Home 2020

Yearly Archives: 2020

ବଲାଙ୍ଗୀର ଜିଲ୍ଲାରେ ୪୩ ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୨୪ ରେ ପହଁଚିଲା

ବଲାଙ୍ଗୀର ୬-୯ (ଓଡ଼ିଆ ପୁଅ) ଆଜି ୪୩ ଜଣ ବଲାଙ୍ଗୀର ଜିଲ୍ଲାରେ ୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୨୪ ରେ ପହଁଚିଛି। ୩୬୨...

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକସଭା।

ହାଟଡ଼ିହି- ୬/୯ , ଭାରତବର୍ଷର ୧୩ତମ ରାଷ୍ଟ୍ରପତି ତଥା ଭାରତରତ୍ନ ଉପାଧିପ୍ରାପ୍ତ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଏକ ଶୋକସଭା ଆଞ୍ଚଳିକ ସବୁଜ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏ.ସି.ବି ଫାଉଣ୍ଡେସନର ଚେୟାରମେନ...

ପୌରପରିଷଦ ଦୁର୍ନୀତି ନେଇ ବି ଜେ ପି ର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗୀର, ୦୬-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ), ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଜେପି ଦଳ ତରଫରୁ ଟିଟିଲାଗଡ଼ ପୌରପରିଷଦ କାର୍ୟ୍ୟାଳୟରେ ବିଗତ ବର୍ଷର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ବିଭିନ୍ନ ଅନୁଦାନ ବା ପାଣ୍ଠି,...

ହୀରାକୁଦ ଜଳଭଣ୍ଡାର : ୨ ଟି ଗେଟ୍ ଖୋଲା, ଜଳସ୍ତର ୬୨୫.୨୯ ଫୁଟ

0
ସମ୍ବଲପୁର, ୦୬/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ଦିବା ୧୨ ଘଟିକା ରେ ବନ୍ଧ କର୍ତ୍ତୃପକ୍ଷ ସୂଚନା ଅନୁସାରେ ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର...

ବିଜେପି ପକ୍ଷରୁ ପ୍ରଜାମଣ୍ଡଳ ଦିବସ ପାଳିତ

0
ତାଳଚେର,୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ବିଜେପି ପକ୍ଷରୁ ଆଜି ୮୩ତମ ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଳଚେର ଉପଜିଲ୍ଲାପାଳ ପରିସରରେ ଥିବା ସହୀଦ ସ୍ତମ୍ଭ ଠାରେ ପ୍ରଜାମଣ୍ଡଳ...

କେଶପୁର ପଂଚାୟତରେ ମନରେଗାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ...

ଭୋକେସନାଲରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଭୋକେସନାଲରେ ସର୍ବାଧିକ ୫୪୧ନମ୍ବର ରଖି ଟପର ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ପଂଚାୟତ ମଠସାହିର ରବିନ୍ଦ୍ର ନାଥ ରାଉତଙ୍କ ଝିଅ ମୈତ୍ରୀ ରାଉତଙ୍କୁ ବ୍ଲକ ଅଧ୍ୟକ୍ଷ...

ଆମ ଗାଁ ଆମ ସାହିତ୍ୟ ପରିଷଦର କରୋନା ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଆମ ଗାଁ ଆମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ସହର ଉପକଣ୍ଠ ସଂଜୀବନୀ ବିଦ୍ୟା ମନ୍ଦିର ପରିସରରେ କୋଭିଡ -୧୯ ଅନୁପାଳନ ପୂର୍ବକ କରୋନା ସମ୍ପର୍କିତ ଏକ ଆଲୋଚନାଚକ୍ର...

ସ୍ୱାମୀ କେଶବାନନ୍ଦ ଭାରତୀ ଓ ସମ୍ବିଧାନର ମୂଳ ଢାଂଚାର ସିଦ୍ଧାନ୍ତ

0
କେରଳର ଏଡନିର ମଠର ମୁଖ୍ୟ ସ୍ୱାମୀ କେଶବାନନ୍ଦ ଭାରତୀ ଆଜି ନଶ୍ୱର ଶରୀର ତ୍ୟାଗ କରି ବୈକୁଣ୍ଠବାସୀ ହୋଇଛନ୍ତି। ସେ ୭୯ ବର୍ଷ ବୟସରଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱାମୀ କେଶବାନନ୍ଦ ଭାରତୀ...

ସହରରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସହରର ବିଭିନ୍ନ ଦୋକାନ ବଜାର ହୋଟେଲ ରେଷ୍ଟୁରାଂଟ ଲଜିଂ ଖୋଲିଯିବା ପରେ ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପୂର୍ବରୁ ମାର୍କେଟ ଆଦି ସ୍ଥାନରେ ସାମାଜିକ ଦୂରତା...

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ

ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପବିତ୍ର ଗୁରୁ ଦିବସ ଅବସରରେ ଗତକାଲି ସାଂସ୍କୃତିକ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ରଖି ଗୁରୁଦିବସ ପାଳନ କରାଯାଇଥିଲା। ପୁରୀ ଜିଲା ଛାତ୍ର...

ପୁରୀ ଜିଲାରେ କରୋନା ଆକ୍ରାନ୍ତ ଙ୍କ ସୁସ୍ଥ ହାର ୭୪.୬୦ ପ୍ରତିଶତ ରହିଛି

ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଜିଲାରେ ଆଜି ୧୧୭ ଟି ପଜେଟିଭ କେସ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୩ ରେ ପହଂଚିଚି। ଆଜି ସୁଧା ୩୩୦୦...

କୁଚିଣ୍ଡା ସାମ୍ବାଦିକ ସଂଘ : ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଶର୍ମ୍ମା (ସଭାପତି), ରଞ୍ଜିତ କୁମାର ଦାଶ (ସାଧାରଣ ସମ୍ପାଦକ)...

ସମ୍ବଲପୁର, ୦୬/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦିନେଶ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସଭା...

ସମ୍ବିଧାନର ରକ୍ଷକ ତଥା କେରଳ ଜମି ସଂସ୍କାର ଆଇନକୁ ଚ୍ୟାଲେଞ୍ଜ କରିଥିବା କେଶବାନନ୍ଦ ଭାରତୀଙ୍କ ୭୯ ବର୍ଷ ବୟସରେ...

0
ନୂଆ ଦିଲ୍ଲୀ ୦୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଚାରି ଦଶନ୍ଧି ପୂର୍ବରୁ କେସଭାନନ୍ଦ ଭାରତୀ କେରଳ ଜମି ସଂସ୍କାର ଆଇନକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ଉପରେ ସୁପ୍ରିମକୋର୍ଟ ସମ୍ବିଧାନର ମୌଳିକ ଗଠନର ନୀତି...

କର୍କଟ, ହୃଦ ରୋଗ ଏବଂ ମଧୁମେହ ଭଳି ରୋଗ କାରଣରୁ ପ୍ରତିବର୍ଷ ୪ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ...

ନୂଆ ଦିଲ୍ଲୀ ୦୬ ସେପ୍ଟେମ୍ବର, (ଓଡ଼ିଆ ପୁଅ) କର୍କଟ, ହୃଦ ରୋଗ ଏବଂ ମଧୁମେହ ଭଳି ରୋଗ କାରଣରୁ ପ୍ରତିବର୍ଷ ୪ କୋଟିରୁ ଅଧିକ ମୃତ୍ୟୁ ଘଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ,...

ଗଞ୍ଜେଇ ଚାଲାଣକାରୀଙ୍କ ମରଣାନ୍ତକ ଆକ୍ରମଣରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ

0
ମାଲକାନଗିରି, ୬/୯ (ଓଡ଼ିଆ ପୁଅ) ଶନିବାର ରାତିରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଲୋକେ ଭାରରେ ଚୋରା ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆଣି ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ଖବର ପାଇ ବାଲିମେଳା ଓ ମାଥିଲି...

ବର୍ମିଂହାମ ସହରରେ ଅନେକ ଲୋକଙ୍କୁ ଛୁରାମାଡ଼

0
ନୂଆ ଦିଲ୍ଲୀ - ୬-୯ (ଓଡ଼ିଆ ପୁଅ) ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ମିଂହାମ ସହର କେନ୍ଦ୍ରରେ ଅନେକ ଲୋକଙ୍କୁ ଛୁରାମାଡ଼ କରାଯାଇଛି ଏବଂ ଏହା ପରେ ପୋଲିସ ଏହାକୁ ଏକ ବଡ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ – ୮ ମୃତ – ଜାଣନ୍ତୁ...

0
ଭୁବନେଶ୍ୱର ୦୬-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୭...

ରାଜ୍ୟରେ ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୪୬ କୁ ବୃଦ୍ଧି

0
ଭୁବନେଶ୍ୱର ୦୬-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୪୬ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲ୍ଲାରୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧି

0
ଭୁବନେଶ୍ୱର ୦୬-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ–  ଖୋର୍ଦ୍ଧା...