Home 2020

Yearly Archives: 2020

ଜମଧର ବାଙ୍କବନ୍ଧ ଛକରେ ବର୍ଷା ପାଣି ଭିତରେ ଅସହାୟା ମହିଳା

କେନ୍ଦ୍ରାପଡା ୨୫/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ବାଙ୍କବନ୍ଧ ଛକ ନିକଟରେ ଏକ ଭଙ୍ଗାଘର ଭିତରେ ବାସ କରୁଛନ୍ତି ଜଣେ ଅସହାୟା ମହିଳା। ୨/୩ଦିନ ହେବ ଲଗାତର...

କରୋନା ଯୋଦ୍ଧାର ସାରଥୀ କନ୍ଧମାଳର ୟୁଥ୍ ଫର ଚେଞ୍ଜ୍, ବୁଲା ଗାଈଗୋରୁ ଓ କୁକୁରଙ୍କୁ ଆହାର, ଅସହାୟଙ୍କୁ ରକ୍ତଦାନ

ବାଲିଗୁଡା, ୨୫/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଦାନ କମ ପ୍ରଚାର ବେଶୀ। କରୋନା ଲକ୍ ଡାଉନ ସମୟରେ ଏମିତି ଦେଖିବାକୁ ମିଳୁଛି। ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ନିଜକୁ ଦାତା...

ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ଯୋଗେ ଜିଲ୍ଲାର ସରପଂଚମାନଙ୍କ ସହ ଆଲୋଚନା

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ସମସ୍ତ ୯ଟି ବ୍ଲକର ସରପଂଚମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ମୁକାବିଲା...

କରୋନା ଲଢେଇରେ ସାମିଲ ହେଲେ ଏମ.ବି.ଏ.ଛାତ୍ର

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି। ପ୍ରତିଦିନ ହଜାର ହଜାର ଲୋକ ଏହି ଭାଇରସ ପ୍ରଭାବରେ ମୃତ୍ୟୁ ବରଣ କରୁଛନ୍ତି।...

ରେସୱା ସ୍ୱାଧାର ଗୃହ ପରିସର ସାନିଟାଇଜ ହେଲା

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହ ପରିସରକୁ ଆଜି ସାନିଟାଇଜ କରାଯାଇଛି। ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର...

ଭାଗବତପୁର ପଂଚାୟତର ଅଗ୍ନି ବିପନ୍ନ ପରିବାରକୁ ସହାୟତା

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜାଙ୍ଗପଡା)ଗ୍ରାମର ବୀରବର ରାଉତଙ୍କ ପୁଅ ପଦ୍ମ ଚରଣ ରାଉତଙ୍କ ଘର ଉପରେ ଘଡଘଡି ପଡି ତାଙ୍କର ୨ବଖରା...

କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ସଚେତନତା ଓ ମାସ୍କ, ଗ୍ଲୋବସ ବଂଟନ

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଡାକ୍ତର ବିମଳାକାନ୍ତ ପ୍ରସାଦ ତ୍ରିପାଠୀଙ୍କ ସୁପୁତ୍ର ଡା.ସରୋଜ କୁମାର ତ୍ରିପାଠୀ କେନ୍ଦ୍ରାପଡା...

ମହାକାଳପଡା ଗୋଗୁଆରେ ଯୁବ ଆଇନଜୀବିଙ୍କ କରୋନା ସଚେତନତା

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ପଂଚାୟତରେ ଯୁବ ଆଇନଜୀବି ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ “ବିଶ୍ୱ ମହାମାରୀ କରୋନା” ସମ୍ପର୍କରେ...

ଆଦିବାସୀ ବିକାଶ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ହଜାର ଟଙ୍କାର ଚେକ୍ ପ୍ରଦାନ

0
ବଡ଼ବିଲ ,ତା ୨୫ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବୈଷୟିକ ମହାମାରୀ କରୋନାର ଭୟାବହତା ସାରା ବିଶ୍ବକୁ ସ୍ତବ୍ଧ କରିଥିବା ବେଳେ ଏନେଇ ଭାରତ ମଧ୍ୟ ଏହା ବିରୁଦ୍ଧରେ ସୁରକ୍ଷା ଲଢେ଼ଇ ଜାରି...

ଦେବଗଡ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା।

ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସରକାରଙ୍କ ନିଷ୍ପତିକ୍ରମେ ଲକ୍ଡାଉନ ବେଳେ ଦେବଗଡ ଜିଲ୍ଲାରେ ଅପ୍ରେଲ ମାସ ୨୩ତାରିଖ ସୁଦ୍ଧା ୭୫, ୩୦୬ପରିବାରଙ୍କୁ ଅଗ୍ରୀମ ୩ ମାସର ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି।...

ଦେବଗଡ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା

0
ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧, ୫୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ...

ଦେବଗଡ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଜିସୁଦ୍ଧା ୫୭, ୯୭୭ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

0
ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଆଜି ଜିଲ୍ଲାରେ ତିନୋଟି ବ୍ଲକର ୫୦ଟି ପଂଚାୟତରେ ୧୭୩୬ ଏବଂ ପୌରାଂଚଳରେ ୩୮୫ ଜଣ ଅସହାୟ, ନିରାଶୟ ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ...

ଦେବଗଡ ଜିଲ୍ଲା କରୋନା ଅପଡେଟ୍

0
ଦେବଗଡ, ୨୪.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରୁ ଗତକାଲି ୧୯ଟି ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି ଏବଂ ଆଜି ଆଉ ୨୦ଟି...

ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଊର୍ଦ୍ଧ୍ୱ କୃଷକ ଉପକୃତ

0
ରାଜ୍ୟର ୩୬.୨୮ ଲକ୍ଷ କୃଷକଙ୍କୁ ମୋଟ ୭୨୫.୬ କୋଟି ଟଙ୍କାର ସହାୟତାସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ପ୍ରତିହତ କରିବା...

ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ

0
ଭୁବନେଶ୍ୱର, ୨୫/୦୪ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତ୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ...

ତାଲା ପଡ଼ିଛି ସେଲୁନ, ପରିବାର ପୋଷଣ ଚିନ୍ତାରେ ଦୋକାନୀ : ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କଲେ

ବାଲିଗୁଡା, ୨୫-୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ଦେଶରେ ଲକଡାଉନ ଘୋଷଣା ଜାରି ରହିଛି। ଏଣୁ ଗରିବ ପରିବାର ନିଜର ଜୀବିକା ହରାଇ ଘରେ ବସିଛନ୍ତି। ପରିବାର ପୋଷିବାକୁ ସମସ୍ତେ...

ବିଭିନ୍ନ ସଂଗଠନ ପକ୍ଷରୁ ପୋଲିସ ପ୍ରଶାସନକୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଗୁଡା ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ୱାଏନଏସ :ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି...

କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ

ବାଲିଗୁଡା ୨୫-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ...

ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା କାମ ଦେଲାନି, ଜିଲ୍ଲା ବାହାରୁ ଆସି ବେଫିକର ଭାବେ ଗାଁ ରେ ପଶୁଛନ୍ତି ଲୋକେ

କୋଦଳା ୨୫ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ୩ ମଇ ପର୍ଯ୍ୟନ୍ତ ଲକ୍ ଡାଉନ୍ କରାଯାଇଛି। ଏଭଳି ସ୍ଥିତିରେ ରାଜ୍ୟ...

ପବିତ୍ର ରମଜାନ୍ ମାସ ଏବଂ ତାର ମହତ୍ତ୍ୱ.. (رمضان کا مقدس مہینہ)

(ଶାନ୍ତି,ମୈତ୍ରୀ,ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା) ରମଜାନ୍ ମାସ ମୁସଲିମ୍ ସଂପ୍ରଦାୟର ଅତି ପବିତ୍ର ମାସ। ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା...