Home Coronavirus Outbreak ପୁରୀ ପୌରାଚଂଳରେ ୧୨ ଜଣ କୋରନା ପଜେଟିଭ୍ ଚିହ୍ନଟ

ପୁରୀ ପୌରାଚଂଳରେ ୧୨ ଜଣ କୋରନା ପଜେଟିଭ୍ ଚିହ୍ନଟ

91

ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ୱାର୍ଡ ନଂ ୮ ରୁ ୧, ୱାର୍ଡ ୧୦ ରୁ ୧, ୧୧ ରୁ ୧, ୧୬ ରୁ ୫, ୧୭ ରୁ ୨, ୨୪ ରୁ ୧, ୨୮ ରୁ ୧ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ପିପିଲି ବ୍ଲକ୍ ରୁ ୧ ପୁରୀ ସଦର ରୁ ୧ ଅସ୍ତରଙ୍କରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରେ ବର୍ତ୍ତମାନ ୫୩୬ ଜଣ କୋରନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ୭୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ବର୍ତ୍ତମାନ ସୁଦ୍ଧା ୧୩୧୫ ଜଣ ଜିଲ୍ଲାରେ କୋରନା ପଜେଟିଭ୍ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.