୋଧ

120

ଭୁବନେଶ୍ୱର ୩୦ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ୍ ପାଇଁ  ଦେଶରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଏକ କଷ୍ଟସାଧ୍ୟ ସମୟ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ଏଭଳି ସମୟରେ ଆମେ ସବୁ ଦିଗରୁ ସତର୍କତା ଅବଲମ୍ବନ କରିବା ଉଚିତ। ତେଣୁ ଡିଜିଟାଲ ପେମେଣ୍ଟକୁ ଅଧିକ ବ୍ୟବହାର କରି ନିଜକୁ ସୁରକ୍ଷା କରିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜନସାଧାରଣଙ୍କୁ  ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.