Home 2020
Yearly Archives: 2020
ସଦର ଥାନା କନେଷ୍ଟବଳ ମଦପିଇ ମାତାଲ ପୋଲିସକୁ ସାତଗୁଣ ମାଫ
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସୋମବାର ରାତିରେ ସହରର ତିନିମୁହାଣିଛକରେ ଜନୈକ ପୋଲିସ କନେଷ୍ଟବଳ ମଦପିଇ ମାତାଲ ଅବସ୍ଥାରେ ରସ୍ତାରେ ଯାଉଥିବା ଲୋକମାନଙ୍କୁ ଗାଳିଗୁଲଜ କରୁଥିଲେ। ଖବରପାଇ ଟାଉନ ଥାନା...
ବାରିମୂଳଛକ ସଡକ ଦୂର୍ଘଟଣାରେ ଅପରିଚିତ ଯୁବକର ମୃତଦେହ ଉଦ୍ଧର
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଗୁଲନଗର – ଇନ୍ଦୁପୁର ରାସ୍ତାର ବାରିମୂଳଛକରେ ଗତ ରବିିବାର ରାତିରେ ଏକ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକର ଶବକୁ ସଦର ଥାନା ପୋଲିସ...
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ମୈାଲବୀ ଗିରଫ
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମରେ ଜନୈକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ମୈାଲବୀ ଅବଦୁଲ ସଲାମ(୪୨)ଙ୍କୁ...
ଓସ୍ତପୁର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ପ୍ରକୋଷ୍ଠ ଉଦଘାଟିତ
କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ପରିସରରେ ଏକ ଚକ୍ଷୁ ପ୍ରକୋଷ୍ଠ ସୋମବାର ଉଦଘାଟିତ ହୋଇଯାଇଛି। ଏହି...
ଦୋଳପୂର୍ଣ୍ଣିମା ଓ ହୋଲି ଅବସରରେ ଭକ୍ତିଅର୍ଘ୍ୟ ସଙ୍ଗୀତ କାର୍ଯ୍ୟକ୍ରମ
ନୟାଗଡ଼, ୧୩ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପବିତ୍ର ଦୋଳ ପୂଣ୍ଣିମା ଏବଂ ହୋଲି ଅବସରରେ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଏକ ଭକ୍ତିସଙ୍ଗୀତର କାର୍ଯ୍ୟ୍ରକମ ଭକ୍ତିଅର୍ଘ୍ୟ ପରିବେଶିତ...
ନ୍ୟାୟ ଯାତ୍ରାକୁ ପୂରିଲା ୫୦ ଦିନ – ଚାଷୀ ସମସ୍ୟା ନେଇ ସରକାରଙ୍କ ଖିଆଲ ରହୁନି – ଶେଷଦେବ
ନୟାଗଡ଼ ୧୩-୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗୋଟେ କୃଷିପ୍ରଧାନ ଦେଶରେ ଓ କୃଷି ପ୍ରଧାନ ରାଜ୍ୟରେ ଚାଷୀ ଯେତେ ଗୁରୁତ୍ୱ ପାଇବା କଥା ତା’ଠାରୁ ବେଶୀ ଅତ୍ୟାଚାରିତ ହେଉଛି। ନିଜ ଦେଶରେ...
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି କରୋନାଭାଇରସ୍ ଆକ୍ରାନ୍ତ – ଟେଷ୍ଟ ପଜିଟିଭ୍
ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି କରୋନାଭାଇରସ୍ ରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ...
କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ
ଭୁବନେଶ୍ୱର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ତାମିଲନଡୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନୟାଗଡ ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଛି । ତାମିଲନଡୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି...
କରୋନାଭାଇରସ୍ ରେ ଭାରତରେ ପ୍ରଥମ ମୃତ୍ୟୁ: କର୍ଣ୍ଣାଟକରେ ୭୬ ବର୍ଷିୟ କରୋନା ରୋଗୀଙ୍କର ମୃତ୍ୟୁ
ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଓଡ଼ିଆ ପୁଅ) ଦେଶରେ କରୋନା ଭୁତାଣୁ ଭୟଭୀତ କରାଇଲାଣି। କରୋନା ଭାଇରସ ଯୋଗୁଁ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ କରୋନା ଭୁତାଣୁ ଯୋଗୁଁ ଏହା ହେଉଛି ପ୍ରଥମ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିବା ବ୍ରାଜିଲର ଅଧିକାରୀ କରୋନାଭାଇରସ୍ ସଂକ୍ରମିତ : ରିପୋର୍ଟ
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଏକ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ରାଷ୍ଟ୍ରପତିଙ୍କ ଜଣେ ଘନିଷ୍ଠ ସହଯୋଗୀ ଯିଏ ସପ୍ତାହାନ୍ତରେ ମାର୍-ଏ-ଲାଗୋରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ, ତାଙ୍କୁ...
କୋଭିଡ-19 ପରିସ୍ଥିତିକୁ ନେଇ ସରକାର ସଂପୂର୍ଣ୍ଣ ଭାବେ ସଜାଗ ଅଛନ୍ତି – ପ୍ରଧାନମନ୍ତ୍ରୀ
- ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରାକୁ ବର୍ଜନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ
- ଆଗାମୀ ଦିନରେ ବିଦେଶ ଯାତ୍ରା କରିପାରିବେ ନାହିଁ କେନ୍ଦ୍ର ମନ୍ତ୍ରୀ
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) କୋଭିଡ-19...
ଦେଶରେ ୭୩ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ: ମୁକାବିଲା ଲାଗି କେନ୍ଦ୍ର ସରକାର ନେଲେ ଏପରି ତ୍ୱରାନ୍ୱିତ ପଦକ୍ଷେପ
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ବର୍ତ୍ତମାନସୁଦ୍ଧା କରୋନା ଭୂତାଣୁ ଦ୍ୱାରା ୭୩ ଜଣ ଭାରତୀୟ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କେରଳର ତିନୋଟି ମାମଲାରେ ସଂକ୍ରମିତ ଚିକିତ୍ସିତ ହେବା ପରେ ସୁସ୍ଥ...
ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ତିନି ପ୍ରାର୍ଥୀଙ୍କ ନାମ ଘୋଷଣା
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏ ନେଇ କଂଗ୍ରେସ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଗୁଜୁରାଟରୁ...
ରାଜ୍ୟରେ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବ; ହିରାକୁଦରେ ଜଳଧାରଣା କ୍ଷମତା କମ ହେଉଛି
ଭୁବନେଶ୍ୱର୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ବିଧାନସଭାରେ ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନ ରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତର ରଖିଛନ୍ତି । ମହାନଦୀର ଉପରେ ମୁଣ୍ଡରେ ଛତିଶଗଡ ସରକାର ୨୨୬୮ଟି...
ତାଜାଖବର – କରୋନାଭାଇରସ ପ୍ରଭାବ: ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ରିଲିଜ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ
ନୂଆଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍ ର ବିସ୍ତାରକୁ ଲକ୍ଷରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ...
ନୟାଗଡ ଚିନିକଳ ପୁର୍ନଃରୁଦ୍ଧାର ପାଇଁ ପ୍ରଶାସନ ଏକଜୁଟ୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୩-ନୟାଗଡ ଜିଲ୍ଲାର ଏକମାତ୍ର ଶିଳ୍ପ ହେଉଛି ଚିନି ଶିଳ୍ପ । ଯାହାକି ୨୦୧୫ ମସିହାରୁ ତାଲା ପଡି ରହିଥିଲା । ସେହି ଚିନି ଶିଳ୍ପକୁ ପୁର୍ନଃରୁଦ୍ଧାର ପାଇଁ ବ୍ୟାପକ ଆନ୍ଦୋଳନ...
ସ୍କୁଟର ଦୁର୍ଘଟଣାରେ ଆଇନୀବୀଙ୍କ ମୃତ୍ୟୁ
ପୁରୀ୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସନ୍ଧ୍ୟାରେ ପୁରୀ ଅଠରନଳା ନିକଟରେ ଜଣେ ଆଇନୀବୀ ଘରକୁ ଏକ ସ୍କୁଟରରେ ଫେରୁଥିବା ବେଳେ ରାସ୍ତାରେ ଯାଉଥିବା ଏକ ଦୃତଗାମୀ ଟ୍ରକ ଚଢିଯାଇଛି । ଫଳରେ ଟାଉନ...
ନୁତନ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ମାଲକାନଗିରି,୧୨ା୩(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବି ବହୁବର୍ଷଧରି ଖାଲିପଡିଥିଲା । ତହସିଲଦାର ଡ.ଗୁଣନିଧି ନାୟକ ଜିଲ୍ଲାସୁଚନା ଲୋକସଂପର୍କ ପଦବିର ଅତିରିକ୍ତ ଦାଇତ୍ୱ ତୁଲାଉଥିଲେ । ଆଜି ଜିଲ୍ଲାସୂଚନା...
ମାଲକାନଗିରି ପୁଲିସର ସଫଳତା, ଜୁଆଆଡ୍ଡା ଉପରେ ଚଢଉ ୭୧୪୦ଟଙ୍କା ଜବତ ୫ଜଣ ଗିରଫ
ମାଲକାନଗିରି,୧୨ା୩(ଓଡିଆ ପୁଅ ) ମାଲକାନଗିରି ଥାନା ପୁଲିସକୁ ଆଜି ମିଳିଛି ଏକ ସଫଳତା ,ଜୁଆ ଆଡ୍ଡାଉପରେ ଚଡଉ କରି ୫ଜଣଙ୍କୁ ଗିରଫ କରିବାସହ ୭୧୪୦ଟଙ୍କା ଜବତ କରିଛନ୍ତି । ମାଲକାନଗିରି ଥାନାସ୍ଥ ସତିଗୁଡା...
କରୋନାଭାଇରସକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର – ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ, କଲେଜ, ସିନେମା...
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) : ମାରାତ୍ମକ କରୋନାଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏକ ପ୍ରତିରୋଧାତ୍ମକ ପଦକ୍ଷେପ ଭାବରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ରାଜଧାନୀର ସମସ୍ତ ସ୍କୁଲ, କଲେଜ ଏବଂ...







