Home 2020

Yearly Archives: 2020

ବାଣିତିଆ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ବ୍ଲକ୍ ବାଣିତିଆ ପଂଚାୟତକୁ ସାଂସଦ ମଂଜୁଲତା ମଣ୍ଡାଳ ଓ ବିଧାୟକ ସଂଜୀବ ମଲ୍ଲିକ ଗସ୍ତ କରି ବିଭିନ୍ନ ଉନ୍ନତି...

୩ଟ୍ରାକ୍ଟର ଜବତ; ଦୁଇ ମାମଲା ଋଜୁ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଓ ମଞ୍ଜୁରୀରୋଡ ଫାଣ୍ଡି ପକ୍ଷରୁ ରବିବାର ୩ଟି ବେଆଇନ ବାଲିବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଝୁଟୁଣା ଅଞ୍ଚଳରୁ...

ଭିତ୍ତିହୀନ ଅଭିଯୋଗ ଓ ଅପପ୍ରଚାରର ଅନ୍ତ ହେଉ; ଡିଲର ବିଷ୍ଣୁ ମଲ୍ଲିକ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ଖାଦ୍ୟସୁରକ୍ଷା ଡିଲର ବିଷ୍ଣୁ ମଲ୍ଲିକଙ୍କ ସମ୍ପର୍କରେ ହୋଇଥିବା ସମସ୍ତ ଅଭିଯୋଗ ଓ ଖବର ପରିବେଷଣ ଉପରେ...

ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ, ବୁଥ୍ ସ୍ତରରୁ ଦଳର ସ୍ଥିତି ସୁଦୃଢ କରିବାକୁ ସଭାପତିଙ୍କ ପରାମର୍ଶ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ବୈଠକ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଟାଉନ କଂଗ୍ରେସର...

ପ୍ରଜ୍ଞାପୀଠରେ ମହତାବ ଜୟନ୍ତୀ ପାଳିତ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୨୧ ତାରିଖ ସନ୍ଧ୍ୟା ୭ ଘଟିକା ସମୟରେ ଭଦ୍ରକ ପ୍ରଜ୍ଞାପୀଠ ଠାରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୧ତମ...

ନବ ଉତ୍କଳର ନିର୍ମାତା ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ସମାରୋହ, ଭଦ୍ରକରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି...

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନବଉତ୍କଳର ନିର୍ମାତା, ଭଦ୍ରକ ମାଟିର କୃତି ସନ୍ତାନ, ସ୍ୱାଧିନତା ସଂଗ୍ରାମୀ, ବିଶିଷ୍ଟ ଜନନାୟକ, ସାମ୍ବାଦିକ, ସୁସାହିତ୍ୟିକ, ଉତ୍କଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ...

ରାଜ୍ୟରୁ ପୁଣି ସୁସ୍ଥ ହେଲେ ୯୦୫

0
ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ରାଜ୍ୟରେ ରାଜ୍ୟରୁ ପୁଣି ସୁସ୍ଥ ହେଲେ ୯୦୫ ଜଣ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ - ୯୨ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ ୬୦ ଜଣ କେନ୍ଦୁଝର ଜିଲ୍ଲାରୁ ୫୯ ଜଣ କଟକ...

ପଣପଣା ସେବା ସମବାୟ ସମିତି ଘଟଣା : ଆଶା ନିରାଶାରେ ଚାଷୀ ଓ ହିତାଧିକାରୀ

ବାହାନଗା,୨୨ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ସର୍ବଦା ଚର୍ଚ୍ଚା ପରିସରରେ ଆସିଛି । ବର୍ଷ ବର୍ଷ ଧରି ବାଦ ବିବାଦ...

ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

ହାଟଡିହି-୨୨/୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥର ବଞ୍ଚୋଛକ ନିକଟରେ ଆଜି ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଯୁବକ...

ରଣପୁର ବ୍ଲକ ରେ ୪୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନେଇ ଗାଁ ଗାଁରେ ଅସନ୍ତୋଷ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସରକାର ଶିକ୍ଷା ବିଭାଗରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି  ତାହା ଫଳରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନରେ ଥିବା ୪୯ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଇଯାଉଅଛି...

ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜରିମାନା ପ୍ରତିବାଦରେ ଆଜି ରାସ୍ତାରୋକ

କେନ୍ଦ୍ରାପଡା, ୨୨ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ପ୍ରତିବାଦରେ ଆସନ୍ତା ସୋମବାର ୫ନମ୍ବର(କ) ଜାତୀୟ ରାଜପଥ ଓ କଟକ-ଚାନ୍ଦବାଲି ରାସ୍ତାକୁ ଦୁହୁରିଆ...

ସଡକ ଦୁର୍ଘଟଣାରେ ଜଣେ ମୃତ

ହାଟଡିହି , ୨୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ବଉଳା ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି...

ବିଷ ପିଇ ଆତ୍ମହତ୍ୟା

ହାଟଡିହି , ୨୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ପ୍ରଭାତ ବାରିକ(୪୨) ନାମକ ଜଣେ ଚାଷୀ ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା...

ଶ୍ରୀକ୍ଷେତ୍ରରୁ ଆସିଲା ପାଟଶାଢୀ ତୁଳସୀକ୍ଷେତ୍ରକୁ

0
କେନ୍ଦ୍ରାପଡା, ୨୨ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ତୁଳସୀ କ୍ଷେତ୍ରାଧିପତି ବଡଭାଇ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାଇଁ ଆସିଛି ତିନିଖଣ୍ଡ ପାଟଶାଢୀ। ପୁରାଣନୁଯାଇ...

ହାଟଡିହିରେ ସାହିତ୍ୟ ସମାରୋହ

ହାଟଡିହି , ୨୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗ୍ରାମାଞ୍ଚଳରେ ଓଡିଆ ଭାଷା ସାହିତ୍ୟର ଭିତ୍ତିଭୁମୀ ପ୍ରତିଷ୍ଠା କରିବାରେ ସାହିତ୍ୟଘରର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ହାଟଡିହି ବ୍ଲକ ସାହିତ୍ୟଘରର...

ରାଜ୍ୟସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି ଆତ୍ମଘାତୀ ସଦୃଶ୍ୟ : ବିଷ୍ଣୁ ସେଠୀ

0
ଭୁବନେଶ୍ୱର, ୨୨/୧୧ (ଓଡ଼ିଆ ପୁଅ) : ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର। କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା...

ଉତ୍କଳିୟମ୍ ଫାଉଣ୍ଡେସନର ଜିଲ୍ଲା ସଭାପତି ହେଲେ ସରୋଜ ସାହୁ

ସମ୍ବଲପୁର, ୨୨/୧୧ (ଓଡ଼ିଆ ପୁଅ) : ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ଜିଲ୍ଲା ସଭାପତି ରୂପେ ସାମ୍ବାଦିକ ତଥା ସଂଗଠକ ସରୋଜ ସାହୁ ଙ୍କୁ ସମ୍ବଲପୁର...

ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ, ଅତିରିକ୍ତ ତହସିଲଦାରଙ୍କୁ ସମସ୍ତ ଦାଇତ୍ଵ ଦେବା ନେଇ ଆଇନଜୀବୀ ଓ ସାଧାରଣରେ ତୀବ୍ର ଅସନ୍ତୋଷ,...

0
ବଲାଙ୍ଗୀର, ୨୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ମନୋମୁଖୀ କାର୍ଯ୍ୟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଟିଟିଲାଗଡ଼ ତହସିଲଦାର...

ମାଲକାନଗିରି ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍‌ମଣନାୟକ ଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ପାଳିତ

ମାଲକାନଗିରି,୨୨ା୧୧(ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷମଣ ନାୟକଙ୍କ ୧୨୧ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ କରୋନା ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି ।...

ଖେଳୁଥିବା ସମୟରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ

ମାଲକାନଗିରି/୨୨ା୧୧ (ଓଡିଆ ପୁଅ ) ମା ବାପା ଧାନକଟାରେ ବ୍ୟସ୍ତ ଥିବା ବେଳେ ଖେଳୁଥିବା ସମୟରେ ପୋଖରୀରେ ବୁଡିଯାଇ ଦୁଇଭଉଣୀଙ୍କର ମୃତ୍ୟୁଘଟିଛି ।ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ...