Home ଓଡ଼ିଶା ପର୍ଯ୍ୟଟକଙ୍କ ବ୍ଲୁଫ୍ଲାଗ ବିଚ୍‌କୁ ଭୂୟସୀ ପ୍ରଶଂସା

ପର୍ଯ୍ୟଟକଙ୍କ ବ୍ଲୁଫ୍ଲାଗ ବିଚ୍‌କୁ ଭୂୟସୀ ପ୍ରଶଂସା

20

ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବ୍ଲୁଫ୍ଲାଗ ବିଚ୍ ଭୂୟସୀ ପ୍ରଶଂସା କରିଛନ୍ତି ଇଞ୍ଜିନିୟର ସୋନମ ୱାଙ୍ଗ ଚୁକ। ସେ ଆନ୍ତଃର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ପୁରୀର ନିଳାଦ୍ରୀ ଓ ବ୍ଲୁଫ୍ଲାଗ ପରିଦର୍ଶନ କରି ଏଠାରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଓ ସ୍ୱସ୍ଥତାର ଉଚ୍ଚ ପ୍ରଶଂସା କରିଛନ୍ତି। ଏଭଳି ଆଉ ୫ଟି ବିଚ୍ ପ୍ରସ୍ତୁତ ହେଉଥିବା ଜାଣି ସେ ଖୁସି ପ୍ରକାଶ କରିଛନ୍ତି। ପୁରୀର ବ୍ଲୁଫ୍ଲାଗ ବିଚ ଦେଶର ଶ୍ରେଷ୍ଠ ବିଚ୍ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.