Home ଜିଲ୍ଲା ପରିକ୍ରମା ‘ଆନ୍ତର୍ଜାତିୟ ପୈାଷ୍ୟ ସନ୍ତାନ’ ସଚେତନତା ରଥ

‘ଆନ୍ତର୍ଜାତିୟ ପୈାଷ୍ୟ ସନ୍ତାନ’ ସଚେତନତା ରଥ

23

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ‘ଆନ୍ତର୍ଜାତୀୟ ପୈାଷ୍ୟ ସନ୍ତାନ’ ଗ୍ରହଣ ସଚେତନତା ମାସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୈାଷ୍ୟ ସନ୍ତାନ ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା ସାରା ପରିକ୍ରମା କରିବ। ପୈାଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନ ଗତ ଓ ସରକାରୀ ପ୍ରକ୍ରୟା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ନିଷ୍ପେସିତ ଓ ଅବହେଳିତ କନ୍ୟା ଶିଶୁଙ୍କୁ ସରକାରୀ ବ୍ୟବସ୍ଥା ଅର୍ନ୍ତଭୁକ୍ତ କରିବା ପାଇଁ ସଚେତନ କରାଯିବ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ କୁମାର ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.