Home ଜିଲ୍ଲା ପରିକ୍ରମା ସଂକଳ୍ପ ଫାଉଡେସନ୍ ତରଫରୁ ସଫେଇ କାର୍ଯ୍ୟକ୍ରମ

ସଂକଳ୍ପ ଫାଉଡେସନ୍ ତରଫରୁ ସଫେଇ କାର୍ଯ୍ୟକ୍ରମ

49

ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ସଂକଳ୍ପ ଫାଉଣ୍ଡେସନ୍ ତରଫରୁ ଅନୁଷ୍ଠାନର ସଭାପତିଙ୍କ ଉପସ୍ଥିତିରେ ସଂକଳ୍ପ ଗୃହ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଅନାବନା ଗଛଲତା କୁ କାଟି ସଫା କରାଯାଇଥିଲା। ଆସନ୍ତା ଅଗଷ୍ଟ ୧୫ ଦିନ ଉକ୍ତ ଅଚଂଳରେ ବୃକ୍ଷ ରୋପଣ କରାଯିବା ପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମରେ ସଭ୍ୟ ଓ ସଭ୍ୟା ମାନେସହଯୋଗ ଓ ସମଦାନ କରିଥିଲେ। ସୁଚରିତା ପାଢି ଗିତାଞ୍ଜଳି ପଣ୍ଡା ସ୍ୱର୍ଣ୍ଣଲତା ପରମ ଗୁରୁ, ମନୋଜ ଜେନା, ହରିହର ବେହେରା, ଚନ୍ଦ୍ର ନାରାୟଣ ଜେନା, କୁନି ଜେନ-କମଳିନି ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଦୀପକ ଜେନା ପ୍ରମୁଖ ସଭ୍ୟ ସଭ୍ୟାମାନେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.