Home ଓଡ଼ିଶା ଶହୀଦ ଜୟୀ ରାଜଗୁରୁଙ୍କ ସ୍ମୃତିରେ ବାଲୁକା ସ୍ଥାପତ୍ୟ

ଶହୀଦ ଜୟୀ ରାଜଗୁରୁଙ୍କ ସ୍ମୃତିରେ ବାଲୁକା ସ୍ଥାପତ୍ୟ

30

ପୁରୀ, ୦୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶହୀଦ ଜୟୀ ରାଜଗୁରୁଙ୍କ ୨୧୪ତମ ବଳିଦାନ ଦିବସରେ ପୁରୀ ବେଳାଭୂମତରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ୱାରା ଏକ ବାଲୁକା ଚିତ୍ର ଅନାବରଣ କରାଯାଇଛି। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ମନ୍ତବ୍ୟରେ କହିଛନ୍ତି ଯେ, ସହୀଦ ଜୟୀ ରାଜଗୁରୁଙ୍କ ଜୀବନ ଓ ବଳିଦାନରୁ ସେ ବଳିଷ୍ଠ ପ୍ରେରଣା ପାଇଛନ୍ତି। ସେ କହିଛନ୍ତି ବୀରତ୍ୱ, ଦେଶପ୍ରେମ ଓ କର୍ତ୍ତବ୍ୟ ନିଷ୍ଠା ଏକ ଅନନ୍ୟ ଉଦାହରଣ। ସହୀଦ ଜୟୀ ରାଜଗୁରୁ ଭାରତବାସୀଙ୍କ ପାଇଁ ଯୁଗ ଯୁଗ ଧରି ପ୍ରେରଣାର ଉତ୍ସ ହୋଇ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.