Home ଓଡ଼ିଶା ବାରିମୂଳଛକ ସଡକ ଦୂର୍ଘଟଣାରେ ଅପରିଚିତ ଯୁବକର ମୃତଦେହ ଉଦ୍ଧର

ବାରିମୂଳଛକ ସଡକ ଦୂର୍ଘଟଣାରେ ଅପରିଚିତ ଯୁବକର ମୃତଦେହ ଉଦ୍ଧର

62

କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଗୁଲନଗର – ଇନ୍ଦୁପୁର ରାସ୍ତାର ବାରିମୂଳଛକରେ ଗତ ରବିିବାର ରାତିରେ ଏକ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକର ଶବକୁ ସଦର ଥାନା ପୋଲିସ ଜବତ କରି ବ୍ୟବଛେଦ କରାଇବା ସହିତ ଏକ ଦୁର୍ଘଟଣା ଜନିତ ମୃତ୍ୟୁମାମଲା ଦାୟର କରି ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.