Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୬୫୬୧...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୬୫୬୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

143

ଭୁବନେଶ୍ୱର ୧-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୬୫୬୧ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୬୬

– ନୂଆ ଆକ୍ରାନ୍ତ : ୩୦୨୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୪୪
– ସ୍ଥାନୀୟ ଅଞ୍ଚଳରୁ୧୧୮୧
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୫୮
୨- ବାଲେଶ୍ୱର ଜିଲ୍ଲାରୁ – ୪୦
୩- ବରଗଡ଼ ଜିଲ୍ଲାରୁ – ୬୧
୪- ଭଦ୍ରକ ଜିଲ୍ଲାରୁ – ୯୪
୫- ବଲାଙ୍ଗୀର ଜିଲ୍ଲାରୁ – ୨୪
୬- ବୌଦ୍ଦ ଜିଲ୍ଲାରୁ – ୯
୭- କଟକ ଜିଲ୍ଲାରୁ – ୩୧୨
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୧୩୨
୧୦- ଗଜପତି ଜିଲ୍ଲାରୁ – ୨୯
୧୧- ଗଞ୍ଜାମ ଜିଲ୍ଲାରୁ – ୨୦୭
୧୨- ଜଗତସିଂହପୁର ଜିଲ୍ଲାରୁ – ୭୮
୧୩- ଯାଜପୁର ଜିଲ୍ଲାରୁ – ୮୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୯
୧୫- କଳାହାଣ୍ଡି ଜିଲ୍ଲାରୁ – ୮୨
୧୬- କନ୍ଧମାଳ ଜିଲ୍ଲାରୁ – ୨୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨୮
୧୮- କେନ୍ଦୁଝର ଜିଲ୍ଲାରୁ – ୫୦
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୬୬
୨୦- କୋରାପୁଟ ଜିଲ୍ଲାରୁ – ୧୩୯
୨୧- ମାଲକାନଗିରି : ୩୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୧୫
୨୩- ନବରଙ୍ଗପୁର ଜିଲ୍ଲାରେ: ୪୬
୨୪- ନୟାଗଡ଼ ଜିଲ୍ଲାରୁ – ୬୭
୨୫- ନୂଆପଡ଼ା ଜିଲ୍ଲାରୁ – ୭୯
୨୬- ପୁରୀ ଜିଲ୍ଲାରୁ – ୧୩୬
୨୭- ରାୟଗଡ଼ା ଜିଲ୍ଲାରୁ – ୧୩
୨୮- ସମ୍ବଲପୁର ଜିଲ୍ଲାରୁ – ୮୩
୨୯- ସୋନପୁର ଜିଲ୍ଲାରୁ – ୨୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୫୬
– ନୂଆ ସୁସ୍ଥ ହୋଇଥିଲେ୪୦୫୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୮୩୯୮୫୪
– ମୋଟ ଆକ୍ରାନ୍ତ ୧୦୬୫୬୧
– ମୋଟ ସୁସ୍ଛ ହୋଲେଣି ୭୭୨୮୬
– ସକ୍ରୀୟ ଆକ୍ରାନ୍ତ – ୨୮୭୧୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.