Abhay Das
ମକର ସଂକ୍ରାନ୍ତିରେ ଉତ୍ସବ ମୁଖର ବାଲେଶ୍ୱର
ବାଲେଶ୍ୱର, ୧୪ା୧ (ଓଡ଼ିଆ ପୁଅ/ଅଭୟ ଦାସ): ପବିତ୍ର ମକର ସଂକ୍ରାନ୍ତିରେ ଉତ୍ସବ ମୁଖର ହୋଇପଡ଼ିଛି ସହରଠାରୁ ପୁରପଲୀ ପର୍ଯ୍ୟନ୍ତ। ଓଡ଼ିଆ ଘରର ପ୍ରସିଦ୍ଧ ଏହି ପର୍ବକୁ ଆବାଳ ବୃଦ୍ଧ ବନୀତା ଅତି ଆନନ୍ଦର...
ଓୟୁଜେ ପକ୍ଷରୁ ବ୍ୟାସକବି ଜୟନ୍ତୀ
ବାଲେଶ୍ୱର, ୧୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ), ବାଲେଶ୍ୱର ଶାଖା ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୭୯ ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଓୟୁଜେର ବାଲେଶ୍ୱର ଜିଲ୍ଲା...
ବାଲେଶ୍ୱରରେ ପହଞ୍ଚିଲା କୋଭିଡ-୧୯ ଭେକ୍ସିନ : ୧୬ ତାରିଖରୁ ୫ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ...
ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ କରୋନା ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟ। ଅ ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ...
କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ତୀବ୍ର ବିରୋଧ : ନୂତନ ଆଇନର ପ୍ରତିଲିପି...
ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ୪୯ ଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଏହାକୁ ସମର୍ଥନ ଜଣାଇ ଅଖିଳ...
‘ମୋନା’ ପକ୍ଷରୁ ନିଶା ବିରୋଧୀଙ୍କୁ ସୁରକ୍ଷା ଦାବି
ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ଗତ ସପ୍ତାହରେ ଖଇରା ଅଞ୍ଚଳର ଶାରୀଶୁଆ ପାହାଡ଼ ନିକଟରେ ବେଆଇନ୍ ମଦବିକ୍ରିକୁ ବିରୋଧ କରିବାରୁ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମିଳିତ ଓଡ଼ିଶା ନିଶା ନିବାରଣ...
ବାଲେଶ୍ୱରର ସର୍ବାଙ୍ଗିନ ଉନ୍ନତିକୁ ନେଇ ବରିଷ୍ଠ ନାଗରିକ ମଞ୍ଚର ବୈଠକ : ସରକାରଙ୍କ ଉଦ୍ଦେଶ୍ୟରେ...
ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ସର୍ବାଙ୍ଗିନ ଉନ୍ନତି ପାଇଁ ବର୍ଷବର୍ଷ ଧରି ବାରମ୍ବାର ସରକାରଙ୍କଠାରେ ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବାକୁ ନେଇ...
ନୂତନ କୃଷି ଆଇନକୁ ବିରୋଧ କରି ରେମୁଣାରେ ବିକ୍ଷୋଭ ସମାବେଶ
ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ୪୮ ଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେଏହାକୁ ସମର୍ଥନ ଜଣାଇ ଅଖିଳ ଭାରତ...
କୋଭିଡ-୧୯ ଟିକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ
ବାଲେଶ୍ୱର, ୧୨ା୧ (ଓଡ଼ିଆ ପୁଅ/ଅଭୟ ଦାସ): କୋଭିଡ-୧୯ ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏହି ବୈଠକରେ...
‘ଚନ୍ଦ୍ରଭାଗା’ ଆନୁକୂଲ୍ୟରେ ପୁସ୍ତକ ଲୋକାର୍ପଣ
ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): ସାରସ୍ୱତ ଅନୁଷ୍ଠାନ ‘ଚନ୍ଦ୍ରଭାଗା’ର ଅନ୍ୟତମ ଆକର୍ଷଣ ହେଉଛି ପୁସ୍ତକ। ବର୍ଷର ବିଭିନ୍ନ ସମୟରେ ‘ଚନ୍ଦ୍ରଭାଗା’ ଦ୍ୱାରା ବହୁ ସାରସ୍ୱତ ସାଧକଙ୍କର ପୁସ୍ତକ ଲୋକାର୍ପିତ ହୋଇଥାଏ। ସାରସ୍ୱତ ସାଧକ...
ବେଆଇନ କାଠ ବ୍ୟବସାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): କନଷ୍ଟେବଳ ପୁଅଙ୍କ ସହଯୋଗରେ ରେମୁଣାରେ ବାପ ଚଳାଇଥିବା ବେଆଇନ କାଠ ବ୍ୟବସାୟକୁ ନେଇ ଶ୍ରୀକୃଷ୍ଣପୁରର ଗ୍ରାମବାସୀମାନେ ଆଜି ଏସପିଙ୍କଠାରେ ଫେରାଦ ହୋଇଛନ୍ତି। ରେମୁଣା କଲେଜ ଛକ ନିକଟରେ...
ୱେବିନାରରେ ମତ୍ସ୍ୟଚାଷ ତାଲିମ-ସଚେତନତା
ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ସ୍ଥାନୀୟ ସିପେଟ୍ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଚାଷ ଓ ଆକ୍ୱାକଲଚର୍ ସମ୍ପର୍କରେ ତାଲିମ ଓ ସଚେତନତା ସୃଷ୍ଟି ପାଇଁ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର...
ଆଦର୍ଶ ଗ୍ରାମ ଯୋଜନା ଅର୍ଥ ହଡ଼ପ ଅଭିଯୋଗ ଜିଲ୍ଲାପାଳଙ୍କଠାରେ ମହାପଦାବାସୀଙ୍କ ଫେରାଦ
ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବ୍ଲକ ଓଲଦା ସାରଗାଁ ପଞ୍ଚାୟତରେ ସରକାରଙ୍କ ଆଦର୍ଶ ଗ୍ରାମ୍ୟ ଯୋଜନାର ଅର୍ଥ ହଡ଼ପ ନେଇ ମହାପଦା ଗ୍ରାମର ୱାର୍ଡ଼ ମେମ୍ବର ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।...
ବିସ୍ଥାପିତ ପରିବାରଙ୍କୁ ସଦର ବିଧାୟକଙ୍କ ଥଇଥାନ ପ୍ରତିଶ୍ରୁତି
ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ଶୋଭାରାମପୁର ରେଳ ଓଭରବ୍ରିଜ୍ ଓ ଆପ୍ରୋଚ୍ ରୋଡ଼ ନିର୍ମାଣ ପାଇଁ ବିସ୍ଥାପିତ ପରିବାରଙ୍କୁ ଥଇଥାନ ସମ୍ପର୍କରେ ଶ୍ରମିକନେତା ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଆଲୋଚନା ବୈଠକ ହିନ୍ଦ...
ସବ-ରେଜିଷ୍ଟ୍ରାର ଅଫିସ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ସମସ୍ୟା ତୀବ୍ର ଜିଲ୍ଲାପାଳଙ୍କୁ ଭେଟିଲା‘ଫ୍ୟୁଚର ବାଲେଶ୍ୱର’
ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ଜମି କିଣାବିକା ସହିତ ବିଭିନ୍ନ କାର୍ଯ୍ୟ ପାଇଁ ବାଲେଶ୍ୱର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଅନ୍ୟତମ ଅଗ୍ରଣୀ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ର କର୍ମକର୍ତ୍ତାମାନେ...
ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ : ବାହାବଳପୁରରେ ମେରାଇନ୍ କେଜ କଲଚର...
ବାଲେଶ୍ୱର, ୧୦ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ବାହାବଳପୁରଠାରେ ଆଜି ମେରାଇନ କେଜ୍ କଲ୍ଚର (ସମୁଦ୍ରରେ ପଞ୍ଜୁରୀ ଭିତରେ ମାଛ ଚାଷ) ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। କେନ୍ଦ୍ର ଅଣୁ, କ୍ଷୁଦ୍ର...
ସଦର ହସପିଟାଲରେ ନୂତନ ଭେଣ୍ଟିଲେଟର ଉଦଘାଟିତ
ବାଲେଶ୍ୱର, ୧୦ା୧ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭେଣ୍ଟିଲେଟର ବ୍ୟବସ୍ଥା ରବିବାର ଦିନ ଉଦ୍ଘାଟିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାକୁ ଉଦ୍ଘାଟନ କରିବା...
ରେମୁଣା ବିଜେପି ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୧୦ା୧(ଓଡ଼ିଆ ପୁଅ/ଅଭୟ ଦାସ): ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ୫୧ତମ ଜନ୍ମଦିନ ପାଳନ ଅବସରରେ ବିଜେପି ରେମୁଣା ଶାଖା ପକ୍ଷରୁ ଦିବସବ୍ୟାପୀ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ରବିବାର...
‘ଡିଷ୍ଟାନ୍ସ ଭିଜନ ଇଣ୍ଡିଆ’ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଡିଷ୍ଟାନ୍ସ ଭିଜନ ଇଣ୍ଡିଆ’ ପକ୍ଷରୁ ରେମୁଣା ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତ ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ ଶୀବସ୍ତ୍ର ସମେତ...
ପଥର ଖାଦାନ ବନ୍ଦ ଦାବିରେ ଧାରଣା
ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ମିତ୍ରପୁର କାଠଗୋଚ୍ଛିସ୍ଥିତ ପଥର ଖାଦାନରୁ ଚାଲିଥିବା ବେଧଡ଼କ ପଥର ଉତ୍ତୋଳନ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକୁ ବିରୋଧ କରି ‘କାଠଗୋଚ୍ଛି ସର୍ବାଙ୍ଗ ଉନ୍ନୟନ ମହାସଂଘ’ ପକ୍ଷରୁ ଶନିବାର...
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ୨୦୨୧ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ବାର୍ଷିକ ବୈଠକ ସୋମବାରଦିନ ପୂର୍ବାହ୍ନରେ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ଧୀରେନ୍ଦ୍ର...







