Home 2020

Yearly Archives: 2020

ରାଜ୍ୟ ସ୍ତରୀୟ ବୈତରଣୀ ଫୁଟବଲ ମ୍ୟାଚ

ଯାଜପୁର୨୦ା୦୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବରୁଣ୍ଡେଇ ଡାକ୍ତରଖାନା ପଡିଆରେ ବୈତରଣୀ ଆଥଲେଟିକ୍ ଆସୋସିଏସନର୪୬ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ୨ୟ ଦିନ ମ୍ୟାଚରେ ଅଡଶପୁର କଟକ...

ଜେପି ନଡ୍ଡା ଆଜି ସମ୍ଭାଳିବେ ଦୁନିଆର ସବୁଠାରୁ ବଡ଼ ପାର୍ଟୀ ବିଜେପିର ସଭାପତି ପଦ – ଜାଣନ୍ତୁ ନଡ୍ଡାଙ୍କ...

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ବିଶ୍ୱସନୀୟ ଜେପି ନଡ୍ଡା ନିର୍ବାଚନ ପ୍ରବନ୍ଧନର ରଣନୀତିରେ ଅତି ପ୍ରଖର ବୋଲି...

ଆଦାନୀ ପାୱାର କମ୍ପାନି ଓ.ପି.ଜି.ସିରେ ଦାଇତ୍ୱ ନେବ !

ଭୁବନେଶ୍ୱର ୨୦ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଗୁଜୁରାଟର ଆଦାନୀ ପାୱାର କମ୍ପାନି ଓଡ଼ିଶା ପାଓ୍ୱାର ଜେନେରସନ୍ କର୍ପୋରେସନରେ ୨୨ ବର୍ଷ ତଳେ ପୁଞ୍ଜି ନିବେସ କରିଥିବା ଆମେରିକୀୟ ବିଦ୍ୟୁତ କଂପାନି ଏଇଏସ୍ ଥିବା...

ଇଲେକ୍ଟୋରାଲ ବଣ୍ଡ ଉପରେ ଦାଖଲ ଯାଚିକା ଗୁଡ଼ିକର ଆଜି ସୁପ୍ରୀମ କୋର୍ଟରେ ଶୁଣାଣି

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଆଜି ଦୁଇଟି ଅଣ ସରକାରି ସଂଗଠନ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ୍ସ (ADR), କମନ କଜ୍, ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (CPM)...

ଆଜିଠୁ ଆରମ୍ଭ ସୁରତ-ଭୁବନେଶ୍ୱକୁ ସିଧା ବିମାନ ସେବା

0
ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ) ଆଜି ଠାରୁ ଭୁବନେଶ୍ୱରରୁ ସୁରଟକୁ ଆରମ୍ଭ ହେବ ବିମାନସେବା। ସକାଳ ୮ଟା ୪୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଏ-୩୨୧ ଏଆଇ ବିମାନ ଯିବ ସୁରତ।...

ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ପବନ କୁମାର ଗୁପ୍ତାର ସ୍ପେସାଲ୍ ଲିଭ୍ ପିଟିସନ୍ ଉପରେ ଆଜି ଶୁଣାଣି କରିବେ...

0
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ୨୦୧୨ ର ଦିଲ୍ଲୀ ଗଣ ବଳାତ୍କାର ମାମଲାରେ ଦୋଷୀମାନଙ୍କବିରୁଦ୍ଧରେ ଦୋଷୀ ପବନ କୁମାର ଗୁପ୍ତା ଦ୍ବାରା ଦାଖଲ ବିଶେଷ ଅବକାଶ ଯାଚିକା (ଏସଏଲପି) ଉପରେ ଆଜି...

ଘରେ ନିଆଁ ଲଗାଇଦେଲା ମାନସିକ ବିକାର ଗ୍ରସ୍ତ ପୁଅ ବାସହରା ହୋଇଗଲେ ପରିବାର

0
ପାଟଣା ୧୯-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) - ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୋଡିପୋଖରୀ ଗ୍ରାମରେ ରବିବାର ଦ୍ଵିପହରରେ ଅଗ୍ନିକାଣ୍ଡ ଯୋଗୁଁ ଗ୍ରାମର ଭାବଗ୍ରାହୀ ମହାନ୍ତଙ୍କ ୪ ବଖରା ମାଟି ଟାଇଲ...

ପ୍ରଳୟର ଦିନ; ପଳାୟନର ଦିନ: ଆଜିକୁ ୩୦ ବର୍ଷ ତଳର କଥା ..

0
୧୯, ଜାନୁୟାରୀକୁ କାଶ୍ମୀର ହିନ୍ଦୁ ବିସ୍ଥାପନ ଦିବସ ଭାବରେ ଜଣାଯାଏ। ଏହି ଦିନଟିକୁ କାଶ୍ମୀର ହିନ୍ଦୁ ପଣ୍ଡିତମାନେ ପ୍ରଳୟର ଦିନ, ପଳାୟନର ଦିନ ଭାବରେ ପାଳି ଥାଆନ୍ତି। ୧୯୪୭ ମସିହାରେ ଦେଶ ବିଭାଜନ...

ବୈତରଣୀ ଆଥଲେଟିକ୍ ଆସୋସିଏସନର୪୬ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ

ଯାଜପୁର୧୯ା୦୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବରୁଣ୍ଡେଇ ଡାକ୍ତରଖାନା ପଡିଆରେ ଆଜି ବୈତରଣୀ ଆଥଲେଟିକ୍ ଆସୋସିଏସନର୪୬ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଆଜିର ଉଦ୍‌ଘାଟନୀ...

ଆଦର୍ଶ ଗ୍ରାମ କଂଚନବିଲି: ୨୧ ଝିଅରେ ୧୬ ପୁଅ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫...

ନାବାଳିକା ଗଣଦୁଷ୍କର୍ମ ମାମଲା; ୨ଜଣ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା ୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଦୈନଦିନ ଦିନ ରାଜ୍ୟରେ ଗଣଦୁଷ୍କର୍ମ ମାମଲା ସଂକ୍ରାମକ ରୋଗ ଭଳି ବ୍ୟାପିବାରେ ଲାଗିବା ଦେଖାଯିବା ମହିଳା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳା ସୁରକ୍ଷା...

ଦିଲ୍ଲୀ ବିଧାନସଭା ନିର୍ବାଚନ : କେଜ୍ରୀୱାଲଙ୍କର ଗ୍ୟାରେଣ୍ଟି କାର୍ଡ – ୧୦ ଟି ଗ୍ୟାରେଣ୍ଟି ଜାଣନ୍ତୁ …

0
ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ନିର୍ବାଚନ ଉଷ୍ମତା ଚରମ ସୀମାରେ ପହଁଚିଛି। ଏହା ମଧ୍ୟରେ ଆମ ଆଦମୀ ପାର୍ଟୀ ନିଜର ନିର୍ବାଚନ ଘୋଷଣା ପତ୍ରରେ...

ଅନନ୍ୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ବିୟୋଗ

ଭୁବନେଶ୍ୱର୧୯ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଓଡ଼ିଶାର ବିଶିଷ୍ଟ ବରପୁତ୍ରୀ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର କୋଲକାତାଠାରେ ବିୟୋଗ ଘଟିଛି। ଅସୁସ୍ଥତା ଯୋଗୁଁ ସେ ବହୁ ଦିନ...

ଚଳନ୍ତା ଟ୍ରକରେ ନିଆଁ ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର

ମୟୁରଭଞ୍ଜ ୧୯-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ବାରିପଦା-ଚଳନ୍ତା ଟ୍ରକରେ ନିଆଁ ମାଲ ବୋଝେଇ ହୋଇ ରାସ୍ତାରେ ଯାଉଥିବା ସମୟରେ ଜଳିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା...

ପାଟୀଦାର ନେତା ହାର୍ଦିକ ପଟେଲ ଗିରଫ

0
ଅହମ୍ମଦାବାଦ ୧୮-୧ (ଓଡ଼ିଆ ପୁଅ)ପାଟୀଦାର ନେତା ହାର୍ଦିକ ପଟେଲଙ୍କୁ ଗିରଫ କରିଛି କ୍ରଆଇମ୍ ବ୍ରାଞ୍ଚ। ରାଜଦ୍ରୋହ ମାମଲାରେ କୋର୍ଟରେ ହାଜର ନହେବା କାରଣରୁ ସ୍ଥାନୀୟ ସେସନ କୋର୍ଟ ତରଫରୁ ଜାରୀ କରାଯାଇଥିଲା ନନବେଲେବଲ୍...

କାର୍ତିକଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ବରିଷ୍ଠ ନାଗରିକମାନଙ୍କ ସଂଗଠନ ‘ଗୁରୁଜନ ପରିଷଦ’ର ପୂର୍ବତନ ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ ଉଦଦେଷ୍ଟା...

‘ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ’ ନାରା ଦେଇ ଉତ୍ତରାଖଣ୍ଡରୁ ୬୫୦୦ କିଲୋମିଟର ପଦଯାତ୍ରା

0
ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ''ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ'' ର ନାରା ଦେଇ ଉତ୍ତରାଖଣ୍ଡରୁ ଦୀର୍ଘ ୬୫୦୦ କିଲୋମିଟର ପଦଯାତ୍ରାରେ ବାହାରିଥିବା ଶ୍ରୀ ଓଁକାର ସିଂ ଧିଲୋନ ୧୦ ଟି ରାଜ୍ୟ...

ଦିଲ୍ଲୀ ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୫୪ ପ୍ରାର୍ଥୀଙ୍କର ତାଲିକା – ଦେଖନ୍ତୁ କିଏ...

0
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇକରି କଂଗ୍ରେସ ଆଜି ୫୪ଜଣ ପ୍ରାର୍ଥୀଙ୍କର ସୂଚୀ ଜାରୀ କରିଛି। ଅଲକା ଲାମ୍ବାଙ୍କୁ ଚାନ୍ଦନୀ ଚୌକ ଏବଂ ଅରବିନ୍ଦର ସିଂହ ଲବଲୀଙ୍କୁ...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଲା ବୁଲେଟ, ଆରୋହୀ ଗୁରୁତର

ଯାଜପୁର୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ଗ୍ରାମ ନିକଟରେ ଥିବା ବ୍ରିଜ ତଳକୁ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ବୁଲେଟ ଆରୋହୀ ଗରୁତର...

ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ: ସମୀର ମହାନ୍ତି

0
ଜଗତସିଂହପୁରଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି ଜଗତସିଂହପୁର/ଭୁବନେଶ୍ୱର, ତା.୧୮/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି...