Home ଓଡ଼ିଶା ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା

264

ଦେବଗଡ, ୦୧.୦୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧, ୫୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାରେ ଅପ୍ରେଲ ୩୦ତାରିଖ ସୁଦ୍ଧା ୨୭୦୯୭ଜଣ ନିର୍ମାଣ ଶ୍ରମିକଙ୍କୁ ଟ.୪, ୦୬, ୪୫, ୫୦୦/-ଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସୂଚନାନୁସାରେ ରିଆମାଳ ବ୍ଲକରେ ୮୨୨୮, ତିଲେଇବଣି ବ୍ଲକରେ ୫୬୫୦, ବାରକୋଟ ବ୍ଲକରେ ୧୧, ୬୩୯ ଏବଂ ଦେବଗଡ ପୈାରାଂଚଳରେ ଏହି ସମୟ ସୁଦ୍ଧା ୧୫୮୦ଜଣ ନିର୍ମାଣ ଶ୍ରମିକଙ୍କ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି। 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.