Home ଓଡ଼ିଶା ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ – ଧର୍ମେନ୍ଦ୍ର...

ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ – ଧର୍ମେନ୍ଦ୍ର ପ୍ରଧାନ

12

– ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି

ଭୁବନେଶ୍ୱର, ନଭେମ୍ବର ୨୫ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ୍ କରିବା ସହ ରାଜ୍ୟପାଳଙ୍କ ଧର୍ମପତ୍ନୀ ସ୍ୱର୍ଗତ ସୁଶୀଳା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ। ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି। ରାଜ୍ୟପାଳଙ୍କ ସମସ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କଲି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.