Home 2020
Yearly Archives: 2020
ପିଡିଏସ ଚାଉଳ ଚୋରା ଚାଲାଣ ପ୍ରସଙ୍ଗ, ପରିବହନ ଠିକାଦାର ନିଲମ୍ବିତ ସହ କାରଣ ଦର୍ଶାଅ ନୋଟିସ୍
ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ବହୁ ଚର୍ଚ୍ଚିତ ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଗୋଦାମ ଘର ନିକଟରୁ ଗତ ଗୁରୁବାର ଦିନ ଜନସାଧାରଣଙ୍କ ଦ୍ୱାରା ଧରାପଡିଥିବା...
ସଚେତନତାର ଅଭାବ ମହିଳା ହିଂସାର ପ୍ରମୁଖ କାରଣ, ୱାନ୍ ଷ୍ଟପ୍ ସେଣ୍ଟରରେ ବିଶ୍ୱ ମହିଳା ହିଂସା ନିରୋଧୀ ଦିବସ...
ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜିି ସନ୍ଧ୍ୟାରେ ଭଦ୍ରକ କୋର୍ଟ ପରିସରସ୍ଥ ୱାନ୍ ଷ୍ଟପ ସେଣ୍ଟର ପ୍ରାଙ୍ଗଣରେ ବିଶ୍ୱ ମହିଳା ଓ ବାଳିକା ହିଂସା ନିରୋଧୀ ଦିବସ...
ଭ୍ୟାକ୍ସିନ୍ ଆସିବା ପୂର୍ବରୁ ସ୍କୁଲ ଖୋଲିବା କଷ୍ଟସାଧ୍ୟ – ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ ୨୫-୧୧ (ଓଡ଼ିଆ ପଉଅ) କରୋନା ଭୂତାଣୁ ମହାମାରୀ ହେତୁ ଗତ କିଛି ମାସ ହେବ ସ୍କୁଲ ବନ୍ଦ ରହିଛି। ଏହିପରି ଅବସ୍ଥା ଅନେକ ରାଜ୍ୟରେ ରହିଛି। କେତେକ ରାଜ୍ୟରେ ଏହାକୁ ଧୀରେ...
ଜିଲ୍ଲା ସ୍ତରୀୟ ପିସି ଆଣ୍ଡ ପି.ଏନ.ଡି.ଟି ପରାମର୍ଶମଣ୍ଡଳୀ ବୈଠକ
କେନ୍ଦ୍ରାପଡା, ୨୫/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ପରାମର୍ଶମଣ୍ଡଳୀ ବୈଠକ ସହ ଜିଲ୍ଲା ସ୍ତରୀୟ କୋଭିଡ -୧୯ ଟୀକାଦାନ କାର୍ଯ୍ୟନିର୍ବାହୀ ଏବଂ ଜାତୀୟ ପଲସ ପୋଲିଓ...
ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ – ଧର୍ମେନ୍ଦ୍ର ପ୍ରଧାନ
- ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି
ଭୁବନେଶ୍ୱର, ନଭେମ୍ବର ୨୫ (ଓଡ଼ିଆ ପୁଅ) - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ...
‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ
ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳ କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ଜଲା ଶାଖା ‘ବାଲେଶ୍ୱର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ କାଳୀଦାସପୁରସ୍ଥିତ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର...
ଭାରତ ବନ୍ଦ ସଫଳ କରିବାକୁ ଶ୍ରମିକ ସଂଗଠନଙ୍କ ବ୍ୟାପକ ପ୍ରଚାର
ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ):୨୬ ତାରିଖର ସର୍ବଭାରତୀୟ ସାଧାରଣ ଧର୍ମଘଟ ବା ଭାରତ ବନ୍ଦକୁ ବାଲେଶ୍ୱର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ବ୍ୟାପକ ପ୍ରଚାର ଅଭିଯାନ...
ପୁନଃ ନିଯୁକ୍ତି ଦାବିରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା
ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କରୋନା ପରିଚାଳନାରେ ସକ୍ରିୟ ସେବା ଯୋଗାଇ ନିକଟ ଅତୀତରେ ଛଟେଇ ହୋଇଥିବା ୩ଶହରୁ ଊର୍ଦ୍ଧ୍ୱ ମହିଳା ସ୍ୱାସ୍ଥ୍ୟକର୍ମୀ ପୁନଃ ନିଯୁକ୍ତି ଦାବିରେ ଆଜି...
ସମଣା ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା
ହାଟଡ଼ିହି ,୨୫/ ୧୧ : ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସମଣା ସେବାସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏଥିରେ ସମିତିର ପ୍ରଶାସକ...
ବ୍ରାହ୍ମଣୀକଳାରେ ବିଜେପିର ମିଶ୍ରଣପର୍ବ
ହାଟଡ଼ିହି, ୨୫ । ୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା ଠାରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ...
ପରୀ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ: ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏଇ...
ବେଆଇନି ବାଲିଘାଟରେ ୧୪୪ଧାରା ଜାରିକଲା ପ୍ରଶାସନ
ହାଟଡ଼ିହି, ୨୫ । ୧୧ : ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲର ଡିମିରିଆ ଓ ହାବଳେଶ୍ୱର ବାଲିଘାଟରୁ ବେଆଇନି ବାଲି ଉଠାଣ ନେଇ ବାରମ୍ବାର ଗଣମାଧ୍ୟମରେ ଖବର...
ଡଅଁର ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା, ଦଶ ଏକରରୁ ଉର୍ଦ୍ଧ ଜମିଥିବା ଚାଷୀଙ୍କ ନାମ ନାହିଁ
ହାଟଡ଼ିହି, ୨୫ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଡଅଁର ସେବାସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ସହକାରୀ ଉପନିବନ୍ଧକ ତଥା...
ଡାକ୍ତରଖାନାରେ ସ୍ୱାମୀକୁ ଛାଡି ସ୍ତ୍ରୀ ଫେରାର , ଥାନାରେ ଅଭିଯୋଗ କଲା ସ୍ୱାମୀ
ହାଟଡିହି-୨୫/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଙ୍ଖୋ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରିୀକ୍ଷା କରିବାପାଇଁ ଆସିଥିବାବେଳେ ସ୍ୱାମୀକୁ...
ହରିଚନ୍ଦନପୁର ପୋଲିସ ତରଫରୁ ମାସ୍କ ଚେକିଙ୍ଗ୍ ଓ ଫାଇନ୍ ଆଦାୟ
ହରିଚନ୍ଦନପୁର,ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କରୋନା ମହାମାରୀ ସାରା ଦେଶରେ ନିଜର କାୟା ବିସ୍ତାର କରିଥିବା ବେଳେ ସରକାର କେତେକ ଗାଇଡ୍ ଲାଇନ୍ ଜାରି ରଖିଛନ୍ତି । ମହାମାରୀକୁ ବ୍ୟାପିବାରୁ ରୋକିବା...
ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ ଉଦ୍ୟମ, ବିରୋଧ କରିବାରୁ ୬୨ଜଣ ଗ୍ରାମବାସୀଙ୍କ ନାମରେ ମାମଲା
ହରିଚନ୍ଦନପୁର,ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଓ ତହସିଲ ଅନ୍ତର୍ଗତ ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତ ଗୋଳାଗାଡିଆ ଗ୍ରାମରେ ଥିବା ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ସରକାରୀ ଜମିକୁ...
ହାଣିଲେ ଲୁଟରେ ବିଫଳ ହେଲେ ଦୁଇ ଜଣ ଖସିଗଲେ ଜଣେ ଧରାପଡ଼ି ଛେଚା ଖାଇଲା
ବାହାନଗା,୨୪ା୧୧(ଭାରତୀ ଦାସ / ଓଡ଼ିଆ ପୁଅ) : ବାରମ୍ବାର କଳାପଲସରର ଆତଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଟାର୍ଗେଟ କରି ପିଛା କରୁଛନ୍ତି ଆକ୍ରମଣ କରି ଲୁଟୁଛନ୍ତି । ଏମିତି ଏକ ଘଟଣା...
ବ୍ରାଉନ ସୁଗାର କାରବାରର ଅପରାଧିଙ୍କୁ ଗିରଫ ଦାବି କରି ଏସପିଙ୍କୁ ଦାବିପତ୍ର
ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନଜମା ବେଗମ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଅନ୍ୟ ଅପରାଧିଙ୍କୁ ତୁରନ୍ତ ଗିରଫ ସହ ପରିବାରକୁ ସୁରକ୍ଷା...
‘ଆନ୍ତର୍ଜାତିୟ ପୈାଷ୍ୟ ସନ୍ତାନ’ ସଚେତନତା ରଥ
ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ‘ଆନ୍ତର୍ଜାତୀୟ ପୈାଷ୍ୟ ସନ୍ତାନ’ ଗ୍ରହଣ ସଚେତନତା ମାସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୈାଷ୍ୟ ସନ୍ତାନ ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା...
ପୁରୀକୁ ଶ୍ରେଷ୍ଠ ଧାମ ଓ ଅପରାଧ ମୁକ୍ତ କରିବା ପୋଲିସର ମୂଳ ଲକ୍ଷ୍ୟ
ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀକୁ ଶ୍ରେଷ୍ଠ ଧାମ ଓ ଅପରାଧ ମୁକ୍ତ କରିବା ପୋଲିସର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ ସିଂ ମତବ୍ୟକ୍ତ କରିଛନ୍ତି। ଆଇନର...








