Home 2020
Yearly Archives: 2020
ଝଡତୋଫାନ ଓ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ, ସାଂପ୍ରତିକ ସ୍ଥିତିରେ ଚାଷୀର ଅବସ୍ଥା ବେହାଲ
କଳାହାଣ୍ଡି-ତା୦୧.୦୫.୨୦୨୦ ( ଓଡିଆପୁଅ) ଅପ୍ରେଲ ମାସ ଶେଷ ସପ୍ତାହ ମଧ୍ୟରେ ଦୁଇ ତିନିଥର ବ୍ୟାପକ ଝଡତୋଫାନ ସାଙ୍ଗକୁ କୁଆପଥର ମାଡ ହେବାପରେ କଳାହାଣ୍ଡିର ଚାଷିଙ୍କ ଅବସ୍ଥା ବେହାଲ ହୋଇଯାଇଛି । ବିଶେଷକରି...
ବାଲିଗୁଡାରେ ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ ମିଳୁନି: ସମସ୍ୟାରେ ମଧୁମେହ ରୋଗୀ
ବାଲିଗୁଡା, ୧/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ବିଶ୍ୱ ରେ ମହାମାରୀ କରୋନା ବ୍ୟାପୁଥିବା ଯୋଗୁଁ ଲକ ଡାଉନ ପରିସ୍ଥିତି ଉପୁଜିଛି l ଯାହା କି, ସାମ୍ପ୍ରତିକ ପରିବେଶରେ ମଧୁମେହ ରୋଗୀଭଳି...
ଲକଡାଉନ ୩.୦ – ମେ ୧୭ ଯାଏଁ ଆଉ ୧୪ ଦିନ ବଢିଲା
ନୂଆ ଦିଲ୍ଲୀ ୧-୫ (ଓଡ଼ିଆ ପୁଅ) : ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି ଲକଡାଉନ ସମୟ।...
ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ
ଗତକାଲି ରାତିରେ ହାଟଡ଼ିହି ବ୍ଲକ ଡିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଲିକ ହୋଇ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇଥିବା ବେଳେ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବିପନ୍ନ ପରିବାରକୁ...
ବଜ୍ରାଘାତରେ ୮ ବଳଦ ସହ ଗୋଟିଏ ଗାଈ ମୃତ
ହରିଚନ୍ଦନପୁର,ତା ୧ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କାଳ ବୈଶାଖୀ ବଜ୍ରାଘାତରେ ଆଜି ୮ଟି ବଳଦ ସହ ୧ଟି ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ଅପରାହ୍ନ ୩ଘଟିକା...
ବଜ୍ରାଘାତରେ ବୃଦ୍ଧ ମୃତ
ହରିଚନ୍ଦନପୁର,ତା ୧ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଗୈ।ଣିଘଷା ଗ୍ରାମର ସକଳ ଦେହୁରୀ(୬୫) ଗୋରୁ ଚରାଇବାକୁ ନେଉଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ ଘଟିଛି। ପରିବାର ଲୋକଙ୍କ...
ସୁରଟରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ
ସୁରାଟରେ ରହିଥିବା ୫୦ରୁ ଉର୍ଦ୍ଧ୍ବ ଶ୍ରମିକ ଆଜି ଓଡିଶା ଫେରୁଛନ୍ତି। ଏମାନେ ସମସ୍ତେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଡ଼ରମ୍ପସ ଓ କଲିଗାଁ ପଂଚାୟତର। ଏମାନେ ଏକ ବସ ଯୋଗେ ଘରକୁ ଫେରୁଛନ୍ତି।ସେଠାକାର...
ଶ୍ରମିକ ଦିବସରେ ଦୁର୍ଦ୍ଦଶାରେ ଶ୍ରମିକ ; ଅନୁଗୁଳ ରୁ ଝାରଖଣ୍ଡ ପାଦରେ ଚାଲି ଚାଲି ୩ ଶହ କିମି
ଯୋଡା, ୦୧ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ଶ୍ରମିକ ଦିବସ ଅବସରରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଯୋଡାସ୍ଥିତ ବନେଇକଳା ଛକରେ...
ବହୁତ ଭଲ ଖବର – ରାଜ୍ୟରେ ସୁସ୍ଥ ହେଲେ ୧୪ କରୋନା ରୋଗୀ – ମୋଟ ସୁସ୍ଥ ସଂଖ୍ୟା...
ଭୁବନେଶ୍ୱର ୧-୫ (ଓଡ଼ିଆ ପୁଅ) : ରାଜ୍ୟବାସୀଙ୍କ ବହୁତ ଭଲ ଖବର। ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗ୍ରାମର ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ
ବଲାଙ୍ଗୀର ୧-୫ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗ୍ରାମର ଦୁଇ ଜଣ କରୋନା ସଂକ୍ରମିତ ଥିବା ବେଳେ ରାଜ୍ୟରେ ସମୁଦାୟ ୧୪୫ ଅକ୍ରାନ୍ତ ଙ୍କ ସଂଖ୍ୟା କୁ ବୃଦ୍ଧି ପାଇଛି। ସୂଚନା...
ଆଜି କେରଳରୁ ଓଡିଶା ଆସିବ ପ୍ରଥମ ଟ୍ରେନ – ପ୍ରବାସୀ ଶ୍ରମିକଙ୍କୁ ନେଇ ବାହାରିବ
କୋଚି ୧-୫ (ଓଡ଼ିଆ ପୁଅ) : କେରଳରୁ ପ୍ରବାସୀ ଶ୍ରମିକମାନଙ୍କୁ ପଠାଇବା ପାଇଁ ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ଆଜି ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ। ୧୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ...
ପୁଣି ଯାଜପୁର ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮
ଭୁବନେଶ୍ବର ୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଯାୟପୁର ଜିଲ୍ଲାର। ସେ...
ଲକ୍ଡାଉନ ନିୟମ ଉଲଘଂନ ପାଇଁ ଜରିମାନା
ଦେବଗଡ, ୦୧.୦୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ଘରୁ ବାହାରକୁ...
ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା
ଦେବଗଡ, ୦୧.୦୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧, ୫୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ...
ଦେବଗଡ ଜିଲ୍ଲା କରୋନା ଅପଡେଟ୍
ଦେବଗଡ, ୦୧.୦୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୯ ଓ ୩୦ ତାରିଖରେ ସଂଗୃହୀତ ୭୮ଟି ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି।...
ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା। ତାଲା ଫିଟିବ, ତତଲା ଖରାରେ ସିଝି ସିଝି ପୁଣି...
ବାଲିଗୁଡା, ୧/୫.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ ଶ୍ରମିକ। ଭିତରେ ଭିତରେ ନିଜ ଆଶାକୁ ଗଢୁଥିବା, ଭାଙ୍ଗୁଥିବା ଆସ୍ପର୍ଦ୍ଧାର ନାଁ ଶ୍ରମିକ। ତା...
ମହାରାଷ୍ଟ୍ରର ବିଧାନ ପରିଷଦ (MLCs) ନିର୍ବାଚନ ମେ ୨୧ ରେ ହେବ: ନିର୍ବାଚନ ଆୟୋଗ
ନୂଆ ଦିଲ୍ଲୀ,୧।୫ (ଓଡ଼ିଆ ପୁଅ) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀପଦକୁ ନେଇ ଦେଖାଦେଇଥିବା ସଙ୍କଟର ଅବସାନ ଘଟିଛି। ମହାରାଷ୍ଟ୍ରର ବିଧାନ ପରିଷଦ (MLCs) ନିର୍ବାଚନ ମେ ୨୧ ରେ ହେବ...
ଏଣେ ନବୀନ ଆଉ ଧର୍ମେନ୍ଦ୍ର କରୁଛନ୍ତି ଭିଡିଓ ବାର୍ତ୍ତା; ତେଣେ ତେଲେଙ୍ଗନାରୁ ଝାରଖଣ୍ଡକୁ ବାହାରିଲା ଟ୍ରେନ
ଭୁବନେଶ୍ୱର: ଲକ୍ଡାଉନ୍ କାରଣରୁ ଅନେକ ପ୍ରବାସୀ ଶ୍ରମିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ସେମାନେ ନିଜ...
ପୁଣି ଯାଜପୁର ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି
ଭୁବନେଶ୍ବର ୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ହୋଇଛି। ଆଜି କିଛି ସମୟ ପୂର୍ବରୁ ୨...
ପୁଣି ଆଉ ୨ ନୂଆ ଆକ୍ରାନ୍ତ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି
ଭୁବନେଶ୍ବର ୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ହୋଇଛି। ୨ ଜଣ ବଲାଙ୍ଗିର ଜିଲ୍ଲାର ବୋଲି...












