Home Authors Posts by Bijay Kumar Pattanaik

Bijay Kumar Pattanaik

793 POSTS 0 COMMENTS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ

0
ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରବିବାରଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବେଶ ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ ଶୁକ୍ଳଦ୍ୱାଦଶୀ ତିଥୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧବେଶ ଅନୁଷ୍ଠିତ...

ପୁରୀ ଜିଲ୍ଲାର ବିଭିନ୍ନ ୱାର୍ଡ ଏବଂ ବ୍ଲକରୁ କରୋନା ପଜେଟିଭ୍ ଚିହ୍ନଟ

0
ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରବିବାରଦିନ ପୁରୀ ପୌରସଂସ୍ଥା ଅଚଂଳର ୱାର୍ଡ ନଂ ୧୪, ୨, ୧୭, ୩୧, ୨୭, ୧୦, ୨୩, ୨୫, ୬, ୧୬, ୪, ୩୦, ୨୪,...

କୋଭିଡ୍ -୧୯ ପରୀପେକ୍ଷୀରେ ବ୍ରହ୍ମଗିରୀ ପାଇଁ ୨ ଟି ବି ଏଲ୍ ଏସ୍ ଆମ୍ବୁଲାନ୍ସ...

0
ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମଗିରୀ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ର‌୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖରେ କୋଭିଡ୍ -୧୯ ପରିସ୍ଥିତି ର ମୁକାବିଲା ଉଦ୍ଦେଶ୍ୟରେ ୨ ଗୋଟି...

ପୁରୀ – ଜିଲ୍ଲା ସ୍ତରୀୟ ସ୍ୱଧୀନତା ଦିବସ ପାଳିତ

0
ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ମହାସମାରୋହରେ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଖେଳ ପଡିଆଠାରେ ପାଳିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ...

ପୁରୀ : ୭୪ ତମ ସ୍ୱାଧୀନତା ଦିବସ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପାଳିତ

0
ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ସ୍ୱାଧୀନତା ଦିବସ ଅବସରରେ କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ପାଳନା କରାଯାଇଥିଲା। ସହରର ଏକ ଅଗ୍ରଣୀ...

ଶିଶୁ ସମାଚାରର ତ୍ରୟୋଦଶ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ

0
ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)୨୦୦୮ ମସିହା ଅଗଷ୍ଟ ମାସରେ ଆତ୍ମପ୍ରକାଶ କରିଥିବା ଓଡିଶାର ସର୍ବପ୍ରଥମ ମାସିକ ଶିଶୁ ସମ୍ବାଦ ପତ୍ର, ଶିଶୁ ସମାଚାର, ସଫଳତା ଓ ସମ୍ମାନ ସହ ୧୨ ପୁରଣ...

ପୁରୀ ସହରରେ ଲଗାଣ ବର୍ଷା ତଳିଆ ଅଞ୍ଚଳରେ ଜଳମଗ୍ନ

0
ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଲଘୁଚାପ ଜନିତ ବର୍ଷା ଗତକାଲି ଠାରୁ ପୁରୀ ସହରରେ ଆରମ୍ଭ ହୋଇଛି। ଆଜି ସକାଳେ ପାଗ ଶୁଖିଲା ବେଳେ ମଧ୍ୟାନ୍ନ ବେଳୁ ତୁହାକୁ ତୁହା ସହରରେ ବର୍ଷା...

ସଂକଳ୍ପ ଫାଉଡେସନ୍ ତରଫରୁ ସଫେଇ କାର୍ଯ୍ୟକ୍ରମ

0
ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ସଂକଳ୍ପ ଫାଉଣ୍ଡେସନ୍ ତରଫରୁ ଅନୁଷ୍ଠାନର ସଭାପତିଙ୍କ ଉପସ୍ଥିତିରେ ସଂକଳ୍ପ ଗୃହ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଅନାବନା ଗଛଲତା କୁ କାଟି ସଫା କରାଯାଇଥିଲା। ଆସନ୍ତା ଅଗଷ୍ଟ...

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନଭୋଜୀ ବେଶ

0
ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନଭୋଜୀ ବେଶ ଅନୁଷ୍ଠିତ ହୋଇଥିଲା। ସୋମବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରୀୟା ଆରମ୍ଭ ହୋଇଛି।ସୋମବାର ଜେଉଟ ଭୋଗ ପରେ ମଙ୍ଗଳବାର...

ପୁରୀ ପୌରାଚଂଳରେ ୧୨ ଜଣ କୋରନା ପଜେଟିଭ୍ ଚିହ୍ନଟ

0
ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ୱାର୍ଡ ନଂ ୮ ରୁ ୧, ୱାର୍ଡ ୧୦ ରୁ ୧, ୧୧ ରୁ ୧, ୧୬ ରୁ ୫, ୧୭ ରୁ ୨, ୨୪...

ଆର୍ଥିକ ସଙ୍କଟରେ କୁମ୍ଭକାର ମୁର୍ତ୍ତି କାରିଗର

0
ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଖୁଦୁରୁକୁଣୀ ଓଷା ପାଇଁ କୁମ୍ଭ କାର ମୂର୍ତ୍ତିକାରିଗର ମାନେ ଭାଲୁକୁଣୀ ମୂର୍ତ୍ତି ଓ ମଙ୍ଗଳା ମୂର୍ତ୍ତି ନିର୍ମାଣ କରିବାରେ ବ୍ୟସ୍ତ ରହିଥାନ୍ତି। କିନ୍ତୁ ଚଳିତ ବର୍ଷ...

କୋରନା କାହାପାଇଁ ସର୍ବନାଶ ହୋଇଥିବା ବେଳେ କାହାପାଇଁ ପୁଷ ମାସ

0
ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋରନା ମହାମାରୀ ସହରରେ ବ୍ୟାପିଥିବା ଯୋଗୁଁ ବହୁଲୋକ ଆର୍ଥିକ ସଂଙ୍କଟରେ ପଡ଼ିଛନ୍ତି। କେତେକ ବ୍ୟକ୍ତି ନିଜର ବେଉସା ମଧ୍ୟ ହରାଇଛନ୍ତି। ଅପରପକ୍ଷେ କିଛି ବ୍ୟକ୍ତିଙ୍କ ପାଇଁ...

ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୧୨୯୯ କୋଭିଡ୍ ପଜେଟିଭ୍ ଚିହ୍ନଟ

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ୧୨୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପିପିଲି ରୁ ୬୦ ସତ୍ୟବାଦୀ ୬୬ ଡେଲାଙ୍ଗ ୭୧ କଣାସ ୧୦୧,...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲିର ଅତିରିକ୍ତ ପ୍ରାଣୀ ଚିକିତ୍ସକ

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଡଃ ଶୁଭ୍ରାଂଶୁ ସାହୁ, ପିପିଲିର ଅତିରିକ୍ତ ପ୍ରାଣୀ ଚିକିତ୍ସକ, ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଡିଭିଜନର ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ...

ନଡିଆ ଚାରା ବଣ୍ଟନ

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡିଶା ଇଣ୍ଟର ନ୍ୟାସନାଲ୍ ସେଣ୍ଟର ଓ ଭାଷା ଅନୁଷ୍ଠାନର ମିଳିତ ଉଦ୍ୟମରେ ପୁରୀ ଜିଲ୍ଲାରେ ୩୦ ୦୦୦ ଉନ୍ନତ କିଶମର ନଡିଆ ଚାରା ବଣ୍ଟନ କରାଯିବା...

ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଜେଉଟ ଭୋଗ

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତା କାଲି ଜନ୍ମାଷ୍ଠମୀ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ସେହିଦିନ ଠାରୁ ଆରମ୍ଭ ହେବ ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା। ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ...

ଅନଲାଇନ୍ ଦର୍ଶନ ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନର ଖଣ୍ଡନ

0
ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ଅନଲାଇନ୍ ଦର୍ଶନ ବ୍ୟବସ୍ଥା ନେଇ କୌଣସି ଆଲୋଚନା ପରିଚାଳନା କମିଟି ବୈଠକରେ କରାଯାଇନାହିଁ। ଏପରିକି ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ପ୍ରବେଶ ଉପରେ କ’ଣ...

କରୋନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀମାନଙ୍କ ଗୃହ ଏକାନ୍ତ ବାସ ସମ୍ପର୍କରେ ଆଲୋଚନା

0
ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋରନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀମାନଙ୍କ ଗୃହ ଏକାନ୍ତ ବାସ ସମ୍ପର୍କରେ ନିଳାଦ୍ରୀ ବେଳାଭୂମୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲକ୍ଷଣ ନଥିବା କୋରନା ସଂକ୍ରମିତ...

ପୁରୀ – ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପଦକ୍ଷଣ...

ଜିଲ୍ଲା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କର ବିଭିନ୍ନ ଜେଲ୍ ପରିଦର୍ଶନ

0
ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦିନକୁ ଦିନ କୋରନା ମହାମାରୀ ସମଗ୍ର ରାଜ୍ୟରେ ତାର କାୟା ବିସ୍ତାର କରିବା ସହ ବିଭିନ୍ନ ଜେଲ୍ ରେ ମଧ୍ୟ ବନ୍ଧି ଓ ଅନ୍ତେବାସୀମାନେ ସଂକ୍ରମିତ...