Home ଆନ୍ତର୍ଜାତୀୟ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି କରୋନାଭାଇରସ୍ ଆକ୍ରାନ୍ତ – ଟେଷ୍ଟ ପଜିଟିଭ୍

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି କରୋନାଭାଇରସ୍ ଆକ୍ରାନ୍ତ – ଟେଷ୍ଟ ପଜିଟିଭ୍

74

ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି କରୋନାଭାଇରସ୍ ରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଟେଷ୍ଟ କରାଯାଇଥିଲା।

କିନ୍ତୁ କୌଣସି ଲକ୍ଷଣ ନ ଥାଇ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ବୋଲି ଟ୍ୱିଟରରେ ଏକ ବିବୃତ୍ତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.