Home କେନ୍ଦ୍ରାପଡ଼ା ସଦର ଥାନା କନେଷ୍ଟବଳ ମଦପିଇ ମାତାଲ ପୋଲିସକୁ ସାତଗୁଣ ମାଫ

ସଦର ଥାନା କନେଷ୍ଟବଳ ମଦପିଇ ମାତାଲ ପୋଲିସକୁ ସାତଗୁଣ ମାଫ

58

କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସୋମବାର ରାତିରେ ସହରର ତିନିମୁହାଣିଛକରେ ଜନୈକ ପୋଲିସ କନେଷ୍ଟବଳ ମଦପିଇ ମାତାଲ ଅବସ୍ଥାରେ ରସ୍ତାରେ ଯାଉଥିବା ଲୋକମାନଙ୍କୁ ଗାଳିଗୁଲଜ କରୁଥିଲେ। ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସଂପୃକ୍ତ କନେଷ୍ଟବଳଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି। କନେଷ୍ଟବଳ ଜଣଙ୍କ ସଦର ଥାନାର ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.