Home 2020
Yearly Archives: 2020
ସୀମାନ୍ତ ମୋଟୁ ଠାରେ ଜିଲ୍ଲାପାଳ, ଏସପି ପହଁଚି ପ୍ରବାସୀ ଫେରନ୍ତା ଶ୍ରମିକମାନଙ୍କ ପରିସ୍ଥିତି ଅନୁଧ୍ୟାନ କଲେ
ମାଲକାନଗିରି,୪ା୫(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ତିନିଥର ପାଇଁ ଲକ ଡାଉନ ହୋଇଥିବାରୁ ବାହାର ରାଜ୍ୟରେ ଥିବା ଶହ ଶହ ପ୍ରବାସୀ ଶ୍ରମିକ ମାନେ ସୀମାନ୍ତ ମୋଟୁ ରାସ୍ତା...
ମାଲକାନଗିରି ବିଧାୟକ ପ୍ରଦାନ କଲେ କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨୧ଲକ୍ଷ ଟଙ୍କା
ମାଲକାନଗିରି,୪ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକିୟ...
ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ଭାରତ ସରକାର – ପର୍ଯ୍ୟାୟକ୍ରମେ ମେ ୭...
ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବା ଲାଗି ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ଭାରତ ସରକାର ମଞ୍ଜୁର କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବାର...
୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ ଅକ୍ଷମତା ପ୍ରକାଶ କଲେ ତାଳଚେର ବସ ମାଲିକ ସଂଘ
ତାଳଚେର,୪/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ରାଜ୍ୟ ସରକାର ଗ୍ରୀନ ଜୋନ୍ ରେ ଥିବା ଜିଲ୍ଲାଗୁଡ଼ିକରେ ଥିବା ଘରୋଇ ବସ ସେବାକୁ ଅନୁମତି ଦେଇଛନ୍ତି । କିନ୍ତୁ ନିର୍ଦ୍ଧାରିତ ସିଟ୍ ର ୫୦...
ପ୍ରବାସୀଙ୍କ ପାଇଁ ସଜେଇ ହେଉଛି ସଂଗରୋଧ କେନ୍ଦ୍ର
ହାଟଡିହି- ୪ /୫/ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବାପାଇଁ ରାଜ୍ୟସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରିକି ଗତ ଦୁଇଦିନ ହେଲା ଲୋକଙ୍କ ଧାଡି...
ମୁମ୍ବାଇ ଧରାବୀରେ ପୁଣି ୪୨ କରୋନା ଆକ୍ରାନ୍ତ ଚିହ୍ନଟ – ଧରାବୀରେ ମୋଟ ଆକ୍ରାନ୍ତ ୬୩୨ କୁ ବୃଦ୍ଧି...
ମୁମ୍ବାଇ ୪-୫ (ଓଡ଼ିଆ ପୁଅ) ମୁମ୍ବାଇର ଧରାବି ଏବେ ପାଲଟିଛି କରୋନା ହଟସ୍ପଟ। ମହାରାଷ୍ଟ୍ରରେ ଦେଶର ସର୍ବାଧିକ କାରୋନା ସଂକ୍ରମିତ ରାଜ୍ୟ। କିନ୍ତୁ ଏବେ ସବୁଠାରୁ ଚିନ୍ତାର ବିଷୟ ମୁମ୍ବାଇର ଧରାବି ବସ୍ତିରେ...
ମୋବାଇଲ୍ ନଥିବାରୁ ଫେରିପାରୁ ନାହାନ୍ତି ପ୍ରବାସୀ ଓଡିଆ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୫-ଲକ୍ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସେଥିପାଇଁ...
ହାଟଡିହିରେ କରୋନା ପଜେଟିଭ ପରେ ଅଞ୍ଚଳରେ କୋକୁଆଭୟ, ୩ଟି ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଓ ୧୧ଟି ଗ୍ରାମକୁ ବଫର ଜୋନ...
ହାଟଡିହି- ୪ /୫/ କେନ୍ଦୁଝର ଜିଲ୍ଲାର ହାଟଡିହିରେ ଦ୍ୱିତୀୟ କରୋନା ପଜେଟିଭ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ ଭୟ ଓ ଆଶଙ୍କାର ବାତାବରଣ ଖେଳି ଯାଇଛି । ସରକାରଙ୍କ ବାରମ୍ବାର ଚେତାବନୀ ଓ...
ଋଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି
ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି। ଏ ସଂପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବ...
ତୃତୀୟ ପର୍ଯ୍ୟାୟ ଲକଡାଉନର ପ୍ରଥମ ଦିନରେ ସହର ବେଶ ଚଳଚଂଚଳ
ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦେଶରେ ଜାରି ହୋଇଥିବା ଲକଡାଉନର ତୃତୀୟ ପର୍ଯ୍ୟାୟର ପୁରୀ ଗ୍ରୀନ ଜୋନରେ ଥିବାରୁ ଆଜି ସହର ସକାଳୁ ସକାଳୁ ବେଶ ଚଳଚଂଚଳ ହୋଇଉଠିଛି। ସହରରେ...
ବାହାର ରାଜ୍ୟର ୧୦ଜଣ ଶ୍ରମିକ ଓ ୩୮ଜଣ ପର୍ଯ୍ୟଟକଙ୍କ ଘର ବାହୁଡା
ପୁରୀ, ୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦେଶରେ ଲକଡାଉନ ଜାରି ହେବା ଯୋଗୁଁ ଶ୍ରମିକମାନେ ସେମାନଙ୍କର ନିଜ ନିଜ ଘରକୁ ଫେରିପାରିନଥିଲେ। ଯିବାପାଇଁ ଅନୁମତି କିମ୍ବା ଟ୍ରେନ ବସ ବନ୍ଦ ଥିବାଯୋଗୁଁ...
ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ୧୨ ଘଣ୍ଟିଆ କର୍ଫ୍ୟୁ
ଜଗତସିଂହପୁର ୪-୫ (ଓଡ଼ିଆ ପୁଅ) :ଜଗତସିଂହପୁର ଜିଲ୍ଲାରେ ଆଜି ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ କଟକଣା। ଏହା ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅର୍ଥାତ୍...
ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି...
ଗୋଟିଏ ଦିନରେ ପୃଥକ, ପୃଥକ ସ୍ଥାନରେ ଦୁଇ ଜଣଙ୍କର ଆତ୍ମହତ୍ୟା
ବଲାଙ୍ଗୀର ୪-୫ (ଓଡ଼ିଆ ପୁଅ//ସନ୍ତୋଷ ନାୟକ) କୋଭିଡ-୧୯ ମହାମାରୀ କୁ ନେଇ ସାରା ଦେଶ ଏବେ ଚିନ୍ତିତ ଅବସ୍ଥାରେ ଥିବା ବେଳେ ବଲାଙ୍ଗୀରରେ ଗୋଟିଏ ଦିନରେ ଦୁଇ ଜଣଙ୍କ ପୃଥକ, ପୃଥକ ଆତ୍ମହତ୍ୟା...
ମହିଳାଙ୍କ ପାଇଁ ଫ୍ୟାସନ୍ ହେବାକୁ ଯାଉଛି ମ୍ୟାଚିଂ ମାସ୍କ ..
ଭୁବନେଶ୍ୱର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ କିମ୍ବା ଫେସ୍ କଭର୍ ଏବେ ପୋଷାକ ଭଳି ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ କେବଳ ସାଧା ନୁହେଁ,...
ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..
ଭୁବନେଶ୍ୱର: ପ୍ରସିଦ୍ଧ ହଲିଉଡ୍ ଗାୟିକା ମାଡୋନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଣ୍ଟିବଡି ପରୀକ୍ଷଣରେ ଏପରି ଜଣାପଡି଼ଥିବା କଥା ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇବା ସହ ଏଥିନେଇ ସେ ଆଦୌ...
ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ : ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ନହେଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୪।୫(ଓଡ଼ିଆ ପୁଅ) : ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ପ୍ରକାଶ କରିଛନ୍ତିଯେ, ବର୍ତ୍ତମାନ ଓଡ଼ିଶା...
ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..
ଭୁବନେଶ୍ୱର: ହୃଦଘାତ (ହାର୍ଟ ଆର୍ଟାକ୍) ଏକ ବିପଜ୍ଜନକ ରୋଗ ଏବଂ ଏହା ଯେ କୌଣସି ବ୍ୟକ୍ତିଙ୍କ ନିକଟରେ ହୋଇପାରେ। କିନ୍ତୁ, ଆପଣ ଜାଣନ୍ତି କି ହାର୍ଟ ଆର୍ଟାକ୍ ସବୁବେଳେ ହଠାତ୍ ଆସି ଯାଇନଥାଏ।...
ୟୁପିରେ ଖୋଲିବ ମଦ ଦୋକାନ; ତେବେ ଓଡ଼ିଶାରେ ସମାଲୋଚନା କାହିଁକି ..
ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆଜିଠାରୁ କରୋନା ଭାଇରସ୍ ହଟସ୍ପଟ୍ ଅଞ୍ଚଳ ଠାରୁ ଏକରୁ ତିନି କିଲୋମିଟର ଦୂରତା ବ୍ୟତୀତ ରାଜ୍ୟର ସମସ୍ତ...
ଖୁସି ଖବର: ଏଣିକି ଟ୍ରେନରେ ମାଗଣାରେ ଆସିବେ ପ୍ରବାସୀ ଶ୍ରମିକ ..
ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଏଥିପାଇଁ ପ୍ରବାସୀ ଶ୍ରମିକ...











