Home ଜିଲ୍ଲା ପରିକ୍ରମା ପୁରୀ : ୭୪ ତମ ସ୍ୱାଧୀନତା ଦିବସ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପାଳିତ

ପୁରୀ : ୭୪ ତମ ସ୍ୱାଧୀନତା ଦିବସ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପାଳିତ

63

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ସ୍ୱାଧୀନତା ଦିବସ ଅବସରରେ କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ପାଳନା କରାଯାଇଥିଲା। ସହରର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସର୍ବୋଦୟ ନଗର ସ୍ଥିତ ସନ୍ତୋଷୀ ଏଜୁକେଶନ୍ କମ୍ଲେକ୍ସ ଦ୍ୱାରା ପରିଚାଳିତ ସନ୍ତୋଷୀ ଇଂରାଜୀ ମିଡିୟମ୍ ସ୍କୁଲ ର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ପତକା ଉତ୍ତୋଳନ କରାଯାଇଥିଲା।ଅନୁଷ୍ଠାନ ର ସମ୍ପାଦିକା ସୁଭାଶୀନ୍ ବଳିୟାର୍ ସିଂ ପତକା ଉତ୍ତୋଳନ କରିଥିବା ବେଳେ ବିଦ୍ୟାଳୟ ର ଅଧ୍ୟକ୍ଷା ଅଜନ୍ତା ବଳିଆର ସିଂ ସ୍ୱଧୀନତା ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ଦେବା ସହ ସ୍ୱାଧୀନତା ଆଣିବା ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ବଳିଦାନ ଦେଇଛନ୍ତି। ସେମାନେଚିର ନମସ୍ୟ ହୋଇ ରହିବେ ବୋଲି କହିଥିଲେ।ବିଦ୍ୟାଳୟର ସମସ୍ତ ଶୀକ୍ଷୟତ୍ରୀମାନେ ଉତ୍ସବରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.