Bijay Kumar Pattanaik
ସମାଜସେବୀ ସୁରେନ୍ଦ୍ର ସାହୁଙ୍କ ପରଲୋକ
ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଶିଷ୍ଟ ସମାଜ ସେବୀ ତଥା ଖାଦ୍ୟ ବ୍ୟବସାୟୀ ସୁର୍ତ୍ରେ ସାହୁଙ୍କର ଗତକାଲି ମଧ୍ୟ ରାତ୍ରରେ ପୁରୀ ସଦର ମହକୁମା ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ସ୍ୱର୍ଗତ...
ଚତୁର୍ଥ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ
ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ ଓ ଜଙ୍ଗଲୀ କ୍ଲବର ମିଳିତ ଆନୁକୂଲ୍ୟରେ ଚତୁର୍ଥ ଆନ୍ତ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚରେ...
ଆଜି ଅମାବାସ୍ୟା ତିଥିରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେଲେ
ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ଠାରୁ ଶ୍ରରମନ୍ଦିରରେ ତିନି ଦିନ ବ୍ୟାପି ଦେବ ଦୀପାବଳୀ ନୀତି ଆରମ୍ଭ ହୋଇଛି। ଆଜି ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ...
ଜୋତା ପିନ୍ଧି, ଚେୟାର ଉପରେ ବସି ମହାପ୍ରସାଦ ସେବନ କରିବା ବିରୁଦ୍ଧରେ ସିଂହଦ୍ୱାର ଥାନାରେ...
ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୁଇ ଜଣ ସୁରକ୍ଷା କର୍ମୀ ଜୋତା ପିନ୍ଧି ଚେୟାର ଉପରେ ବସି ମହାପ୍ରସାଦ ସେବନ କରିବା ଘଟଣାରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ୱାର...
କଳା କୃଷି ଆଇନ ବିରୁଦ୍ଧରେ ବାମପନ୍ଥୀ ଦଳର ବିକ୍ଷୋଭ
ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କେନ୍ଦ୍ରର ମୋଦି ସରକାର କୃଷି ଧ୍ୱସଂକାରୀ ଓ କୃଷି ବିନାଶକାରୀ ୩ଗୋଟି କଳା କୃଷି ଆଇନ ପାରିତ କରି ଚାଷି ଓ ଚାଷକୁ ବ୍ୟବସାୟୀ...
ମହାପ୍ରଭୁ ଆଜି ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ପ୍ରଦାନ କଲେ
ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜିଠାରୁ ଶ୍ରୀମନ୍ଦିରରେ ୩ଦିନ ବ୍ୟାପି ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ। ଏହି ୩ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ...
୧୫ ତାରିଖରୁ ପହିଲି ଭୋଗ ଆରମ୍ଭ
ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଚଳିତ ମାସ ୧୫ ତାରିଖ ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ ନୀତି। ଏଥି ନିମନ୍ତେ ନୀତି ନିର୍ଘଣ୍ଟ କରାଯାଇଛି। ଦ୍ୱାର...
ପୁରୀ ଜିଲ୍ଲା ବୋଲିଂଗ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ବୋଲିଂଗ ସଂଘ ଗଠିତ ହୋଇ ଭାରତୀୟ ବୋଲିଂଗ ସଂଘ ଅନୁବନ୍ଧିତ ରାଜ୍ୟ ବୋଲିଂଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଏହାର ପ୍ରଚାର ଓ...
କେ. ରମେଶର ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି
ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କେ. ରମେଶର ହାଜତରେ ହତ୍ୟାକାଣ୍ଡ ଘଟରାରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ଦାବିରେ ବିଜେପି ପୁରୀ ଜିଲ୍ଲା ନେତୃତ୍ୱଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ...
ଯୁବକଙ୍କୁ ମରାଣନ୍ତକ ଆକ୍ରମଣ
ପୁରୀ, ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ବାଲି ସ୍କୁଲ ନିକଟରେ ଯୁବକଙ୍କୁ ମରାନ୍ତକ ଆକ୍ରମଣ। ଗୁରୁତର ଆହତ ଯୁବକ ହେଉଛନ୍ତି ଜଗନ୍ନାଥ ବସ୍ତି ତ୍ରିଦେବୀ...
ପରୀକ୍ଷାମୂଳକ ଭାବେ ଶ୍ରୀକ୍ଷେତ୍ର ବାସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଛତିଶା ନିଯୋଗ ବୈଠକରେ...
ପୁରୀ, ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିଳାଚଳ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ୍ କୁମାରଙ୍କ...
ବ୍ରାହ୍ମଣ ସମାଜ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଅଭିନବ ପ୍ରତିବାଦ
ପୁରୀ, ୧୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶା ବ୍ରହ୍ମଣ ସମାଜ ପକ୍ଷରୁ ୭ ଦଫା ଦାବି ନେଇ ଶ୍ରୀବନ୍ଦିର ସିଂହଦ୍ୱାର ନିକଟ ମଙ୍ଗୁ ମଠ ସମ୍ମୁଖରେ ଗୀତା ପାଠ କରି ଅଭିନବ...
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ
ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରାଜ୍ୟ ଆଇନ ସଭା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପୁରୀଙ୍କ ଦ୍ୱାରା ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯିବା ସହ...
ମୃତ୍ୟୁ ଘଟଣାର ନ୍ୟାୟ ଦାବି କରି ରାସ୍ତାରୋକ
ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବାଲିଘାଟ ଛକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣା। ନ୍ୟାୟ ଦାବିରେ ମୃତ ମାନସ ଭୋଇଙ୍କ ପରିବାରଲୋକଙ୍କ ରାସ୍ତାରୋକ। ଘଟଣା...
ପର୍ଯ୍ୟଟକଙ୍କ ବ୍ଲୁଫ୍ଲାଗ ବିଚ୍କୁ ଭୂୟସୀ ପ୍ରଶଂସା
ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବ୍ଲୁଫ୍ଲାଗ ବିଚ୍ ଭୂୟସୀ ପ୍ରଶଂସା କରିଛନ୍ତି ଇଞ୍ଜିନିୟର ସୋନମ ୱାଙ୍ଗ ଚୁକ। ସେ ଆନ୍ତଃର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ...
ସହିଦ ଜୟୀ ରାଜଗୁରୁଙ୍କ ୨୧୪ତମ ଶ୍ରାଦ୍ଧୋତ୍ସବ
ପୁରୀ, ୦୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ‘ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ’ ପକ୍ଷରୁ ୨୧୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପରିଷଦର ପୃଷ୍ଠପୋଷକ ତଥା ବିଧାୟକ ଜୟନ୍ତ କୁମାର...
ଶହୀଦ ଜୟୀ ରାଜଗୁରୁଙ୍କ ସ୍ମୃତିରେ ବାଲୁକା ସ୍ଥାପତ୍ୟ
ପୁରୀ, ୦୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶହୀଦ ଜୟୀ ରାଜଗୁରୁଙ୍କ ୨୧୪ତମ ବଳିଦାନ ଦିବସରେ ପୁରୀ ବେଳାଭୂମତରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ୱାରା ଏକ ବାଲୁକା ଚିତ୍ର ଅନାବରଣ...
ନକ୍ଷେତ୍ର ପୁରୁଷ ଉପାସନାରୁ କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର
ପୁରୀ, ୦୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀ ଗୁଣ୍ଡିଚା ଆଧ୍ୟତ୍ମିକ ଟ୍ରଷ୍ଟ ପୁରୀ ଓଡ଼ିଶା ଆନୂକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ଶ୍ରୀକ୍ଷେତ୍ର ପରିକ୍ରମା ଓ ଶ୍ରୀ ଜଗନ୍ନାଥ ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା...
ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ : ଭକ୍ତ ଦର୍ଶନ ପାଇବାରୁ ବଞ୍ଚିତ
ପୁରୀ, ୨୭/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ବିନା ଭକ୍ତରେ ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଠାରୁ ପ୍ରାୟ...
ପଞ୍ଚୁକ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା, ପୁଷ୍କରଣୀ ଓ ମହୋଦଧିରେ ଡ଼ଙ୍ଗା ଭସାଇବା ଉପରେ...
ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପଞ୍ଚୁକ ବ୍ରତ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଆଜିଠାରୁ କୌଣସି ଯାନବାହନ ଶ୍ରୀମନ୍ଦିର ଅଭିମୁଖେ ଛଡ଼ାଯାଉ ନାହିଁ। ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର...