Home 2020
Yearly Archives: 2020
କଲେଜ କଲୋନୀ ସ୍କୁଲର ବାର୍ଷିକ ଉତ୍ସବ
କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା କଲେଜ କଲୋନୀ ପ୍ରାକ୍ଟିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବୀତରଣୀ...
କେନ୍ଦ୍ରାପଡା କ୍ରେଡିଟ କୋପରେଟିଭରେ ଜମା ସଂଗ୍ରହରେ ଅନିୟମିତତା ଅଭିଯୋଗ : ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦେଶ ପରେ ଡିଆରସିଏସଙ୍କ ତଦନ୍ତ...
କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଜମାରାଶି ସଂଗ୍ରହରେ ବଢ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଓ ବିଭିନ୍ନ...
ଭୃଣହତ୍ୟା ନିରୋଧ ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ସୋମବାର ଭୃଣହତ୍ୟା ନିରୋଧ ଆଇନ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ...
ଏପ୍ରିଲ ପହିଲାରୁ ଶ୍ରୀମନ୍ଦିରରୁ ପ୍ଲାଷ୍ଟିକ ମୁକ୍ତ ହେବ – ଛତିଶା ନିଯୋଗ ବୈଠକରେ ନିଷ୍ପତି
ପୁରୀ, ୬/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟାନାୟକ) -ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଠାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ୮...
ଚିଟ୍ଫଣ୍ଡ ତଦନ୍ତ କମିଶନ ବନ୍ଦ, କ୍ଷତିଗ୍ରସ୍ତ ଜମାକାରୀ ହତାଶ – ସୁର ରାଉତରାୟ
ଭୁବନେଶ୍ୱର ୬.୩ (ଓଡ଼ିଆ ପୁଅ) – ଚିଟ୍ଫଣ୍ଡ ସ୍କାମର ତଦନ୍ତ କରୁଥିବା ଜଷ୍ଟିସ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ବନ୍ଦ ହୋଇଯିବା ଫଳରେ ସାରା ରାଜ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଲକ୍ଷ ଲକ୍ଷ ଜମାକାରୀମାନେ...
ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ: ଶ୍ରୀ ମାଲବ୍ୟ
କେନ୍ଦ୍ରାପଡାରେ ପିଆଇବିର ଆଂଚଳିକ ଗଣମାଧ୍ୟମ କର୍ମଶାଳା
କେନ୍ଦ୍ରାପଡ଼ା ୬-୩ (ଓଡ଼ିଆ ପୁଅ) କେନ୍ଦ୍ରାପଡା ଡିଆରଡିଏ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର...
ଜାତିସଂଘ ଅଧିବେଶନରେ ଯୋଗଦେବେ ଅଖଣ୍ଡ, ୭ରେ ଯିବେ ଜେନିଭା
ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ଜଣାଶୁଣା ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତିସଂଘ ମାନବିକ ଅଧିକାର ପରିଷଦର ୪୩ତମ ଅଧିବେଶନରେ ଯୋଗଦେବେ। ଏଥିପାଇଁ ସେ ଆସନ୍ତା ୭ ତାରିଖରେ ନୂଆଦିଲ୍ଲୀରୁ...
ବାଲିଗୁଡା:ପୂର୍ବତନ ଏସ୍ଇଓଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ
ବାଲିଗୁଡା,୬/୩ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ପୂର୍ବତନ ସାମାଜିକ ଶିକ୍ଷା ସଙ୍ଗଠକ...
ରଣପୁର କୋର୍ଟ ମୋହରିର୍ଖାନା ରୁ ବିରଳ ପେଚା ଉଦ୍ଧାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୩-ପେଚା ଏହିଭଳି ଏକ ପକ୍ଷୀ ତା ମୁହଁ ଚାହିଁଲେ ଅମଙ୍ଗଲ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । କିନ୍ତୁ ବିଶ୍ୱାସ ଅଛି ପେଚା ହେଉଛି ଲକ୍ଷ୍ମୀଙ୍କର ବାହାନ ।...
ବର୍ଷ ବର୍ଷ ଧରି ଚାଲିଛି ପର୍ଯ୍ୟଟନ ସ୍ଥଳୀ ମା ଖିଲାମୁଣ୍ଡା ରାସ୍ତା ବ୍ରିଜ୍ କାମ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ପର୍ଯ୍ୟଟନ ବିଭାଗର ମାନ୍ୟତା ପାଇନଥିଲେ ମଧ୍ୟ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ...
କରୋନା ଭାଇରସ୍ ଅପଡେଟ୍ – ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ – ଜାଣନ୍ତୁ ବିଶେଷ ଅପଡେଟ୍ସ
ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ଦିଲ୍ଲୀରେ ଆଉଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଛନ୍ତି। ସେହି ବ୍ୟକ୍ତି ପୂର୍ବରୁ ଥାଇଲ୍ୟାଣ୍ଡ ଏବଂ ମାଲେସିଆ ଯାତ୍ରା କରିଥିଲେ ବୋଲି ଜଣାପଡ଼ିଛି। ତେବେ ଭାରତରେ ସଂକ୍ରମଣର...
ଦୁଇ କାର ମୁହାଁମୁହିଁ ଧକ୍କା : ୧୩ ମୃତ, ତିନି ଗୁରୁତର
ତୁମକୁରୁ ୬-୩ (ଓଡ଼ିଆ ପୁଅ) କର୍ଣ୍ଣାଟକର ତୁମକୁରୁରେ ଶୁକ୍ରବାରଦିନ ଦୁଇଟି କାର ମଧ୍ୟରେ ବଡ଼ ଧରଣର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୩ଜଣ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗମ୍ଭୀର ରୂପରେ ଆହତ...
ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛିକି ? ଆପଣଙ୍କ ପାଇଁ ଜରୁରୀ ସୂଚନା- ଏପ୍ରିଲ ୩ ପୂର୍ବରୁ ଉଠାଇ ପାରିବେନି...
ନୂଆ ଦିଲ୍ଲୀ ୫-୩ (ଓଡ଼ିଆ ପୁଅ) ବେସରକାରୀ ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛିକି? ଯଦି ଅଛି ତେବେ ଏହା ଅପଣଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି...
କଳାହାଣ୍ଡିରେ ବରିଷ୍ଠ ସୁରକ୍ଷା ଉପଦେଷ୍ଠାଙ୍କ ମାଓ ଦମନ ସମୀକ୍ଷା ବୈଠକ
କଳାହାଣ୍ଡି, ତା. ୦୫.୦୩.୨୦୨୦ ( ଓଡିଆପୁଅ ) କେନ୍ଦ୍ର ସରକାରଙ୍କ ବରିଷ୍ଠ ସୁରକ୍ଷା ଉପଦେଷ୍ଠା କେ. ବିଜୟ କୁମାର ଦିନିକିଆ କଳାହାଣ୍ଡି ଗସ୍ତ କରି ମାଓ ଦମନ ପ୍ରକ୍ରୀୟା ସଂପର୍କରେ ସମୀକ୍ଷା କରିଛନ୍ତି...
କୋରୋନା ଭୂତାଣୁ ସଂକ୍ରାନ୍ତରେ ସଦ୍ୟତମ ସୂଚନା : ସଂକ୍ରମିତଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ୩୦ କେଉଁଠି କେତେ ଜାଣନ୍ତୁ
ନୂଆ ଦିଲ୍ଲୀ ୫-୩ (ଓଡ଼ିଆ ପୁଅ) ଦେଶରେ ମୋଟ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ୩୦ରେ ପହଁଚିଛି। ଏମାନଙ୍କ ମଧ୍ୟରେ କେରଳର ୩ଜଣ ସଂକ୍ରମିତ ରହିଛନ୍ତି ଯେଉଁମାନେ ଚିକିତ୍ସା ପରେ...
କଳିଙ୍ଗପୁତ୍ର ବିଜୁବାବୁ ଙ୍କ ୧୦୪ତମ ଜୟନ୍ତୀ ଉତ୍ସବରେ ୧୦ଫୁଟ ଉଚ୍ଚତାର ବ୍ରୋଚଂ ପ୍ରତିମୂର୍ତି ରେ ମାଲ୍ୟାର୍ପଣ
ମାଲକାନଗିରି,୫ା୩ (ଓଡିଆ ପୁଅ )ପ୍ରବାଦପୁରଷ ବିଜୁ ବାବୁଙ୍କ ୧୦୪ତମ ଜନ୍ମଜୟନ୍ତୀ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିବିଗୁଡା ପୁଷ୍କରଣି ନିକଟ ଉଦ୍ୟାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଷ୍ଟିତ ସ୍ୱର୍ଗତ ବିଜୁବାବୁଙ୍କର ୧୦ଫୁଟ ଉଚତାର...
ଆଦିବାସୀ ମଙ୍ଗଳବିଭାଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷଯତ୍ରୀ ଙ୍କୁ ସୁବିଦ୍ୟା ତାଲିମ
ମାଲାକନଗିରି,୫ା୩(ଓଡିଆ ପୁ୍ଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲରେ ଥିବା ମଙ୍ଗଳବିଭାଗ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଅଗ୍ରଗତି ନିମନ୍ତେ ସୁବିଦ୍ୟା କାର୍ଯ୍ୟାକ୍ରମ ଆରମ୍ଭ ହୋଇଯାଇଛି । ସ୍ଥାନିୟ ମାଲ୍ୟବନ୍ତ ଛାତ୍ରବାସ ସଭାଗୃହରେ ଜିଲ୍ଲା...
ଜିଲ୍ଲାସ୍ତରୀୟ ପଚାଂୟତରାଜ ଦିବସରେ ଗାଁକୁ କାମ ମା କୁ ସମ୍ମାନ ପ୍ରତି ଗୁରୁତ୍ୱ
ମାଲାକନଗିରି,୫ା୩(ଓଡିଆ ପୁଅ) ପ୍ରବାଦପୁରଷ ବିଜୁପଟନାୟକ ଙ୍କ ୧୦୪ତମ ଜନ୍ମତିଥି ଓ ପଚାଂୟତରାଜ ଦିବସ ପାଳନ ଅବସରରେ ଗାଁ କୁ କାମ ମା କୁ ସମ୍ମାନର ନାରା ଦେଇ ଜିଲ୍ଲାର ଉନ୍ନତି ପାଇଁ ଅଟାଂଭିିଡିଲେ...
ରଣପୁର ପଂଚାୟତ ସମିତିରେ ପଂଚାୟତିରାଜ ଦିବସ ୨୦୨୦ ପାଳିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୩-ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ରଣପୁର ବ୍ଲକ୍ ସ୍ତରୀୟ ପଂଚାୟତିରାଜ ଦିବସ ୨୦୨୦ ରଣପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଏଥିରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ...
ମୟୁରଝାଲିଆ ମଣ୍ଡିରେ ଧାନ କିଣାରେ ଚଂଚକତା ଅଭିଯୋଗ ଭୂମିହୀନଙ୍କ ମିଳୁଛି ଟୋକନ୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୩-ରାଜ୍ୟରେ ଧାନ କିଣା ବିକାକୁ ନେଇ ବିଧାନ ସଭାରେ ଝଡ ଉଠିଲା । ତେଣୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଅବଧି ବଢେଇ ଦିଆଗଲା । କିନ୍ତୁ...





