Home ଉପ ନିର୍ବାଚନ ଆଜି ଓଡ଼ିଶା ସମେତ ୧୧ ଟି ରାଜ୍ୟରେ ୫୮ ଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ...

ଆଜି ଓଡ଼ିଶା ସମେତ ୧୧ ଟି ରାଜ୍ୟରେ ୫୮ ଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ

35

ନୂଆ ଦିଲ୍ଲୀ ୧୦-୧୧ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ସହିତ ଦେଶର ୧୧ ଟି ରାଜ୍ୟରେ ୫୮ ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା କରାଯିବ। ଏହି ରାଜ୍ୟଗୁଡିକରେ ଭୋଟ୍ ଗଣନା ପ୍ରସ୍ତୁତି ଶେଷ ହୋଇଛି। ଭୋଟ୍ ଗଣନା ସକାଳ ୮ ଟାରୁ ଆରମ୍ଭ ହୋଇଛି।

ଏହା ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ସିଟ୍ ଅଛି ଯେଉଁଠାରେ ୨୮ ଟି ଆସନରେ ଉପ ନିର୍ବାଚନ ହୋଇଥିଲା। ଏଥିସହ ଗୁଜୁରାଟର ୮ ଟି, ଉତ୍ତରପ୍ରଦେଶରେ ୭ ଟି, ମଣିପୁରରେ ୪ ଟି, ଓଡିଶା, ନାଗାଲାଣ୍ଡ, କର୍ଣ୍ଣାଟକ ଏବଂ ଝାଡଖଣ୍ଡରେ ୨-୨ ଟି ଆସନରେ ଭୋଟ୍ ଗ୍ରହଣ କରାଯାଇଛି। ଛତିଶଗଡ, ତେଲେଙ୍ଗାନା ଏବଂ ହରିୟାଣାର ପ୍ରତ୍ୟେକ ଗୋଟିଏ ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା ଯାହାର ଫଳାଫଳ ଆଜି ଘୋଷଣା କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.