Home 2020

Yearly Archives: 2020

ପ୍ରଶାସନର ଅବହେଳା, ହରିଚନ୍ଦନପୁର ଠାରେ କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାର ଓଭରହେଡ୍ ପାଣିଟାଙ୍କି

0
ହରିଚନ୍ଦନପୁର,ତା ୧୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟରେ ସରକାରଙ୍କ ଅନୁଦାନରୁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଓଭରହେଡ୍ ପାଣି ଟାଙ୍କି...

୧୩ ଦିନ ତଳେ ଅପହୃତ ହୋଇଥିବା କଲେଜ ଛାତ୍ରୀ କଟକରୁ ଉଦ୍ଧାର

ଯାଜପୁର୧୮ା୧୨(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଧର୍ମଶଳା ଥାନା ଚହଟା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଗତ ୫ ତାରିଖରେ ଅପହରଣ କରିଥିବା ଅଭିଯୁକ୍ତ ସହ ଯୁବତୀଙ୍କ ଧର୍ମଶଳା ପୁଲିସ...

ଗୋଚର ଓ ଶ୍ମଶାନ ଜମିକୁ ବେଆଇନ୍ ଭାବେ ଜବରଦଖଲ, ଉଚ୍ଛେଦ ଦାବିରେ ଦୈତାରୀ-ଡୁବୁରୀ ରାସ୍ତା ଅବରୋଧ

କେନ୍ଦୁଝର,ତା ୧୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ସୀମାନ୍ତ ଦୈତାରୀ-ଡୁବୁରି ରାସ୍ତାର ପାନବାହାଳୀ ଛକ ନିକଟରେ ଆଜି ସକାଳ ସମୟରେ ଗ୍ରାମର ଶତାଧିକ ଲୋକ ରାସ୍ତାକୁ ଅବରୋଧ କରିଥିଲେ । ମିଳିଥିବା...

ଅସନବାହାଳୀ ଗ୍ରାମର ଲୋକେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି କୂଅ, ନଳକୂପ ଓ ପୋଖରୀ, କୁଶେଇନଦୀ ପାଣି ହିଁ ସାହା...

0
ହରିଚନ୍ଦନପୁର,ତା ୧୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ସ୍ବାଧୀନତାର ୭୩ବର୍ଷ ପରେବି ସ୍ବଚ୍ଛ ପାନୀୟ ଜଳ ବଦଳରେ ନଦୀ ପାଣିକୁ ସାହା ଭରସା କରିଆସୁଛନ୍ତି ଆଦିବାସୀ ଗାଁ ଅସନବାହାଳୀର ଗ୍ରାମବାସୀ ‌। କୌଣସି ଅପହଞ୍ଚ...

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ : ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ...

0
- କାରଖାନା ପରିଚାଳନା ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା - କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର ଉପରେ ଗୁରୁତ୍ୱାରୋପ କଲିକତା/ଭୁବନେଶ୍ୱର, ଡ଼ିସେମ୍ବର ୧୮ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତିନିଦିନିଆ...

ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ, ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ସାମିଲ ହେବା...

0
ଭୁବନେଶ୍ୱର ୧୮/୧୨ (ଓଡ଼ିଆ ପୁଅ) : ଓଡିଶାର ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ସହ...

ପରୀ ହତ୍ୟା ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ...

0
ଭୁବନେଶ୍ୱର ୧୮-୧୨ (ଓଡ଼ିଆ ପୁଅ) ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦଳ ଖୁବ ନିଷ୍ଠା ଓ ତତ୍ପରତାର ସହ ରହସ୍ୟ ଉନ୍ମୋଚନ ପାଇଁ କାର୍ଯ୍ୟ କରୁଛି। ଅନେକ ଲୋକଙ୍କୁ ଏଥିପାଇଁ ଜେରା କରାଯାଇଛି ଏବଂ...

ପରୀ ହତ୍ୟାକାଣ୍ଡ ଏସଆଇଟି ମୁଖ୍ୟଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି – ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ...

0
- ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରାଯାଉ - ପରୀ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଖୁଲାସା ହେବା ପରେ ଅରୁଣ ବ୍ରୋଥା ବିଶ୍ୱସନୀୟତା ହରାଇଛନ୍ତି - ପରୀ...

ନୟାଗଡ ଜିଲ୍ଲା ଓୟୁଜେ ର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

0
ନୟାଗଡ/୧୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ର ନିର୍ଦେଶ କ୍ରମେ ନୟାଗଡ ଜିଲ୍ଲା ଓୟୁଜେ ଶାଖାର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ରଣପୁର ଅସୁର କୁମାରୀ ପୀଠରେ...

ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, ୧୭/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଏକ ପରିବାର ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।...

ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନରେ ଜିଲ୍ଲା ଶିକ୍ଷା ବିଭାଗର ଅହେତୁକ ବିଳମ୍ବ ନେଇ ଜିଲ୍ଲାପାଳଙ୍କୁ...

କେନ୍ଦ୍ରାପଡା, ୧୭/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଥାଇ ମୃତ୍ୟୁବରଣ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀ ଓ ଅଣଶିକ୍ଷା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସରକାରଙ୍କ ଅନୁକମ୍ପା ମୁଳକ ଯୋଜନାରେ...

ନକଲି ପୋଲିସ ପୋଷକରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଭିନବ ଉପାୟରେ ଛିନତାୟୀ

ବାହାନଗା,୧୭ା୧୨( ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋରଥାନା ଅଧିନ ବାରିକପୁର ହାଟ ନିକଟରୁ ଅଭିନବ ଉପାୟରେ ଗୁରୁବାର ଦିନ ଛିନତାୟୀ ହୋଇ ଥିବାର ଜଣାପଡ଼ିଛି...

ସନ୍ଦେହ ହେବାରୁ ପଚାରିଲେ , ଫିଙ୍ଗି ଦେଇ ପଳାଉ ଥିବା ସମୟରେ କାବୁ କଲେ ଗ୍ରାମବାସୀ 

ବାହାନଗା,୧୭ା୧୨( ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ସଦର ଥାନା ଜୟଦେବକସବା ଫାଣ୍ଡି ଅଧିନ ଭୀମପୁର ଗ୍ରାମର ଏକ ଚିଙ୍ଗୁଡ଼ି ଘେରିରୁ ବିଭିନ୍ନ ଯନ୍ତ୍ରାଶଂ, ମନିପର୍ଶ ଓ...

ମାଆ ସିନ୍ଦୁରଗୌରା ଦେବୀଙ୍କ ବାର୍ଷିକ ଯଜ୍ଞ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିବର୍ଷ ଭଳି ଗୁରୁବାରଠାରୁ ଆରମ୍ଭ ହୋଇଛି ନୂଆବଜାରସ୍ଥିତ ମାଆ ସିନ୍ଦୁରଗୌରା ଦେବୀଙ୍କ ବାର୍ଷିକ ଯଜ୍ଞ କାର୍ଯ୍ୟକ୍ରମ। ଘଟ ଉତ୍ତୋଳନ ସହ ସକାଳ ୬ଟାରେ ଯଜ୍ଞକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।ଏହି...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ଆଜି ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ଲାବଣ୍ୟ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ...

ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘର ଜୋନ୍ ସ୍ତରୀୟ ବନ୍ଧୁମିଳନ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘର ଉତ୍ତରଜୋନ୍ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଟେଲ୍ ପୂର୍ବୀ ବିଚ୍ ରିସୋର୍ଟ, ଚାନ୍ଦିପୁରରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଗଠନର ବାଲେଶ୍ୱର...

ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ୨୨ରେ, ଦଲାଲଙ୍କ ଚାପରେ ନ ପଡ଼ି ଆନ୍ଦୋଳନ ସଫଳତା ପାଇଁ ଆହ୍ୱାନ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍ତର ଓଡିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ନେସ୍କୋ’ କର୍ତ୍ତୃପକ୍ଷଙ୍କ ଗ୍ରାହକ ଶୋଷଣ ନୀତି ଓ ବିଭାଗୀୟ ଶ୍ରମିକ ତଥା କର୍ମଚାରୀଙ୍କ ପ୍ରତି ଅବହେଳା ବିରୋଧରେ ଏକାଧିକ ସଂଗଠନଙ୍କୁ...

ବାୟୋଫ୍ଲକ୍ ମାଛ ଚାଷ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଜାତୀୟ ମତ୍ସ୍ୟଚାଷ ଉନ୍ନୟନ ସଂସ୍ଥାନ (ଏନଏଫଡିବି) ଓ ଜାତୀୟ କୃଷି ବିସ୍ତାର ପ୍ରବନ୍ଧ ସଂସ୍ଥାନ (ମ୍ୟାନେଜ୍‌)ର ମିଳିତ ସହଯୋଗରେ ବାୟୋଫ୍ଲକ ମାଛ ଚାଷ ସମ୍ପର୍କିତ...

ଜିଲ୍ଲା ଏଡ୍‌ସ ପ୍ରତିକାର-ନିୟନ୍ତ୍ରଣ ସମିତି ବୈଠକ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ଘୋଷଣା ଦାବିରେ କୁଶପୁତଳିକା ପୋଡି

କେନ୍ଦ୍ରାପଡା, ୧୭/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ରାଜନୀତିରେ ସର୍ବଦା ଚର୍ଚ୍ଚିତ ଜିଲ୍ଲା ତଥା ବିଜୁବାବୁଙ୍କ ରାଜନୀତି ସହିତ ଦୀର୍ଘ ୬୦ବର୍ଷରୁ ଅଧିକ ଜଡିତ ଓ ୧୪ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା...