Home 2020
Yearly Archives: 2020
ତେଲାଙ୍ଗାନା,ବେଙ୍ଗାଲୁର, ଆନ୍ଦ୍ର ଫେରନ୍ତା ୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା
ମାଲକାନଗିରି,୨୯ା୪(ଓଡିଆ ପୁଅ ) ଲକ ଡାଉନ ପାଇଁ ସମସ୍ତ ରାଜ୍ୟ ସୀମାନ୍ତ ସିଲ ହେବାସ୍ୱତ୍ୟେ ମଧ୍ୟ ରାଜ୍ୟ ବାହାରେ କାମକରୁଥିବା ଶ୍ରମିକମାନେ ଲୁଚିଛପି ଚାଲି ଚାଲି ଆସିବାକୁ ପଛାଉ ନାହାଁନ୍ତି । ଆନ୍ଦ୍ରପ୍ରଦେଶ...
ମାସ୍କ ପିନ୍ଧିନ ଥିବା ଯୋଗୁଁ ଜରିମାନା ଆଦାୟ
ବାଲିଗୁଡା, ୨୯/୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗ ରେ ମୋଟ ୧୧...
ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ
ବାଲିଗୁଡା, ୨୯/୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...
କରୋନା ମୁକାବିଲା ସମୟରେ ଆନ୍ତର୍ଜାତିୟ ଅନୁଷ୍ଠାନ ଗୁଞ୍ଜ ପକ୍ଷରୁ ସହାୟତା ପ୍ରଦାନ
ବାଲିଗୁଡା ୨୯-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ୱକୁ କବଳିତ କରିସାରିଲାଣି। ଭାରତରେ ମୃତ୍ୟୁ ସଂଖ୍ୟା ପ୍ରାୟ ଏକହଜାର ଛୁଇଁ ଥିବା ବେଳେ ଆକ୍ରାନ୍ତ...
ନିର୍ମାଣଧୀନ ପୋଲ ଭାଙ୍ଗିଲା, ଦୁଇ ମୃତ, ଧାର୍ଯ୍ୟ ସମୟ ପୂର୍ବରୁ ନିର୍ମାଣ ପାଇଁ ଠିକ କମ୍ପାନୀକୁ କରାଯାଇଥିଲା ପୁରସ୍କୃତ
ବଲାଙ୍ଗୀର ୨୯-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆ ଗ୍ରାମ ସ୍ଥିତ ସୁକତେଲ ନଦୀ ଉପରେ ନିର୍ମାଣ କରାଯାଇ ଥିବା ପୋଲ ଭୁଶୁଡି ପଡିଯିବା ସହ ଦୁଇ...
ମାଲକାନଗିରି ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ ୪ ଆସାମୀ ଗିରଫ, ଜଣେ ଫେରାର୍
ମାଲକାନଗିରି,୨୯.୪ (ଓଡିଆ ପୁଅ )ସମଗ୍ର ଦେଶ ରେ କରୋନା ମହାମାରି ରୂପନେଇ ଲକଡାଉନ ପରିସ୍ଥିତି ସୃଷ୍ଠିହୋଇଥିବା ବେଳେ ମାଲକାନଗିରି ଓ ଛତିଶଗଡ ରାଜ୍ୟର କିଛି କାଠ ମାଫିଆ ମାନେ ମୂଲ୍ୟବାନ ସାଗୁଆନ କାଠ...
ବଜ୍ରପାତରେ ୨ବଖରା ଘର ସମେତ ୧୫ ଛେଳି ଜୀବନ୍ତ ଦଗ୍ଧ
ହାଟଡ଼ିହି- ୨୯/୪ ହାଟଡ଼ିହି ବ୍ଲକ ବଳିବରେଇ ପଂଚାୟତର ବଧଗଡ଼ିଆ ଗ୍ରାମରେ ବଜ୍ରପାତ ଯୋଗୁ ଯମୁନା ହୋ ଙ୍କ ୨ବଖରା ଘର ସମେତ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ସମସ୍ତ ଗୃହପକାରଣ ସାମଗ୍ରୀ...
କରୋନା ଭାଇରସ୍ – ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୧୩ ନୂଆ ଆକ୍ରାନ୍ତ, ୭୧ ମୃତ୍ୟୁ
ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୧୩ ଟି ନୂଆ କରୋନା ମାମଲା ଆସିଛି...
ଅଜଣା ଗାଡି ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ
ବଡ଼ବିଲ ,ତା ୨୯ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ କଳିଙ୍ଗନଗର ଠାରେ ଆଜି ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ...
ହାଟଡିହି ବ୍ଲକର ୫୦ଭାଗ କର୍ମଚାରୀ ଭଦ୍ରକ ଜିଲ୍ଲାରୁ ଆସୁଛନ୍ତି
ହାଟଡ଼ିହି-୨୯/୪, ଏବେ କରୋନା ମହାମାରୀ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରିଥିବାବେଳେ ଭଦ୍ରକ ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ପଡୋଶୀ ଜିଲ୍ଲା କେନ୍ଦୁଝରର ହାଟଡିହି ବ୍ଲକକୁ ବିଭିନ୍ନ...
ବାଲୁକା କଳା ମାଧ୍ୟମରେ ଇରଫାନ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୁଦର୍ଶନ ପଟ୍ଟନାୟକ
ପୁରୀ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ଅକାଳ ନିଧନ ହୋଇଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ...
ଜିଲ୍ଲାପରିଷଦ ସଦସ୍ୟାଙ୍କ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ
ହାଟଡ଼ିହି-୨୯/୪, ୩୭ନଂ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ପରିବାର ପକ୍ଷରୁ ଡଅଁର ପଞ୍ଚାୟତର ଶତାଧିକ ଗରିବ ଭିନ୍ନକ୍ଷମ ପରିବାରକୁ ମାଗଣାରେ ଚାଉଳ, ଆଳୁ, ଡାଲି, ତେଲ, ଚୁଡା, ବିସ୍କୁଟ, ସାବୁନ ଓ ମାସ୍କ,...
ସ୍ୱାସ୍ଥ୍ୟକର୍ମୀ ସାଜିଛନ୍ତି କରୋନା ଯୋଦ୍ଧା, ଜୀବନକୁ ବାଜି ଲଗାଇ ଚାଲିଚାଲି ସେବା ଯୋଗାଉଛନ୍ତି
ହାଟଡ଼ିହି-୨୯/୪, ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାରେ ସ୍ୱାସ୍ତ୍ୟ ବିଭାଗର କର୍ମଚାରୀ ମାନଙ୍କ ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ...
ଲକଡାଉନରେ ଫସିଥିବା ଲୋକଙ୍କୁ ଘରକୁ ଫେରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି – ଏ ନେଇ ଗାଇଡ୍ ଲାଇନ୍ସ ଜାରୀ
ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) : କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି। ଲକ୍ଡାଉନ୍ରେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନରେ ଫସି...
ଭଲ ଖବର : ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) ରାଜ୍ୟପାଇଁ ଆସିଛି ପୁଣି ଭଲ ଖବର। ଆଜି ଭୁବନେଶ୍ବରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ୱରରେ ୨୭ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟର...
ଅଟୋ ଚାଳକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅଟୋ ଚାଳକ ମାନଙ୍କର ଦାବି
ଭୁବନେଶ୍ୱର, ୨୯/୪ (ଓଡ଼ିଆ ପୁଅ) - କରୋନା ବିଶ୍ୱ ମହାମାରୀ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ। ଭାରତ ବର୍ଷରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦୃତଗତିରେ ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବାରୁ ଭାରତର...
ଏକା ସାଙ୍ଗରେ ୫ ପିଲାଙ୍କୁ ଜନ୍ମ ଦେଲେ ମହିଳା
ଭୁବନେଶ୍ୱର: ଉତ୍ତରପ୍ରଦେଶର ବାରବାଙ୍କି ଅଞ୍ଚଳରେ ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରଥମେ ଜଣେ ଶିଶୁ ଘରେ ଜନ୍ମ ହେବା ପରେ ବାକି ୪ ଜଣ ଶିଶୁ CHCରେ...
ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି
ଭୁବନେଶ୍ଵର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଉ ୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ବାଲେଶ୍ଵରର। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ...
ଓଟ କ୍ଷୀର ପରେ ଅମୁଲ୍ ଲଞ୍ଚ କଲା ହଳଦୀ କ୍ଷୀର
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ ଭିତରେ ଗୁଜୁରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେସନ୍ ଲିମିଟେଡ୍ (ଜିସିଏମ୍ଏମ୍ଏଫ୍) ଅଧୀନରେ କାର୍ଯ୍ୟ କରୁଥିବା ଅମୁଲ୍ କମ୍ପାନୀ ହଳଦୀ କ୍ଷୀର ଲଞ୍ଚ କରିଛି। ୨୦୦ ମି.ଲି ହଳଦୀ...
ଯୋଡା : ପିଲେଟ ଚୋରି ଗ୍ୟାଙ୍ଗର ଆଉ ୨ ଅଭିଯୁକ୍ତ ଗିରଫ
ଯୋଡା, ୨୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ତିନି ବର୍ଷ ପରେ ଏକ ଲୁହା ପିଲେଟ (ଲୁହା ଗୁଲି) ଚୋରି ଘଟଣାର ୩ ଫେରାର ମାଫିଆଙ୍କ ଭିତରୁ...






















