Home 2020
Yearly Archives: 2020
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କୋଭିଡ-19 କାଳରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ...
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’ଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ଛାତ୍ରଛାତ୍ରୀଙ୍କ ମାନସିକ...
ରେଳବାଇ ଦ୍ୱାରା 2500 ବଗି ଆଇସୋଲେସନ କୋଚକୁ ରୂପାନ୍ତରୀତ – 40000 ଆଇସୋଲେସନ ବେଡ଼ ବ୍ୟବହାର ପାଇଁ ପ୍ରସ୍ତୁତ
- ସ୍ୱଳ୍ପ ସମୟ ମଧ୍ୟରେ ରେଳବାଇ ତାହାର ପ୍ରାଥମିକ ଲକ୍ଷ୍ୟର ଅର୍ଦ୍ଧେକ ପୂରଣ କଲା- 40000 ଆଇସୋଲେସନ ବେଡ଼ ବ୍ୟବହାର ପାଇଁ ପ୍ରସ୍ତୁତ - ପ୍ରତିଦିନ ହାରାହାରି 375 କୋଚକୁ କରାଗଲା ପରିବର୍ତ୍ତନ...
ଭାରତରେ ଅଟକି ରହିଥିବା 769 ବିଦେଶୀ ପର୍ଯ୍ୟଟକ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ପୋର୍ଟାଲରେ ପଞ୍ଜିକୃତ ହେଲେ
- ପର୍ପ୍ୟଟକମାନଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ ପୋର୍ଟାଲ ମାଧ୍ୟମରେ ଯୋଗାଇ ଦେବାକୁ ଉଦ୍ୟମ
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ବିରୋଧୀ ଲଢେଇ ପାଇଁ ଦେଶବ୍ୟାପୀ ଲାଗୁହୋଇଥିବା ଲକଡାଉନ ପରିପ୍ରେକ୍ଷୀରେ ଭାରତର ବିଭିନ୍ନ...
ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ – ନୂଆ କରୋନା ପଜିଟିଭ କେସ୍
ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) କେନ୍ଦ୍ରାପଡାର ୩୨ ବର୍ଷ ବୟସ୍କ ଯୁବକଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ଏ ନେଇ ସୂଚନା ଓ ଲୋକ...
ଲକ ଡାଉନ ସମୟରେ ଗରିବ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତାର ପରିଚୟ ଦେଲେ ମହିଳା...
ମାଲକାନଗିରି,୬ା୪ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ଜଣେ ଗରିବ ଭୋକିଲା ବୃଦ୍ଧା ଙ୍କୁ ନିଜହାତରେ ଖାଦ୍ୟଖୁଆଇ ମାନବିକତାର...
ଲକ ଡାଉନ ସମୟରେ ୩୦ଜଣ ରୋଗୀଙ୍କୁ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଟି ରକ୍ତଦାନ କରି ମାନବିକାତା ର ପରିଚୟ...
ମାଲକାନଗିରି,୬ା୪ (ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତର ଅଭାବ ।...
ମହାବୀର ଜୟନ୍ତୀ ଅବସରେ ଜୈନସମ୍ପ୍ରଦାୟ ପକ୍ଷରୁ ଗରିବଙ୍କୁ ଖାଦ୍ୟ ଓ ହସପିଟାଲରେ ସାନିଟାଇଜର,ମାସ୍କ,ଗ୍ଲୋବସ ବଟଂନ
ମାଲକାନଗିରି,୬ା୪ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ପାଇଁ ଲକଡାଉନ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଜୈନସଂପ୍ରଦାୟ ପକ୍ଷରୁ ଅହିଂସାର ପ୍ରଚାରକ ମହାପରୁଷ ମହାବୀରଙ୍କ ଜୟନ୍ତୀ ନିରାଡମ୍ବର ସହକାରେ ପାଳିତା ହୋଇଯାଇଛି...
ଲକଡାଉନ୍ ନିୟମ ଉଲ୍ଲଂଘନ କରି ୩ ଗିରଫ
ପୁରୀ ୬-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୂଆପଡା ଉଚ୍ଚ ବିଦ୍ୟାଳୟରେ ବେଆଇନ ସମାବେଶ ପାଇଁ ତିନିଜଣଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ କାଳୁ ଜେନା, ଧିର ପଲେଇ ଏବଂ ଉତ୍କଳ ତରାଇ।...
ଦଣ୍ଡ ଯାତ୍ରା ବନ୍ଦ କଲା ରଣପୁର ପ୍ରଶାସନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୪-ନୟାଗଡ ଜିଲ୍ଲା ରଣପୁର ଅଂଚଳ ବିଶେଷ କରି ଶୈବ ପୀଠ ଭାବରେ ପରିଚିତ । ପଣା ସଂକ୍ରାନ୍ତି ପୁର୍ବରୁ ରଣପୁର ଅଂଚଳ ଧୁପ ଧୁଆଁରେ ପ୍ରମୋହିତ ହୋଇ ଉଠିଥାଏ ।...
ରଣପୁରରେ ସାନିଟାଇଜେସନ୍ ଜୋର୍ଦାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୪-କରୋନା ସଂକ୍ରମଣକୁ ରୋକିବା ପାଇଁ ନୟାଗଡ ଜିଲ୍ଲା ରଣପୁର ର ବିଭିନ୍ନ ଅଫିସ୍ ରେ ଲକ୍ଡାଉନ୍ ର ୧୪ଦିନରେ ବ୍ୟାପକ ସାନିଟାଇଜେସନ୍ ସ୍ପ୍ରେ କରାଯାଇଥିବା ଜଣା ପଡିଛି । ରଣପୁର...
କ୍ୱାରେଣ୍ଟାଇନ୍ ହଲ୍ ରୁ ପଳାଇ ଯିବାରୁ ଥାନାରେ ମାମଲା ଋଜୁ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୪-ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି ଓ ୩୭ଗୋଟି ଗ୍ରାମ ପଂଚାୟତରେ ବାହାରୁ ଆସୁଥିବା ଲୋକମାନଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍ ହଲ୍ ରେ ରଖାଯାଇଥାଏ । କେହି କେହି ନିଜ ଘରେ...
କରୋନା ଯୋଗୁଁ ନୁହେଁ, ଭୋକ ବିକଳରେ ମରିଯିବେ ପିଓକେ ଲୋକେ
ନୂଆଦିଲ୍ଲୀ: କରୋନା ଭାଇରସ୍ ଆକ୍ରାନ୍ତ ଯୋଗୁଁ ନୁହେଁ ଭୋକ ବିକଳରେ ମରିଯିବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଲୋକ। ପାକିସ୍ତାନ ସରକାର ପିଓକେ ପାଇଁ ଉଦିଷ୍ଟ ଖାଦ୍ୟ, ରାସନ୍ ସାମଗ୍ରୀ ଆବଣ୍ଟନ ବନ୍ଦ...
ଲକ୍ ଡାଉନ୍ ଯୋଗୁଁ ମଦ ନମିଳିବାରୁ ବାର୍ଣ୍ଣିସ୍ ପିଇ ୩ ମୃତ
ଭୁବନେଶ୍ୱର: କରୋନା ଆକ୍ରାନ୍ତ କାରଣରୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହି କାରଣରୁ ମଦ ଦୋକାନ ବନ୍ଦ ହୋଇ ମଦ ମିଳୁନାହିଁ। ଏହା ଭିତରେ ତାମିଲନାଡ଼ୁରେ ମଦ୍ୟପାନ ଅଭାବରୁ ତିନିଜଣ...
ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ: ୬ ଜୁଆଡ଼ି ଗିରଫ
ବାଲିଗୁଡା, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ ) ଲକ୍ ଡାଉନ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସର ମହାସିଙ୍ଗି ପଂଚାୟତରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଛ'ଜଣ ଜୁଆଡ଼ିକୁ ଗିରଫ...
ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ
ହରିଚନ୍ଦନପୁର, ତା ୦୬ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର...
କନ୍ଧମାଳରେ ଖୁବ୍ଶୀଘ୍ର ହେବ କୋଭିଡ୍ ହସ୍ପିଟାଲ
କନ୍ଧମାଳ, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳରେ ଖୁବ୍ଶୀଘ୍ର ହେବ କୋଭିଡ୍ ହସପିଟାଲ। ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଏଠାରେ କୋଭିଡ୍ ହସ୍ପିଟାଲ୍ପ୍ରସ୍ତୁତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର...
ବାଲିଗୁଡା:କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି
ବାଲିଗୁଡା, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ। ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି। ଏହି ସମୟରେ...
ଚାଲବାଜ୍ ଚାଇନାର ଆଉ ଏକ ନୀଚ ପ୍ରକୃତି ..
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବିକାଶଶୀଳ ଦେଶମାନେ ଅନ୍ୟ ଦେଶମାନଙ୍କୁ ଏହାର ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି। କିନ୍ତୁ ଏହି କଠିନ ସମୟରେ...
ସାନିଟାଇଜ୍ ହେଲା ବାଲିଗୁଡା ସହର
ବାଲିଗୁଡା, ୬/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ବିଭିନ୍ନ ରାସ୍ତାକୁ ଶୁକ୍ରବାର ବିଶୋଧନ କରାଯାଇଛି।ଟାଉନର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ...
କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠି ସହିତ ଦରମା ପ୍ରଦାନ କଲେ କଳାହାଣ୍ଡି ସାଂସଦ
କଳାହାଣ୍ଡି- ତା.୦୬.୦୪.୨୦୨୦ (ଓଡିଆପୁଅ) କୋଭିଦ-୧୯ କରୋନା ମୁକାବିଲା ପାଇଁ କଳାହାଣ୍ଡି ସାସଂଦ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଏକକୋଟୀ ପନ୍ଦର ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । କଳାହାଣ୍ଡି ସାଂସଦ ବସନ୍ତ...
























