Home Coronavirus Outbreak ଦେଶରେ ୭୮, ୫୧୨ ନୂଆ କରୋନା ଆକ୍ରାନ୍ତ, ୯୭୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୪, ୪୬୯କୁ...

ଦେଶରେ ୭୮, ୫୧୨ ନୂଆ କରୋନା ଆକ୍ରାନ୍ତ, ୯୭୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୪, ୪୬୯କୁ ବୃଦ୍ଧି

83

ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୮, ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୭୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୨୧, ୨୪୬ କୁ ବୃଦ୍ଧି ପାଇଛି ଓ ୭, ୮୧, ୯୭୫ ସକ୍ରୀୟ ଥିବାବେଳେ ଏବଂ ୨୭, ୭୪, ୮୦୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୪, ୪୬୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.