Home ଓଡ଼ିଶା ଆର୍ଥିକ ସଙ୍କଟରେ କୁମ୍ଭକାର ମୁର୍ତ୍ତି କାରିଗର

ଆର୍ଥିକ ସଙ୍କଟରେ କୁମ୍ଭକାର ମୁର୍ତ୍ତି କାରିଗର

127

ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଖୁଦୁରୁକୁଣୀ ଓଷା ପାଇଁ କୁମ୍ଭ କାର ମୂର୍ତ୍ତିକାରିଗର ମାନେ ଭାଲୁକୁଣୀ ମୂର୍ତ୍ତି ଓ ମଙ୍ଗଳା ମୂର୍ତ୍ତି ନିର୍ମାଣ କରିବାରେ ବ୍ୟସ୍ତ ରହିଥାନ୍ତି। କିନ୍ତୁ ଚଳିତ ବର୍ଷ କୋରନାର କଟକଣା ପାଇଁ ମୂର୍ତ୍ତି କାରିଗରଙ୍କ ପାଖରେ ବଡ ମୂର୍ତ୍ତି ତିଆରି କରିବାର ଅଡର ନାହିଁ। କେବଳ ଛୋଟ ଛୋଟ ମୂର୍ତ୍ତି ତିଆରି କରି ବିକ୍ରି ପାଇଁ ରଖିଛନ୍ତି। ଫନି ସମୟରେ ସେମାନେ ଯେତିକି ଅସୁବିଧା ର ସମ୍ମୁଖୀନ ହୋଇ ନଥିଲେ କୋରନା ସମୟରେ ସେମାନେ ଅଧିକ ଆର୍ଥିକ ସଙ୍କଟରେ ପଡିଛନ୍ତି ବୋଲି କୁମ୍ଭକାର ମୂର୍ତ୍ତି କାରିଗର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.