Home Coronavirus Outbreak ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୮୬୬୫ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୮୬୬୫ କରୋନା ଆକ୍ରାନ୍ତ

26

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୬୬୫ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
୧୧୪୬ – ଖୋର୍ଦ୍ଧା ଜିଲ୍ଲାରୁ
୬୨୮ – ସୁନ୍ଦରଗଡ ଜିଲ୍ଲାରୁ
୫୨୮ – ଅନୁଗୁଳ ଜିଲ୍ଲାରୁ
୪୫୮ – ଝାରସୁଗୁଡା ଜିଲ୍ଲାରୁ
୪୪୪ – କଟକ ଜିଲ୍ଲାରୁ
୪୩୪ – ପୁରୀ ଜିଲ୍ଲାରୁ
୪୦୪ – ନୁଆପଡା ଜିଲ୍ଲାରୁ
୩୮୧ – ସମ୍ବଲପୁର ଜିଲ୍ଲାରୁ
୩୬୩ – ବରଗଡ ଜିଲ୍ଲାରୁ
୩୨୪ – ବଲାଙ୍ଗୀର ଜିଲ୍ଲାରୁ
୩୧୮ – ନବରଙ୍ଗପୁର ଜିଲ୍ଲାରୁ
୩୦୧ – ବାଲେଶ୍ୱର ଜିଲ୍ଲାରୁ
୨୯୦ – ଗଞ୍ଜାମ ଜିଲ୍ଲାରୁ
୨୭୪ – ଯାଜପୁର ଜିଲ୍ଲାରୁ
୨୪୩ – ମୟୂରଭଞ୍ଜ ଜିଲ୍ଲାରୁ
୨୩୫ – କଳାହାଣ୍ଡି ଜିଲ୍ଲାରୁ
୨୦୬ – ନୟାଗଡ଼ ଜିଲ୍ଲାରୁ
୧୯୯ – ବୌଦ୍ଧ ଜିଲ୍ଲାରୁ
୧୭୨ – ଜଗତସିଂହପୁର ଜିଲ୍ଲାରୁ
୧୬୭ – କେନ୍ଦୁଝର ଜିଲ୍ଲାରୁ,
୧୪୦ – ସୋନପୁର ଜିଲ୍ଲାରୁ
୧୩୨ – ରାୟଗଡ଼ା ଜିଲ୍ଲାରୁ
୧୨୦ – କେନ୍ଦ୍ରାପଡା ଜିଲ୍ଲାରୁ
୧୧୯ – କୋରାପୁଟ ଜିଲ୍ଲାରୁ
୧୦୯ – ଗଜପତି ଜିଲ୍ଲାରୁ
୭୨ – ମାଲକାନଗିରି ଜିଲ୍ଲାରୁ
୬୭ – ଦେବଗଡ଼ ଜିଲ୍ଲାରୁ
୬୩ – ଭଦ୍ରକ ଜିଲ୍ଲାରୁ
୪୭ – ଢେଙ୍କାନାଳ ଜିଲ୍ଲାରୁ
୪୩ – କନ୍ଧମାଳ ଜିଲ୍ଲାରୁ
୨୩୮ – ରାଜ୍ୟ ପୁଲ୍ ରୁ
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୮୨୩୪୫ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.