Home 2020

Yearly Archives: 2020

ଛାତ୍ରୀଙ୍କ ବିଷପାନରେ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

0
ବଲାଙ୍ଗୀର, ୩୧-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୁରିବାହାଲ ଥାନା ଗରେଇଁ ଗ୍ରାମ ପଂଚାୟତର ଅସୁରମୁଣ୍ଡା ଗ୍ରାମରେ ଜଣେ ଛାତ୍ରୀ ପ୍ରେମରେ ପ୍ରତାରଣା ପାଇବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ...

0
ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୦୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୬୫୬୧ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬...

ବୁଗୁଡା ତହସିଲଦାରଙ୍କୁ ଘେରାଉ ସହ ଟଣାଓଟରା, ମାମଲା ରୁଜୁ

0
ବୁଗୁଡା ୦୧-୦୯ (ଓଡ଼ିଆ ପୁଅ/ କୁମୁଦ ଚନ୍ଦ୍ର ବେହରା) ଗତକାଲି ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବି କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ...

“ହୁ”ର ସତର୍କବାଣୀ: କରୋନା ଭ୍ୟାକ୍ସିନ୍ ର ଜରୁରୀକାଳୀନ ଅନୁମୋଦନ “ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା” ହୋଇପାରେ

0
ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ଆମେରିକାର ଔଷଧ ନିୟାମକ, ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA), କରୋନାଭାଇରସ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଯାଉଛି। ଏଫ୍‌ଡିଏ କମିଶନର ଷ୍ଟିଫେନ୍‌...

ରାଜ୍ୟରେ ପୁଣି କରୋନା ନେଲା ୧୧ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୦୩ କୁ ବୃଦ୍ଧି

0
ଭୁବନେଶ୍ୱର ୦୧-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୧ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୦୩ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। କଟକ ଜିଲ୍ଲାରୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୬୫୬୧ କୁ ବୃଦ୍ଧି,...

0
ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୬୫୬୧ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ–  ଖୋର୍ଦ୍ଧା...

ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚାଲାଣ ବେଳେ ୩ ଅଭିଯୁକ୍ତ ଗିରଫ, ୧୪ଟି ହାତୀଦାନ୍ତ ସହ କାର ଜବତ

0
ହରିଚନ୍ଦନପୁର, ତା ୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏଥିମହ ୧୯ କେଜି...

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାୟତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର, ୩୧-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ପୌର ପରିଷଦ କାର୍ୟ୍ୟାଳୟରେ ପାଳିତ...

ଦୁଇଟି ବାଇକ ମୁହାଁମୁହିଁ ଧକ୍କା – ଦୁଇ ମୃତ, ଜଣେ ଗୁରୁତର

ସୁବର୍ଣପୁର, ୩୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର – ବିନିକା ରାସ୍ତାର କବାଟ ତଲେଇ ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ...

ସରକାରୀ ବସ ଚଳାଚଳ ନିମନ୍ତେ ବିଭିନ୍ନ ମହଲରେ ଦାବି

0
ବଲାଙ୍ଗୀର, ୩୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାଧାରଣ ଲୋକେ ପ୍ରାୟତଃ ଦିନବେଳେ ସମ୍ବଲପୁର, ବରଗଡ, ରେଢାଖୋଲ, ଅନୁଗୁଳ, ଢେଙ୍କାନାଳ, କଟକ ଓ ଭୁବନେଶ୍ୱର ପଟେ ଯିବାପାଇଁ ମାତ୍ର ଗୋଟିଏ ଇଣ୍ଟର ସିଟି ଟ୍ରେନ...

କଟକ ଜି‌ଲ୍ଲାରେ ୮ଟି ବ୍ଲକ୍ ରେ ୭୦ରୁ ଅଧିକ ଗ୍ରାମର ୪୭ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ

କଟକ୩୧ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଜି‌ଲ୍ଲାରେ ୮ଟି ବ୍ଲକ୍ ରେ ବନ୍ୟା ପରିସ୍ଥିତି ପାଇଁ ପ୍ରାୟ ୭୦ରୁ ଅଧିକ ଗ୍ରାମର ୪୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଇଥିବା ସୂଚନା ମିଳିଛି। ଜିଲ୍ଲା...

ଆଜିଠୁ ସେପ୍ଟେମ୍ବର ମାସ ୩୦ ଯାଏଁ ଅନଲକ ୪.୦ ନିର୍ଦ୍ଦେଶାବଳୀ ପାଳନ ହେବ – କଣ୍ଟେନମେଣ୍ଟ ଜୋନରେ ହିଁ...

0
ଭୁବନେଶ୍ୱର: ୩୧-୮, (ଓଡ଼ିଆ ପୁଅ/ସୁବାସୀଷ ନାୟକ) ଆଜି ରାଜ୍ୟ ସରକାର ସେପ୍ଟମ୍ବେର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ...

ଅଧ୍ୟାପକଙ୍କ ବାସଗୃହରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

0
ବଲାଙ୍ଗୀର ୩୧-୦୮(ଓଡ଼ିଆ ପୁଅ) ବଲାଙ୍ଗୀର ସହର ସ୍ଥିତ ରାଜେନ୍ଦ୍ର ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁକ୍ତଦୁଇ ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ବାସଭବନରେ ମୃତ୍ୟୁ। ଆଜି ବଲାଙ୍ଗୀର ସହର ସ୍ଥିତ ଶାନ୍ତିପଡ଼ା ସ୍ଥିତ...

ରାଣିପଥର ଘାଟିରେ ଦୁର୍ଘଟଣା, ଟ୍ରଲର ଡ୍ରାଇଭର ମୃତ

କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ରାଣିପଥର ଘାଟିରେ ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଟ୍ରଲରଟି ବୌଦ୍ଧ...

ବାସ୍ତୁଶାସ୍ତ୍ରରେ ଆଇନା: ଘରେ କେଉଁଠି ଲଗାଇବେ ଦର୍ପଣ; ଜାଣନ୍ତୁ କିଛି ଟିପ୍ସ୍ ..

0
ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆଇନାକୁ (ଦର୍ପଣ) ସଠିକ୍ ଦିଗରେ ଲଗାଯାଏ ନାହିଁ, ତେବେ ଏହା ବ୍ୟକ୍ତି ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ, ବ୍ରହ୍ମାଣ୍ଡର ସକରାତ୍ମକ ଶକ୍ତି ସର୍ବଦା ପୂର୍ବରୁ...

ଦୁତିମେଣ୍ଡି ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କଣ୍ଟେନମେଣ୍ଟ ଘୋଷଣା

କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତର କୋଳିସାହି ଅଞ୍ଚଳରେ ରବିବାର ଜଣେ ପଜିଟିଭ୍ ଚିହ୍ନଟହେବା ପରେ ଜିଲାପାଳଙ୍କ କ୍ଷମତା ବଳରେ ଦୁତିମେଣ୍ଡି...

ସାନ ଭାଇକୁ ଦେଖିବାକୁ ଆସି ବଡ଼ ଭାଇ ଖାଲରେ ପଡ଼ି ମୃତ

କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମର ଏକ ପାଣି ଖାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଲିକ(୫୦)।...

କ-ନୂଆଗାଁ ତହସିଲରେ ଦଲାଲ ସକ୍ରିୟ:୪୦ ହଜାର ଠକେଇ ନେଇ ଥାନାରେ ଏତଲା

ବାଲିଗୁଡ଼ା, ୩୧/୮, (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ନୂଆସାହି ଗ୍ରାମର ଅଧିବାସୀ ଅଭିନନ୍ଦନ ପ୍ରଧାନ ଙ୍କ ଝିଅ ଅନୁସୂୟା ପ୍ରଧାନକୁ...

ମଦ ନିଶାହେଲା କାଳ – ଦାନାଦାରକୁ ଚାଖଣା ଭାବି ଖାଇ ବୃଦ୍ଧଙ୍କ ମୃତ୍ୟୁ

କନ୍ଧମାଳ, ୩୧/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ମଦ ନିଶାରେ ଚାଖଣା ଭାବି ଦାନାଦାର ଖାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ସଦରଥାନା...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

କନ୍ଧମାଳ, ୧/୯ - (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମର ନାବାଳିକା ଶୌଚହେବା ପାଇଁ ଯାଇଥିବା ବେଳେ ନିକଟସ୍ଥ ଗ୍ରାମର ଅନ୍ୟଜଣେ ନାବାଳକ ଉକ୍ତ...