Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୧୩୪୧୧କୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୧୩୪୧୧କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

124

ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ)ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୧୩୪୧୧କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୨୨

– ନୂଆ ଆକ୍ରାନ୍ତ : ୩୬୩୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୧୪
– ସ୍ଥାନୀୟ ଅଞ୍ଚଳରୁ୧୪୧୭


କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୪୧
୨- ବାଲେଶ୍ୱର ଜିଲ୍ଲାରୁ – ୧୧୪
୩- ବରଗଡ଼ ଜିଲ୍ଲାରୁ – ୨୩୮
୪- ଭଦ୍ରକ ଜିଲ୍ଲାରୁ – ୧୮୬
୫- ବଲାଙ୍ଗୀର ଜିଲ୍ଲାରୁ – ୩୯
୬- ବୌଦ୍ଦ ଜିଲ୍ଲାରୁ – ୨୭
୭- କଟକ ଜିଲ୍ଲାରୁ – ୩୭୦
୮- ଦେବଗଡ଼ ଜିଲ୍ଲାରୁ – ୧୧
୯- ଢେଙ୍କାନାଳ ଜିଲ୍ଲାରୁ – ୫୬
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୭
୧୨- ଜଗତସିଂହପୁର ଜିଲ୍ଲାରୁ – ୭୯
୧୩- ଯାଜପୁର ଜିଲ୍ଲାରୁ – ୧୨୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮୦
୧୫- କଳାହାଣ୍ଡି ଜିଲ୍ଲାରୁ – ୨୭
୧୬- କନ୍ଧମାଳ ଜିଲ୍ଲାରୁ – ୪୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୫
୧୮- କେନ୍ଦୁଝର ଜିଲ୍ଲାରୁ – ୮୦
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୨୨
୨୦- କୋରାପୁଟ ଜିଲ୍ଲାରୁ – ୯୩
୨୧- ମାଲକାନଗିରି : ୫୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୬୫
୨୩- ନବରଙ୍ଗପୁର ଜିଲ୍ଲାରେ: ୪୬
୨୪- ନୟାଗଡ଼ ଜିଲ୍ଲାରୁ – ୧୦୦
୨୫- ନୂଆପଡ଼ା ଜିଲ୍ଲାରୁ – ୪୯
୨୬- ପୁରୀ ଜିଲ୍ଲାରୁ – ୧୫୭
୨୭- ରାୟଗଡ଼ା ଜିଲ୍ଲାରୁ – ୧୧୧
୨୮- ସମ୍ବଲପୁର ଜିଲ୍ଲାରୁ – ୬୮
୨୯- ସୋନପୁର ଜିଲ୍ଲାରୁ – ୫୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୫
– ନୂଆ ସୁସ୍ଥ ହୋଇଥିଲେ୩୩୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୫୦୫୯୧
– ମୋଟ ଆକ୍ରାନ୍ତ ୧୧୩୪୧୧
– ମୋଟ ସୁସ୍ଛ ହୋଲେଣି ୮୪୦୭୩
– ସକ୍ରୀୟ ଆକ୍ରାନ୍ତ – ୨୮୭୬୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.