Home 2020

Yearly Archives: 2020

ବିହାର ବିଧାନସଭା ନିର୍ବାଚନ – ଭୋଟ ଗଣତି ଆରମ୍ଭ, ମହାଗଠବନ୍ଧନ ଆଗରେ ଏବଂ ଏନଡିଏ ପଛରେ

0
ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ବିହାର ବିଧାନସଭାରେ ୨୪୩ ଟି ଆସନରେ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ଏନଡିଏ ୨୯ ଟି ଆସନରେ ଏବଂ ଗ୍ରାଣ୍ଡ ଆଲାଏନ୍ସ...

ଦିନକରେ ଚିହ୍ନଟ ୧୦୭ କରୋନା ପଜିଟିଭ୍‌ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦, ୮୮୪କୁ ବୃଦ୍ଧି

0
ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରି ହ୍ରାସ ପାଇଥିବା କରୋନା କାୟା ବିସ୍ତାର ସମ୍ପ୍ରତି ପୁଣି ବଢ଼ିବାରେ ଲାଗିଛି। ଗତ ୧୫ ଦିନ ପୂର୍ବରୁ ଦୈନିକ ସଂକ୍ରମଣ...

ପ୍ରଶାସନର ଉପ-ନିର୍ବାଚନ ଭୋଟ୍ ଗଣତି ପ୍ରଶିକ୍ଷଣ

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଅନୁଷ୍ଠିତ ଉପ-ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ଅର୍ଥାତ ୧୦ତାରିଖରେ ହେବାକୁ ଥିବା ବେଳେ ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ...

ପୁଅର ଦାଉ ସହି ନପାରି ଥାନାରେ ବୃଦ୍ଧା

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ବସ୍ତୁବାଦୀ ସମାଜରେ ଆତ୍ମିୟତା ଓ ସମ୍ପର୍କ ଲୋକଙ୍କ ପାଇଁ କେତେ ମାତ୍ରାରେ ନ୍ୟୁନ ହୋଇଯାଉଛି, ତା’ର ଉଦାହରଣ ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ସହରର ରାଣୀପାଟଣା...

କୋଭିଡ୍ କଟକଣା ହୋଇଛି କଣ୍ଟା – ‘ଚନ୍ଦ୍ରଭାଗା’ଉତ୍ସବ ଆୟୋଜନ ପାଇଁ ବିମର୍ଶ ବୈଠକ

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘ ୩୦ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଗାନ୍ଧୀସ୍ମୃତି ଭବନ ପରିସରରେ ପାଳନ ହେଇ ଆସୁଥିବା ଜାତୀୟସ୍ତରୀୟ ଚନ୍ଦ୍ରଭାଗୋତ୍ସବର ଚଳିତବର୍ଷ ଆୟୋଜନକୁ ନେଇ ଏକ ବିମର୍ଶ ବୈଠକ ସ୍ଥାନୀୟ...

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ବିଜେପିର ସେବାଦିବସ – ଜିଲ୍ଲାରେ ବୃକ୍ଷରୋପଣ-ରକ୍ତଦାନ ଜାରି

ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଲୋକସଭା ସାଂସଦ ତଥା କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୫ତମ ଜନ୍ମୋତ୍ସବକୁ ବିଜେପି ପକ୍ଷରୁ ସେବା ଦିବସ...

ଆଜି ଓଡ଼ିଶା ସମେତ ୧୧ ଟି ରାଜ୍ୟରେ ୫୮ ଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ସକାଳ ୮...

ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ସହିତ ଦେଶର ୧୧ ଟି ରାଜ୍ୟରେ ୫୮ ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା କରାଯିବ। ଏହି ରାଜ୍ୟଗୁଡିକରେ...

ବିନା ରାଜସ୍ବ ରେ ଚାଲିଛି ବେଆଇନ କ୍ରସର ଓ ଖଣି ଖନନ, ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ...

କଳାହାଣ୍ଡି, ୧୦-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଲହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଜୟପାଟଣା ଓ କୋକସରା ବ୍ଳକ ସୀମାନ୍ତ ଅଂଚଳ ମତୁଆଲଗୁଡ଼ା ଓ ଜଳତାମୁଡା ଗାଁ ନିକଟରେ ଚାରୋଟି କ୍ରସର ଯଥା...

କଳାହାଣ୍ଡି ରେ ଅବକାରୀ ଓ ପୋଲିସର ମିଲତ ଚଢ଼ାଉ ଦୁଇ ଗିରଫ

କଳାହାଣ୍ଡି, ୦୯-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳ ରୁ ବିପୁଳ ପରିମାଣ ରେ ହାତରନ୍ଧା ଦେଶି ମଦ ମହୁଳ ପୋଚ ସହ ବାପ ପୁଅ ଓ ଅନ୍ୟ...

୧୨ ଜଣ ଦାଦନ ଉଦ୍ଧାର, ସର୍ଦ୍ଦାର ଅଟକ, ବୋଲେରୋ ଜବତ

0
ବଲାଙ୍ଗୀର, ୦୯-୧୧ (ଓଡ଼ିଆ ପୁଅ//ସନ୍ତୋଷ ନାୟକ) : ବଲାଙ୍ଗିର ଜିଲ୍ଲାର ଲାଠୋର ପୋଲିସ ରବିବାର ରାତିରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରି ଗାଡି ଚାଳକ ଏବଂ ସର୍ଦ୍ଦାରକୁ...

କୋଟି କୋଟି ଟଙ୍କାର ଜି ଏସ ଟି ଟଙ୍କା ଠକେଇ ମାମଲାରେ ମାଆ ପୁଅଙ୍କୁ ଚାଲିଛି ଜେରା

0
ବଲାଙ୍ଗୀର, ୦୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଏସଟି ଠକେଇ ମାମଲାରେ ମାପୁଅ ଅଟକ। ଆଜି ଦ୍ୱିତୀୟ ଦିନରେ ଜିଏସଟି ଓ ପୋଲିସ୍ ଅଧିକାରୀ ପଚରା ଉଚରା ଜାରି ରଖିଛନ୍ତି। ଗତକାଲି ବିଳମ୍ବିତ ରାତି...

ମୁହାଁ ମୁଁହି ଦୁଇ ଗୋଟି ବାଇକ ଧକ୍କାରେ ଦୁଇ ମୃତ, ଦୁଇ ଗୁରୁତର

ବଲାଙ୍ଗୀର, ୦୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ରୁ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ରେ ଆଜି ବେଲପଡା ଥାନା ରୁ ପାଞ୍ଚକିଲୋମିଟ ଦୂର କପାନି ନିକଟରେ ଦୁଇ...

ବିନା ଭକ୍ତରେ ପାଳିତ କଳାହାଣ୍ଡିର ଶେଷ ଦଶହରା, ଆମପାଣି ବୁଢାରଜା ଙ୍କ ଦଶହରା

କଳାହାଣ୍ଡି- ତା.୦୮.୧୧.୨୦୨୦ ( ଓଡିଆପୁଅ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି- ନବରଂଗପୁର ସୀମାରେ ଆମପାଣି ଘାଟିତଳେ ଥିବା ସେହି ଅଂଚଳର ପ୍ରମୂଖ ଦେବ ପୀଠ ବୁଢାରଜା ପୀଠରେ ଦଶହରା...

ଧାନବିଲରୁ ଯୁବକର ଶବ ଉଦ୍ଧାର

ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ଗାଁ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା-ଶରଣକୁଳ ରାସ୍ତାର ପାଟୁଳିସାହି ନିକଟ ଏକ ଧାନବିଲରୁ ଜଣେ ଯୁବକର ଶବ ଉଦ୍ଧାର କରାଯାଇଛି। ଯୁବକର ନାମ କାଳିସାହି ସାହୁ...

ବରିଷ୍ଠ ସାମ୍ବାଦିକ ଫୁକୁ ପଟ୍ଟନାୟକଙ୍କ ପରଲୋକ

ନୟାଗଡ଼, ୯ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବର୍ଷିୟାନ ସାମ୍ବାଦିକ ନିର୍ମଳେନ୍ଦୁ ପ୍ରକାଶ ପଟ୍ଟନାୟକ(ଫୁକୁ)ଙ୍କ ହୃତ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଦେହ ଅସୁସ୍ଥ ରହିବାରୁ ସେ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ...

ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା

ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା। ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ଷ୍ଟେସନମାନଙ୍କରେ ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ...

‘ଜାଗା ମିଶନ’ ଯୋଜନାରେ ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପଟ୍ଟା ବଂଟନ

ନୟାଗଡ଼, ୯-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରାଚଂଳର ଭୂମୀହୀନମାନଙ୍କୁ ସରକାରଙ୍କ ‘ଜାଗା ମିଶନ’ ଯୋଜନାରେ ଭୂମି ପ୍ରମାଣ ପତ୍ର ସ୍ୱରୁପ ପଟ୍ଟା ବଂଟନ କରାଯାଇଛି। ନୟାଗଡ଼ର ବିଧାୟକ ତଥା ରାଜ୍ୟ...

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ଖେଳ ପଡିଆରେ ଗୋପବନ୍ଧୁ ୟୁଥ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୋଣାର୍କ କ୍ରିକେଟ ଟିମ ଚାମ୍ପିଅନ...

ରୋଟାରୀ କ୍ଲବ୍ ମିଡ୍‌ଟାଉନ୍ ଭଦ୍ରକର ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାରେ ରୋଟାରୀ ମିଡ୍ ଟାଉନ କ୍ଲବ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରାଥମିକ ଓ...

ଶ୍ରୀଜଗନ୍ନାଥ ସମବାୟ ସମିତିର ଦୁର୍ନୀତି ପ୍ରସଙ୍ଗର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଶତାଧିକ ଚାଷୀଙ୍କ ଦାବି

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତିରେ ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗ ଭିତିହୀନ କହିବା...