Home Coronavirus Outbreak ପୁରୀ ଜିଲ୍ଲାର ବିଭିନ୍ନ ୱାର୍ଡ ଏବଂ ବ୍ଲକରୁ କରୋନା ପଜେଟିଭ୍ ଚିହ୍ନଟ

ପୁରୀ ଜିଲ୍ଲାର ବିଭିନ୍ନ ୱାର୍ଡ ଏବଂ ବ୍ଲକରୁ କରୋନା ପଜେଟିଭ୍ ଚିହ୍ନଟ

80

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରବିବାରଦିନ ପୁରୀ ପୌରସଂସ୍ଥା ଅଚଂଳର ୱାର୍ଡ ନଂ ୧୪, ୨, ୧୭, ୩୧, ୨୭, ୧୦, ୨୩, ୨୫, ୬, ୧୬, ୪, ୩୦, ୨୪, ୧୧, ୨୮, ୭, ୨୧, ୮, ୱାର୍ଡରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର ସୁଦ୍ଧା ପୁରୀ ଜିଲ୍ଲାରେ ୧୭୫୨ ଜଣ କୋରନା ଆକ୍ରାନ୍ତ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରବିବାର ସୁଦ୍ଧା ୭୩୬ଜଣ କୋରନା ପଜେଟିଭ୍ ବିଭିନ୍ନ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲାରେ ମୋଟ ୬୭ ଟି କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୯, ୨୧୭ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ରବିବାର ସୁଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮ ରେ ପହିଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.