Home କେନ୍ଦୁଝର ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

32

ହାଟଡିହି-୨୨/୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥର ବଞ୍ଚୋଛକ ନିକଟରେ ଆଜି ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାିଛି ଯେ ଆଜି ସନ୍ଧ୍ୟାରେ ବଞ୍ଚୋ ଗ୍ରାମର ପଦ୍ମଲୋଚନ ରାଉତଙ୍କ ପୁଅ ନିତ୍ୟାନନ୍ଦ(୨୭) ଏକ ବାଇକରେ ଘରୁ ଛେନାପଦି ଛକ ଆଡକୁ ଆସୁôତବାବେଳେ ଛେନାପଦି ପଟୁ ଯାଉଥିବା କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ତାଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବା ପ୍ରତ୍ୟେକ୍ଷଦର୍ଶୀ ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.