Home 2020
Yearly Archives: 2020
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ...
ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୩୫୩୬ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୬...
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୯୨ କୁ ବୃଦ୍ଧି
ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୯୨ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଗଞ୍ଜାମ ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୩୫୩୬ କୁ ବୃଦ୍ଧି,...
ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୩୫୩୬ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ଦେଶରେ ୭୮, ୫୧୨ ନୂଆ କରୋନା ଆକ୍ରାନ୍ତ, ୯୭୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୪, ୪୬୯କୁ ବୃଦ୍ଧି
ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୮, ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୭୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ଟିଣରେ ବେକ କଟି ନାବାଳକଙ୍କ ମୃତ୍ୟୁ
ପାଳଲହଡ଼ା,୩୧/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁର ପ୍ରଫୁଲ୍ଲ ପଢିହାରଙ୍କ ନାବାଳକ ପୁଅ ବିଭୁ (୧୨) ଖେଳିବା ବେଳେ ଟିଣରେ ବେକ କଟିଯିବାରୁ ପ୍ରାଣ ହରାଇଛନ୍ତି।...
କରୋନା ପ୍ରଭାବିତଙ୍କ ଜୀବନ-ଜୀବିକା ସୁରକ୍ଷା ଦାବି – ମହିଳା ସଂଗଠନଙ୍କ ପକ୍ଷରୁ ବାଲେଶ୍ୱରରେ ମିଳିତ ବିକ୍ଷୋଭ
ବାଲେଶ୍ୱର, ୩୧ା୮ (ଓଡ଼ିଆ ପୁଅ/ଅଭୟ ଦାସ)): ମହାମାରୀ କରୋନା ପ୍ରଭାବିତ ଜୀବନ ଓ ଜୀବିକା ସୁରକ୍ଷା ଦାବିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଶୁକ୍ରବାରଦିନ ମିଳିତ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି।...
ଦୁର୍ନୀତିର ଗନ୍ତାଘର ଯୋଡା ପୌରପାଳିକା, ସୂଚନା ଫଳକରେ ଲକ୍ଷାଧିକ ଟଙ୍କା ଆତ୍ମସାତ
ଯୋଡା. ୩୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକାରେ କାଉନସିଲ ଭଙ୍ଗ ହେବା ପରେ ସରକାରୀ ଧନ କିଭଳି ଭାବେ ହରିଲୁଟ ହେଉଛି ତାହାର ଏକ ବଡ ଦୃଷ୍ଟାନ୍ତ...
ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ରାଧାପଙ୍କଜ ଦାସଙ୍କ ପରଲୋକ
ବାଲେଶ୍ୱର, ୩୧-୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସୁନହଟ ଅଞ୍ଚଳର ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ସାମନ୍ତ ରାଧାପଙ୍କଜ ଦାସଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଯାଇଛି। ଶୁକ୍ରବାର ଦିନ ସକାଳେ ବାଥରୁମ୍ ଯାଇଥିବା...
ପର୍ଯ୍ୟଟକ ଶୂନ୍ୟ ସ୍ୱର୍ଣ୍ଣାଭ ବେଳାଭୂମୀ
ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଯେଉଁ ସ୍ୱର୍ଣ୍ଣାଭ ବେଳାଭୂମୀ ଗହଳି ଚହଳି ରେ ଫାଟି ପଡୁଥିଲା ଆଜି ତାହା ସଂପୂର୍ଣ୍ଣ ଖାଁ ଖାଁ ହୋଇପଡିଛି। କରୋନା ମହାମାରୀ ଯୋଗୁଁ ପୁରୀ ସହରକୁ ବସ ଚଳାଚଳ...
ଶେଷପାଳି ଖୁଦୁରୁକୁଣୀ ଓଷା ଅନୁଷ୍ଠିତ
ପୁରୀ, ୩୦/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ଭାଦ୍ରବ ମାସର ଶେଷ ରବିବାର ତଥା ଖୁଦୁରୁକୁଣୀ ଓଷା ର ଶେଷପାଳି ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ ଓଷା କରୁଥିବା କନ୍ୟା ମାନେ ସୁଦ୍ଧପୁତ ଭାବେ...
ପୁରୀ ଜିଲାରେ ଆଜି ସୁଧା ୩୪୫୪ ଜଣ କୋଭିଡ୍ ପଜେଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ଜିଲାରେ ଆଜି ସୁଧା କୋଭିଡ୍ ପଜେଟିଭ ଆକ୍ରାନ୍ତ ଙ୍କ ଚିହ୍ନଟ ସଂଖ୍ୟା ୩୪୫୪ ରେ ପହଂଚିଚି। ସେମାନଙ୍କ ମଧ୍ୟରୁ ପିପିଲି ୧୩୯, ଡେଲାଙ୍ଗ ୧୧୦, କଣାସ ୨୪୨,...
ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶରେ ସଜ୍ଜିତ
ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଗତକାଲି ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ସଂପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଛି। ବାମନ ରୂପୀ ବାଳକ...
କେନ୍ଦ୍ରାପଡା ସହରରେ ଡେଟଲ ଲିକୁଇଡର କଳାବଜାରୀ
କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ସଂକ୍ରମଣ ସମୟରେ ସାଧାରଣ ଭାବେ ଲୋକମାନଙ୍କର ଆବଶ୍ୟକ ପଡୁଥିବା ଡେଟଲ ଲିକୁଇଡର କେନ୍ଦ୍ରାପଡା ସହରରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ୫ଶହ...
ଭରତପୁର ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର – ମୋଟ ୮୯୫ ସ୍ୱାବ ପରୀକ୍ଷା: ୬ପଜିଟିଭ
କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ରବିବାର କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପଂଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ, ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ...
କରୋନା ସମୟରେ ଗରିବ ଓ ଅସହାୟଙ୍କ ପାଇଁ ବରଦାନ ସଦୃଶ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା –...
କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
- କରୋନାର ମୁକାବିଲା ପାଇଁ ସମାଜର ସବୁ ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାୟତା
- ପ୍ରଧାନମନ୍ତ୍ରୀଙ୍କ “କେହି ଭୋକିଲାରେ ନରୁହନ୍ତୁ” ଆହ୍ୱାନକୁ ସୁନିଶ୍ଚିତ...
ବନ୍ୟା ପ୍ରପୀଡିତ ଲୋକଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତା:ସମୀର...
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ରାଜ୍ୟବାସୀଙ୍କୁ ସର୍ତକ ରହିବାକୁ ଅନୁରୋଧ କଲେ ରାଜ୍ୟ ସଭାପତି
- ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ...
ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ ବ୍ୟବସାୟକୁ ଅଧିଗ୍ରହଣ କରିବ ରିଲାଏନ୍ସ...
ମୁମ୍ବାଇ ୩୦-୮ (ଓଡିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ (ହୋଲ୍ସେଲ୍) ବ୍ୟବସାୟ ଏବଂ ଲଜିଷ୍ଟିକ୍ସ...
ଆଖାଡାର ଓସ୍ତାଦ ପିତାମ୍ବର ରାଏଙ୍କ ପରଲୋକ
ସମ୍ବଲପୁର, ୩୦/୦୮(ଓଡ଼ିଆ ପୁଅ/ସରୋଜ ସାହୁ): ସମଲେଶ୍ୱରୀ ମନ୍ଦିର ର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପିତାମ୍ବର ରାଏ (୬୮) ଙ୍କ ଶନିବାର ପରଲୋକ ହୋଇଛି। ସେ ନିଜ ଅନ୍ତେ ପତ୍ନୀ,...
ଭର୍ଚୁଆଲ ବ୍ୟଙ୍ଗ ବର୍ଷା; ତୃତୀୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ
ଭୁବନେଶ୍ବର ୩୦-୦୮ (ଓଡ଼ିଆ ପୁଅ) : ମଣିଷକୁ ଖୁସି ନାମକ ଅମୃତ ପ୍ରଦାନରେ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ୩ୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ...
ଅଟୋ ବାଇକ ମୁହାଁ ମୁହିଁ ଧକ୍କା,ଜଣେ ମୃତ ୩ଜଣ ଗୁରୁତର
ମାଲକାନଗିରି,୩୦ା୮ (ଓଡିଆ ପୁଅ ) ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟରାଜପଥ ପୁଷୁଗୁଡା ଗ୍ରାମନିକଟରେ ଏକ ଅଟୋସହିତ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ବାଇକ ଆରୋହିର ମୃତ୍ୟୁ ଘଟିଥିବା ବେଳେ...











