Home 2020

Yearly Archives: 2020

ଛେଳି ଚୋରି କରିବାକୁ ଆସି ହଟହଟା: ଦେଶୀ ବନ୍ଧୁକ ଦେଖାଇ ଚୋରି କରିବା ମହଙ୍ଗା ପଡିଲା

ବାଲିଗୁଡା, ୪/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଚୋରି କରିବାକୁ ଆସିଥିବା ଦୁଇ ଜଣ ଙ୍କ ମଧ୍ୟ ରୁ ଜଣ କୁ କାବୁ କରିବା ସହ ନିରଧୂମ ପିଟିଲେ ଓ ଦେଶୀ ବନ୍ଧୁକ ଜବତ...

ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଫ୍ରେଣ୍ଡସ ଆଣ୍ଡ ଫ୍ରେଣ୍ଡସ ଠାରୁ ୨-୧ରେ ବିଜୟୀ

ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ କେନ୍ଦ୍ରାପଡା ୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଶୁକ୍ରବାର ଉଦଘାଟିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜୁ...

ପୌର ଦୃଷ୍ଟିବାଧିତ ବିଦ୍ୟାଳୟରେ ଲୁଇସ ବ୍ରେଲ ଜୟନ୍ତୀ ପାଳିତ

କେନ୍ଦ୍ରାପଡା ୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସହରର ଅଯୋଦ୍ଧ୍ୟାନଗରସ୍ଥିତ ପୈାରସଂସ୍ଥା ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟରେ ଲୁଇସବ୍ରେଲଙ୍କ ୨୧୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଶୁ...

ଯାତାୟତ ବାଧାପ୍ରାପ୍ତ;ରାଜପଥରେ ଫସି ରହିଛି ଟ୍ରଲର

ଯାଜପୁର୪ା୧(ଓଡିଆ ପୁଅ/ ବିରଞ୍ଚିନାରାୟଣ ପତ୍ରୀ)୧୬ ନମ୍ବର ଜାତୀୟ ରାଜପଥର ୬ଲେନ କାମ ଚାଲୁଥିବା ବେଳେ ରାସ୍ତାରେ ଗାଡି ଗୁଡିକୁ ବିଭିନ୍ନ ସ୍ଥାନରେ ୱାନ ୱେ କରାଯାଇ ଛଡାଯାଇଛି । ବିଭିନ୍ନ ସ୍ଥାନରେ ଡାଇଭରସନ...

କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ଗୃହକୁ ସ୍ଥାନାନ୍ତର ପାଇଁ ଅଭିଭାବକ ସଂଘର ଜିଲ୍ଲାପାଳଙ୍କ ନିକଟରେ ଦାବି, ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ...

0
ନୟାଗଡ଼, ୪ା୧(ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ଗତ ଦୁଇମାସ ପୂର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏଠାକୁ ବିଦ୍ୟାଳୟ ସ୍ଥାନାନ୍ତର କରାଯାଉନଥିବାରୁ ସ୍ଥାନୀୟ ଜନସାଧାରଣ ତଥା ଅଭିଭାବକ...

 ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

ଯାଜପୁର୪ା୧(ଓଡିଆ ପୁଅ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମଣିପୁର ନିକଟସ୍ଥ ବାଟୁଳ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୁଚନାନୁସାରେ ଉକ୍ତ...

ଆସନ୍ତାକାଲି ଠୁ ଓଡିଶାରେ ଆରମ୍ଭ ହେବ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ : ବିଜେପି

0
ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ ଭୁବନେଶ୍ୱର, ୦୪/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ...

ଷ୍ଟେସନ୍‌ରୋଡ – ତାଳପଡା କେନାଲବନ୍ଧ ରାସ୍ତା ବିପଦ ସଙ୍କୁଳ

ଜଗତସିଂହପୁର – ୦୪/୦୧/୨୦ (ଓଡ଼ିଆ ପୁଅ) - ରାହାମା ଷ୍ଟେସନ ରୋଡରୁ ତାଳପଡା ରାସ୍ତାକୁ ସଂଯୋଗ କରିଥିବା ୧୩(କ) କେନାଲ ବନ୍ଧ ଢ଼ଳେଇ ରାସ୍ତା ସାଧାରଣ ଯାତ୍ରୀ ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ...

ଜେଲ୍ ଗଲେ ଦୁଷ୍କର୍ମ ଅଭିଯୁକ୍ତ ପୁଲସ ଅଧିକାରୀ

ଭୁବନେଶ୍ୱର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଣେ ମହିଳାଙ୍କୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସ ତାଙ୍କ ବାସଭବନକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଗିରଫହୋଇ ଆଜି ନିମାପଡା ଜେଏମଏଫସି...

ଶବକୁ ଫାଣ୍ଡି ଓ ପରେ ବଜାରରେ ରଖି ଧାରଣା

0
ବାହାନଗା/ବାଲେଶ୍ୱର, ୦୩/୦୧(ଭଗବାନ ଦାସ/ ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମର ଏକ ବିବାହିତା ମହିଳା ମୃତ୍ୟୁକୁ ନେଇ ବାପଘରେ ଲୋକେ ମହିଳାର ଶବକୁ ଗୋପାଳପୁର...

ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

0
ଭୁବନେଶ୍ୱର: ଖୁବ୍ ଶୀଘ୍ର ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ବିଜେପି ପକ୍ଷରୁ କୁହାଯାଉଛି।ଜିଲ୍ଲା ସଭାପତି ନିର୍ବାଚନ ବାବଦରେ ମଧ୍ୟ ସମାନ କଥା...

ରଣପୁର ତହସିଲ୍‌ଦାରଙ୍କ ବ୍ୟାପକ ଚଢାଉ………. ଚୋରା ଚାଲାଣକାରୀ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ

ନୟାଗଡ/୦୪/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ବ୍ୟାପକ ଚୋରା ଲଘୁଜାତ ଖଣିଜ ପଦାର୍ଥର କାରବାର ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା । ସରକାର ରାଜସ୍ୱ ହରାଇବା...

ବର୍ଷା ଯୋଗୁ ଚାଷୀ ମାନଙ୍କର ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଗତ ଦୁଇଦିନ ହେଲା ହୋଇଯାଇଥିବା ଅଦିନିଆ ବର୍ଷା ଯୋଗୁ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସରକାରଙ୍କ ନିକଟରେ ଖବର ପହଞ୍ଚିବା ପରେ ରାଜସ୍ୱ ମନ୍ତ୍ରୀ ସୁଦାମ...

ଚାପରେ ମତ ବଦଳାଇଲେକି ଦୁର୍ଷ୍ମମ ପିଡିତା !

ଭୁବନେଶ୍ୱର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗତ କାଲି ପୁରୀ ବଙ୍ଗଳା ଥାନା ଏ.ଏସ.ଆଇ ଚିତ୍ତରଞ୍ଜନ ଦାସ ଜଣେ ମହିଳାଙ୍କୁ ତାଙ୍କ ବାସଭବନକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପିପିଲି ଏସ.ଡି.ପିଓ ଦେବଦତ୍ତ ବରାଳଙ୍କ ନିକଟରେ ...

୧୯୭୦ ବ୍ୟାଚ୍‌ର ବନ୍ଧୁ ମିଳନ

କୋଲାବିରା, ୩।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ସ୍ଥିତପଂଚାୟତ ସମିତି ହାଇସ୍କୁଲର ୧୯୭୦ ମେଟ୍ରିକ ବ୍ୟାଚ୍‌ର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଘୁନାଥପାଲି ଅଯୋଧ୍ୟାନଗର ନିକଟସ୍ଥ ଶିବମନ୍ଦିର ଆମ୍ବ ବଗିଚା...

ନବ ବର୍ଷର ସ୍ୱାଗତ ସମାରୋହ

କୋଲାବିରା, ୪।୧ (ଓଡିଆ ପୁଅ /ନିଶିତ କୁମାର ବହିଦାର)ଝାରସୁଗୁଡା ଜିଲ୍ଲା ରଘୁନାଥପାଲି ଅଯୋଧ୍ୟାନଗର ଛକ ଠାରେ ନବବର୍ଷର ସ୍ୱାଗତ ଉପଲକ୍ଷେ କୋଲାବିରା ବ୍ଲକ୍ ସ୍ଥରୀୟ କଳାବିକାଶ କେନ୍ଦ୍ର ଆନୂକୁଲ୍ୟରେ କଳାସାଂସ୍କୃତିକ ସମାରୋହ ଅତ୍ୟନ୍ତ...

ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ

0
କୋଲାବିରା, ୪।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) ଦେଶବ୍ୟାପି ଶୀତର ପ୍ରକୋପ ଜାରି ରହିଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଏହାର ପ୍ରଭାବରେ ଲୋକେ ତ୍ରାହିତ୍ରାହି ଡାକିଲେଣି।ହାଡଭଙ୍ଗା ଜାଡରେ ଥରୁଛି ସାରାରାଜ୍ୟ। ଗାଁ ଠୁ...

ନାବାଳିକାକୁ ହାଟରୁ ଉଠାଇନେଇ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ହାଟକୁ ଆସିଥିବା ଏକ ନାବାଳିକାକୁ ୨ଜଣ ଦୁବୃର୍ତ୍ତ ଜବରଦସ୍ତ ଉଠାଇନେଇ ଗଣ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାରେ ନାବାଳିକା ଗୁରୁତର...

ଚଳିତ ବର୍ଷ ୭୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ – ଜାଣନ୍ତୁ କେଉଁ ରାଜ୍ୟରୁ କେତେ ଏବଂ...

0
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ଚଳିତ ବର୍ଷ ୭୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଯେଉଁଥିରେ ୬୯ ସଦସ୍ୟ ଅବସର ନେବାକୁ ଯାଉଛନ୍ତି। ଏବଂ ଅନ୍ୟ ୪ଟି ଆସନ ଖାଲି...

ପୋଲିସ କ୍ୱାଟର ସାଜିଛି ଭୋଗଶାଳା : ୫-ଟି ଏବଂ ମୋ ସରକାରରେ ରକ୍ଷକ ସାଜିଛି ଭକ୍ଷକ :ବିଜେପି

0
ଭୁବନେଶ୍ୱର, ତା.୦୩/୦୧ (ଓଡ଼ିଆ ପୁଅ) : ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା...