Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୨୪୦୩୧...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧି

151

ଭୁବନେଶ୍ୱର ୦୬-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୨୪୦୩୧ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୯୭
– ନୂଆ ଆକ୍ରାନ୍ତ : ୩୮୧୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୮୬
– ସ୍ଥାନୀୟ ଅଞ୍ଚଳରୁ୧୫୨୪

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୭୩
୨- ବାଲେଶ୍ୱର ଜିଲ୍ଲାରୁ – ୧୨୦
୩- ବରଗଡ଼ ଜିଲ୍ଲାରୁ – ୩୯୬
୪- ଭଦ୍ରକ ଜିଲ୍ଲାରୁ – ୧୦୭
୫- ବଲାଙ୍ଗୀର ଜିଲ୍ଲାରୁ – ୪୩
୬- ବୌଦ୍ଦ ଜିଲ୍ଲାରୁ – ୨୯
୭- କଟକ ଜିଲ୍ଲାରୁ – ୩୨୨
୮- ଦେବଗଡ଼ ଜିଲ୍ଲାରୁ – ୭
୯- ଢେଙ୍କାନାଳ ଜିଲ୍ଲାରୁ – ୫୧
୧୦- ଗଜପତି ଜିଲ୍ଲାରୁ – ୨୦
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୮
୧୨- ଜଗତସିଂହପୁର ଜିଲ୍ଲାରୁ – ୬୭
୧୩- ଯାଜପୁର ଜିଲ୍ଲାରୁ – ୨୫୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୯୨
୧୫- କଳାହାଣ୍ଡି ଜିଲ୍ଲାରୁ – ୫୭
୧୬- କନ୍ଧମାଳ ଜିଲ୍ଲାରୁ – ୪୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୩
୧୮- କେନ୍ଦୁଝର ଜିଲ୍ଲାରୁ – ୮୪
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୯୭
୨୦- କୋରାପୁଟ ଜିଲ୍ଲାରୁ – ୮୪
୨୧- ମାଲକାନଗିରି : ୩୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୨
୨୩- ନବରଙ୍ଗପୁର ଜିଲ୍ଲାରେ: ୭୮
୨୪- ନୟାଗଡ଼ ଜିଲ୍ଲାରୁ – ୬୨
୨୫- ନୂଆପଡ଼ା ଜିଲ୍ଲାରୁ – ୯୩
୨୬- ପୁରୀ ଜିଲ୍ଲାରୁ – ୧୧୭
୨୭- ରାୟଗଡ଼ା ଜିଲ୍ଲାରୁ – ୧୦୧
୨୮- ସମ୍ବଲପୁର ଜିଲ୍ଲାରୁ – ୮୩
୨୯- ସୋନପୁର ଜିଲ୍ଲାରୁ – ୧୦୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୪
– ନୂଆ ସୁସ୍ଥ ହୋଇଥିଲେ୩୪୪୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୦୯୮୪୦୧
– ମୋଟ ଆକ୍ରାନ୍ତ ୧୨୪୦୩୧
– ମୋଟ ସୁସ୍ଛ ହୋଲେଣି ୯୩୭୭୪
– ସକ୍ରୀୟ ଆକ୍ରାନ୍ତ – ୨୯୬୫୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.