Home କେନ୍ଦୁଝର ସଡକ ଦୁର୍ଘଟଣାରେ ଜଣେ ମୃତ

ସଡକ ଦୁର୍ଘଟଣାରେ ଜଣେ ମୃତ

64

ହାଟଡିହି , ୨୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ବଉଳା ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ବାଲିବରେଇ ନୁଆଗାଁ ଗ୍ରାମର ଶରତ ଚନ୍ଦ୍ର ଦାସ(୪୪) ଗତ ଶୁକ୍ରବାର ଦିନ ସାଇକେଲରେ କୁଶଟିକିରିରୁ ନିଜ ଘରକୁ ଫେରୁଥିବାବେଳେ ବାଙ୍ଗୋର ନିକଟରେ ଏକ ସ୍କୁଟି ତାଙ୍କଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ÷ଆଗରପଡା ଓ ପରେ ଭଦ୍ରକ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ବାଲିବରେଇ, ସୋସୋ ଆଦି ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.