Home ଓଡ଼ିଶା ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛିକି ? ଆପଣଙ୍କ ପାଇଁ ଜରୁରୀ ସୂଚନା- ଏପ୍ରିଲ ୩ ପୂର୍ବରୁ...

ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛିକି ? ଆପଣଙ୍କ ପାଇଁ ଜରୁରୀ ସୂଚନା- ଏପ୍ରିଲ ୩ ପୂର୍ବରୁ ଉଠାଇ ପାରିବେନି ୫୦ ହଜାରରୁ ଅଧିକ ଟଙ୍କା

289

ନୂଆ ଦିଲ୍ଲୀ ୫-୩ (ଓଡ଼ିଆ ପୁଅ) ବେସରକାରୀ ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛିକି? ଯଦି ଅଛି ତେବେ ଏହା ଅପଣଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କର ଖାତା ଧାରକଙ୍କ ଉଠାଣ ଉପରେ ଆସନ୍ତା ୩ ଏପ୍ରିଲ ପର୍ଯ୍ୟନ୍ତ ଏକ ସୀମା ସ୍ଥିର କରିଛନ୍ତି।

ଏହି ରୋକ୍ ଆସନ୍ତା ୩ ଏପ୍ରିଲ ପର୍ଯ୍ୟନ୍ତ ଲାଗୁ ହେବ। ଖାତାଧାରକ ସେମାନଙ୍କ ଖାତାରୁ ଆସନ୍ତା ୩ ଏପ୍ରିଲ ମଧ୍ୟରେ ସର୍ବୋଚ୍ଚ ୫୦ ହଜାର ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ପରିମାଣରୁ ଅଧିକ ଉଠାଣ ଉପରେ ରୋକ ଲଗାଇଛି ଆରବିଆଇ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ଏକ ଅଧିସୂଚନା ଜାରୀ କରିଛନ୍ତି। ଏହି ରୋକ ଆଜି ସନ୍ଧା ୬ଟାରୁ ଲାଗୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.