Home Coronavirus Outbreak ଦେଶରେ ୮୩, ୮୮୩ ନୂଆ କରୋନା ଆକ୍ରାନ୍ତ, ୧, ୦୪୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୭,...

ଦେଶରେ ୮୩, ୮୮୩ ନୂଆ କରୋନା ଆକ୍ରାନ୍ତ, ୧, ୦୪୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୭, ୩୭୬କୁ ବୃଦ୍ଧି

76

ନୂଆ ଦିଲ୍ଲୀ ୦୩-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୮୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮, ୫୩, ୪୦୭ କୁ ବୃଦ୍ଧି ପାଇଛି ଓ ୮, ୧୫, ୫୩୮ ସକ୍ରୀୟ ଥିବାବେଳେ ଏବଂ ୨୯, ୭୦, ୪୯୩ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୭, ୩୭୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.