Home Coronavirus Outbreak କରୋନା ଯୋଗୁଁ ନୁହେଁ, ଭୋକ ବିକଳରେ ମରିଯିବେ ପିଓକେ ଲୋକେ

କରୋନା ଯୋଗୁଁ ନୁହେଁ, ଭୋକ ବିକଳରେ ମରିଯିବେ ପିଓକେ ଲୋକେ

788

ନୂଆଦିଲ୍ଲୀ: କରୋନା ଭାଇରସ୍ ଆକ୍ରାନ୍ତ ଯୋଗୁଁ ନୁହେଁ ଭୋକ ବିକଳରେ ମରିଯିବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଲୋକ। ପାକିସ୍ତାନ ସରକାର ପିଓକେ ପାଇଁ ଉଦିଷ୍ଟ ଖାଦ୍ୟ, ରାସନ୍ ସାମଗ୍ରୀ ଆବଣ୍ଟନ ବନ୍ଦ କରିଦେଇ ସେଗୁଡ଼ିକୁ ପଞ୍ଜାବ ଏବଂ ସିନ୍ଧ ପ୍ରାନ୍ତରେ ଆବଣ୍ଟନ କରୁଛନ୍ତି। ଏଣେ କରୋନା ଭାଇରସ୍ ଯୋଗୁଁ ପିଓକେରେ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ବନ୍ଦ କରାଯାଇଛି। ତେଣୁ ଏପରି ପରିସ୍ଥିତିରେ କରୋନା ଆକ୍ରାନ୍ତ ପୂର୍ବରୁ ଖାଇବାକୁ ନପାଇ ଭୋକ ବିକଳରେ ପିଓକେରେ ରହୁଥିବା ଲୋକ ମରିଯିବେ ବୋଲି କୁହାଯାଉଛି।

ଚାଇନା ଲଗାଇଦେଲା ଚୂନ: ପାକିସ୍ତାନକୁ ଦେଲା ଅଣ୍ଡରୱେରରେ ତିଆରି ମାସ୍କ


/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.