Home 2020
Yearly Archives: 2020
ଥାନାଧିକାରୀଙ୍କ ସସପେଣ୍ଡ ପରେ ପୁଣି ଉଠିଲା ବାଲି, ପ୍ରତିକାର ନହେଲେ ହେବ ଆନ୍ଦୋଳନ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁଙ୍କ ନିଲମ୍ବନ ପରେ ବାଲିମାଫିଆମାନେ ଉତ୍ସାହିତ ହୋଇ ପୁଣି ଯଥାରୀତି ବାଲି ଉଠାଇବା ଆରମ୍ଭ କରି ଦେଇଛନ୍ତି...
ବାଇକ ଦୁର୍ଘଟଣାରେ ୨ ମୃତ୍ୟୁ;ଜଣେ ଗୁରୁତର
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଇକ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି । ପ୍ରକାଶ ଯେ, ଧାମନଗର ବ୍ଲକ ଭଟ୍ଟସାହି...
ପାରିବାରିକ କଳହରୁ ନବବଧୂକୁ ବିଷ ପିଆଇ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ହାଟଡ଼ିହି- ୩/୯ ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଚଣ୍ଡୀ ବିରଞ୍ଚିପୁର ଗ୍ରାମରେ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାଇ ଚଣ୍ଡୀବିରଞ୍ଚିପୁର ଗ୍ରାମର ସ୍ବର୍ଗତ ବାବାଜୀ ସାହୁଙ୍କ ପୁଅ ପ୍ରଭାତ ସାହୁ ଗତ...
ଗେଙ୍ଗୁଟି ନଦୀବନ୍ଧରୁ ପୁଣି ଧସିଲା ମାଟି
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ଗେଙ୍ଗୁଟି ନଦୀବନ୍ଧର ସଂପ୍ରସାରଣ ଓ ମରାମତି କାର୍ଯ୍ୟ ଶେଷ ହୋଇନଥିବା ବେଳେ ବନ୍ଧର ବିଭିନ୍ନ ସ୍ଥାନରୁ...
ଆଜି ଚିହ୍ନଟ ହେଲେ ୧୮୬ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୩ହଜାରରେ : ନମୁନା ପରୀକ୍ଷା ୫୦ ହଜାର ପାର...
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଜି ଆଉ ନୂଆ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲର...
ପ୍ରଭାତ କୁମାର ହେଲେ ନୂତନ ମୁଖ୍ୟ ଖଣି ସୁରକ୍ଷା ନିରୀକ୍ଷକ
ତାଳଚେର,୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ର ସରକାରଙ୍କ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମ୍ଏସ୍) ଭୂବନେଶ୍ୱରର ନୂତନ ମୂଖ୍ୟ ଖଣି ସୁରକ୍ଷା ନିରୀକ୍ଷକ ଭାବରେ ପ୍ରଭାତ କୁମାର ଯୋଗଦାନ କରିଛନ୍ତି । ଶ୍ରୀ କୁମାର...
ମୁମ୍ବାଇ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଏୟାରପୋର୍ଟସ୍
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଏୟାରପୋର୍ଟସ୍, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କରିଛି । ଏନେଇ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ...
ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ରାଧାକୃଷ୍ଣ ଭାଗବତ ଟୁଙ୍ଗୀ ଉଦ୍ଘାଟିତ
ତାଳଚେର,୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାଗବତ ଜନ୍ମ ଅବସରରେ ତାଳଚେର ବ୍ଲକ ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ଶ୍ରୀ ରାଧାକୃଷ୍ଣ ଭାଗବତ ଟୁଙ୍ଗୀର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶ...
ରଣପୁର ବ୍ଲକ୍ ସମିତିର ସ୍ୱତନ୍ତ୍ର ବୈଠକ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୯-ଗତ ୨୦୨୦ ମସିହା ମାର୍ଚ୍ଚ ମାସଠାରୁ ନୟାଗଡ ଜିଲ୍ଲା ରଣପୁର ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇପାରିନଥିଲା । ସେପ୍ଟେମ୍ବର ୩ ତାରିଖ ଦିନ ସମସ୍ତ କୋଭିଡ୍ କଟକଣା ସାମାଜିକ...
ବଗଲା ଧର୍ମଶାଳାକୁ ସୁରକ୍ଷା ଦେବା ପାଇଁ ବିଜେପିର ଅନଲାଇନ୍ ପିଟିସନ ଅଭିଯାନ
- ଶୁଭାରମ୍ଭ କଲେ ରାଜ୍ୟ ସଭାପତି
- ଡିଜିଟାଲ ଦସ୍ତଖତ କରି ବଗଲା ବଂଚାଓ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି
- ରାଜ୍ୟସରକାର ମହାପ୍ରଭୃ ଶ୍ରୀଜଗନ୍ନାଥଙ୍କ...
ଓଡିଶାରେ ନିଜ ଅଂଚଳର ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ନେତାମାନଙ୍କୁ କେନ୍ଦ୍ର କଂଗ୍ରେସ ପ୍ରଭାରୀଙ୍କ ନିବେଦନ
ଭୁବନେଶ୍ୱର ୩-୯ (ଓଡ଼ିଆ ପୁଅ) - ଆଜି ଓଡିଶାରେ ବନ୍ୟା ଯୋଗୁଁ ବହୁ ଜନସାଧାରଣଙ୍କର ଧନଜୀବନ ବିପନ୍ନ ହୋଇଛି। ବହୁ ଅଂଚଳ ଜଳମଗ୍ନ ହୋଇ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ ଧାନଚାଷୀମାନଙ୍କର...
ମୁମ୍ବାଇ ପୋଲିସକୁ ଭୟ ଲାଗୁଛି; ପିଓକେ ପରି ଅନୁଭବ ହେଉଛି – କଙ୍ଗନା
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ସମେତ ବଲିଉଡରେ ନେପୋଟିଜିମ୍ ଏବଂ ଇଣ୍ଡଷ୍ଟ୍ରିର ଡ୍ରଗ୍ ଲିଙ୍କ୍ ଉପରେ କ୍ରମାଗତ ଭାବରେ କହି ଆସୁଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ। ଅତୀତରେ ସୁରକ୍ଷା ପାଇବା ନାମରେ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ନୂଆ ଆକ୍ରାନ୍ତ – ୮ ମୃତ – କେଉଁ ଜିଲ୍ଲାରୁ –...
ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୧୩୪୧୧କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ...
ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୨୨ କୁ ବୃଦ୍ଧି
ଭୁବନେଶ୍ୱର ୦୩-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୨୨ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବାଲେଶ୍ୱର ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୧୩୪୧୧କୁ ବୃଦ୍ଧି, ଜାଣନ୍ତୁ...
ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ)ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୧୩୪୧୧କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ...
ଦେଶରେ ୮୩, ୮୮୩ ନୂଆ କରୋନା ଆକ୍ରାନ୍ତ, ୧, ୦୪୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୭, ୩୭୬କୁ ବୃଦ୍ଧି
ନୂଆ ଦିଲ୍ଲୀ ୦୩-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୮୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ପିଜୁଳି ଖାଇବା ହେଲା କାଳ : ପୋଖରୀ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ
କୋରାପୁଟ : ୨/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଦେବ ଗୋନ୍ଦଣା ଗ୍ରାମରେ ଏକ ଘଟିଛି ପିଜୁଳି ଖାଇବାକୁ ଯାଇ ନଦୀରେ ବୁଡ଼ି ତିନି ଜଣ ନାବାଳିକା ମୃତ୍ୟୁ ବରଣ କରିଥିବା...
ପିଏମ ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍ ଆକାଉଣ୍ଟକୁ ହ୍ୟାକ୍ ହୋଇଥିବା ଟ୍ୱିଟର ନିଶ୍ଚିତ କରିଛି
ବେଙ୍ଗାଲୁରୁ ୩ ସେପ୍ଟେମ୍ବର (ଓଡିଆ ପୁଅ) ଗୁରୁବାର ଦିନ ଟ୍ୱିଟର ନିଶ୍ଚିତ କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଏକ ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏହାର ଅନୁଗାମୀମାନଙ୍କୁ କ୍ରିପ୍ଟୋକରେନ୍ସି...
ଆଜି ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩, ୨୦୨୦ ରାତି ୯ଟା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ...
ଆଉ ୧୧୮ଟି ମୋବାଇଲ୍ ଆପ୍ ର ପ୍ରଚଳନ ବନ୍ଦ କଲେ ସରକାର – କାହିଁକି ପଢ଼ନ୍ତୁ
- ଏହି ସବୁ ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଷ୍ଟ୍ରର ନିରାପତ୍ତା ଓ ଜନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସରକାର ଏଭଳି ପଦକ୍ଷେପ...










