Home 2020
Yearly Archives: 2020
ଚାଇନାର ଭାଇରୋଲୋଜିଷ୍ଟ କହିଲେ – ୱୁହାନରେ ସରକାରୀ ନିୟନ୍ତ୍ରିତ ଲ୍ୟାବରେ କରୋନାଭାଇରସ୍ ପ୍ରସ୍ତୁତ ହୋଇଛି – ସେଠାରେ ବୈଜ୍ଞାନିକ...
ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) : ୱୁହାନରେ ସରକାରୀ ନିୟନ୍ତ୍ରିତ ଲାବୋରେଟୋରୀରେ COVID-19 ଭୂତାଣୁ ପ୍ରସ୍ତୁତ ହୋଇଥିବା ଜଣେ ଚାଇନାର ଭାଇରୋଲୋଜିଷ୍ଟ ଦାବି କରିଛନ୍ତି। ଏକ ଭିଡିଓ ସାକ୍ଷାତକାରରେ ଡକ୍ଟର ଲି-ମେଙ୍ଗ ୟାନ...
ମାର୍ଚ୍ଚ ୨୦୨୧ ସୁଦ୍ଧା କୋଭିଡ୍ -୧୯ ଟିକା ଆସିବ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, କାହାକୁ ପ୍ରଥମେ ଦିଆଯିବ...
ନୂଆ ଦିଲ୍ଲୀ ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ଡଃ ହର୍ଷ ବର୍ଦ୍ଧନ ଆଶ୍ୱାସନା ଦେଇଛନ୍ତି ଯେ, ମାର୍ଚ୍ଚ ୨୦୨୧ ସୁଦ୍ଧା କୋଭିଡ୍ -୧୯ ଟିକା ଆସିବ। ଏହି ଟିକା ପ୍ରଥମେ ଆବଶ୍ୟକ କରୁଥିବା...
ବିବାଦ ପିଛା ଛାଡୁନାହିଁ ଖପରପଦା ସରପଞ୍ଚଙ୍କର : ପୁଣି ବିଳମ୍ବିତ ରାତିରେ ପଞ୍ଚାୟତରୁ ରିଲିଫ ଚାଉଳ ଚୋରି ଘଟଣାକୁ...
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋଟିଏ ପରେ ଗୋଟିଏ ଘଟଣା ଖପରପଦା ସରପଞ୍ଚଙ୍କ ବିବାଦ ପିଛା ଛାଡୁନାହିଁ । ପ୍ରଥମେ କୋଭିଡ ସମୟରେ ସରକାରଙ୍କ ପକ୍ଷରୁ ଘରେ...
ସ୍ମାର୍ଟ ସିଟି ପାଇଁ ତୋଷାମଦକାରୀଙ୍କ ସ୍ମାର୍ଟ ଠକେଇ : ପୁରୁଣାରେ ରଙ୍ଗ ମାରି ଅର୍ଥ ଆତ୍ମସାତ୍
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ମାର୍ଟ ସିଟି ପାଇଁ ସ୍ୱପ୍ନ ଦେଖିଥିବା ଭଦ୍ରକ ବିଧାୟକ ଅଂଚଳରେ ଆରମ୍ଭ ହୋଇଛି ସ୍ମାର୍ଟ ଠକେଇ । ସହରକୁ ନୂଆ ରୂପ...
ବିଶିଷ୍ଟ କୃଷି ବିଷାରଦ ଶରତ କୁମାର ମହାନ୍ତିଙ୍କ ପରଲୋକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ କୃଷି ବିଷାରଦ ଶରତ କୁମାର ମହାନ୍ତିଙ୍କ ୮୩ବର୍ଷ ବୟସରେ ଆଜି ସକାଳ ୮ଟା୩୦ମିନିଟ ସମୟରେ ଭଦ୍ରକ ବଙ୍କସାହି ସ୍ଥ୍ିତ ବାସଭବନରେ...
ରୋଭର୍ସ କ୍ଳବ ପକ୍ଷରୁ ସମାଜସେବୀ କାଳନ୍ଦୀ ନଦୀଙ୍କ ଶ୍ରାଦ୍ଧ ସଭା
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାର ସ୍ଥିତ ରୋଭର୍ସ କ୍ଳବ ଠାରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କାଳନ୍ଦୀ ନନ୍ଦୀଙ୍କ ବିୟୋଗ ଜନିତ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି...
ଆଦର୍ଶ ଶିକ୍ଷକ ଧନେଶ୍ୱର ଦାସଙ୍କ ଶ୍ରଦ୍ଧାଂଜଳି ସଭା
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧନେଶ୍ୱର ଦାସଙ୍କ ଏକାଦଶାହ ଉପଲକ୍ଷେ ସରସଦା ସ୍ଥିତ ଏକବୋଲା ଠାରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି...
ଆଇନଜୀବୀ ଗୁରୁପ୍ରସାଦ ମହାନ୍ତିଙ୍କ ବିୟୋଗରେ ଓକିଲସଂଘ ଓ ତ୍ୟାଗଭୂମି ପକ୍ଷରୁ ଶୋକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଇନ୍ଜୀବୀ ତଥା ସମାଜସେବୀ ଗୁରୁପ୍ରସାଦ ମହାନ୍ତିଙ୍କ ହଠାତ୍ ବିୟୋଗରେ ଭଦ୍ରକ ଓକିଲ ସଂଘ ଓ ତ୍ୟାଗଭୂମି ପକ୍ଷରୁ ଗଭୀର ଶୋକ ପ୍ରକାଶ...
ବିଜେପି ଜିଲ୍ଲା ସଭାପତି କାଳିଆ ପାଢୀ କରୋନା ଆକ୍ରାନ୍ତ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପିର ଭଦ୍ରକ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀ ଓରଫ କାଳିଆ ପାଢୀ କରୋନା ଆକ୍ରାନ୍ତ ହୋଇଥିବା...
ଆଉ ନୂଆ ୧୨୩ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ କେଶ୍ ୯୧୧
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଜି ଆଉ ୧୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ...
ପୋଖରୀ ଉନ୍ନତିକରଣ ନାମରେ ମୁଦିନୁଚା ଗ୍ରାମରେ ଲକ୍ଷାଧିକ ଟଙ୍କା ଚଳୁ
ହରିଚନ୍ଦନପୁର, ତା ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ପଞ୍ଚାୟତ ମୁଦିନୁଚା ଗ୍ରାମରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।...
ଏବେ ସୋନୁ ସୁଦ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଘୋଷଣା କରିଛନ୍ତି : ଆବେଦନ କରିବାକୁ ପଢ଼ନ୍ତୁ
ବଲିଉଡ ଅଭିନେତା ସୋନୁ ସୁଦ, ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ଶିଶୁଙ୍କ ସମେତ ଅନେକ ଲୋକଙ୍କୁ ସାହାଯ୍ୟ କରି ବଡ଼ ପ୍ରଶଂସା ସାଉଁଟିଛନ୍ତି। ଏବେ ସେ ଉଚ୍ଚଶି୭ା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ଉପରେ...
ଚାନ୍ଦପୁର ପୋଲିସ୍ଦ୍ୱାରା ଜଗବନ୍ଧୁ ଗ୍ୟାଙ୍ଗ୍ କୋଟ୍ ଚାଲାଣ
ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୩/୦୯-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଗୋଟିଏ ସପ୍ତାହ ଭିତରେ ଦୁଇ ଗୋଟି ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ଟ୍ରାକ୍ଟର୍ ଚୋରି ହୋଇଥିଲା । ଯାହାକୁ ନେଇ...
ରଣପୁର ପୋଲିସ୍ ଦ୍ୱାରା ୨ହାଇୱା ଗାଡି ଜବତ
ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୩/୦୯-ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳରୁ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ କ୍ରସର୍କୁ ଦିର୍ଘ ଦିନ ହେଲା ବେଆଇନ୍ ପଥର ଚାଲାଣ ହୋଇଆସୁଥିଲା । ଯାହାଦ୍ୱାରା ସରକାର ୧୮ଲକ୍ଷ ଟଙ୍କା...
ସୁସ୍ଥ ହେଲେ ୩, ୩୬୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୩, ୩୬୩ କରୋନା ଆକ୍ରାନ୍ତ। ତେବେ ୮୦୬ ଜଣ ଖୋର୍ଦ୍ଦା ଜିଲ୍ଲାରୁ, ୩୪୮ ଜଣ କଟକ ଜିଲ୍ଲାରୁ, ୨୮୦ ଜଣ ପୁରୀ ଜିଲ୍ଲାରୁ, ୨୦୬...
ଆକାଶରୁ ଖସିଲା ଏକ ବିରାଟ କାୟ ବେଲୁନ, ଗ୍ରାମବାସୀ ଭୟଭୀତ
ବଲାଙ୍ଗୀର ୧୩-୦୯, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ଅନ୍ତର୍ଗତ ସାନଡଙ୍ଗର ଗାଁ ପାଖ ବିଲରେ ଖସି ପଡ଼ିଥିବା ଏକ ଉଡ଼ନ୍ତା ବେଲୁନ୍କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍ରେ...
ଅଜିତ୍ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର୧୩ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଆ ଚଳଚ୍ଚିତ୍ରର ଭେଟେରାନ୍ ଅଭିନେତା ଅଜିତ୍ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ୍ ଦାସଙ୍କ ଦେହାନ୍ତ ବିଷୟରେ...
ବଜ୍ରପାତରେ ମାଆଙ୍କ ଶୋଚନୀୟ ମୃତ୍ୟୁ, ୧୨ ବର୍ଷୀୟ ପୁଅ ଗୁରୁତର
ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ (୪୦) ଆଜି ବିଲକୁ ଯାଉଥିବା ବେଳେ ହଟାତ ବଜ୍ରପାତରେ ତାଙ୍କର ମୃତ୍ୟୁ...
ଦେଉଗାଁ ବ୍ଲକରେ ହାତୀ ଆତଙ୍କ : ବ୍ୟାପକ ଫସଲ ନଷ୍ଟ
ବଲାଙ୍ଗୀର, ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦେଓଗାଁ ବ୍ଳକରେ ଦୈନନ୍ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। କେତେବେଳେ ହାତୀ ଧାନ ଚାଷ ନଷ୍ଟ କରୁଛି ତ ପୁଣି କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ...
ଏମ୍.ସି.ଏଲ୍. ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ତାଳଚେର,୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)): ସେଂଟ୍ଜନ ଆମ୍ବୁଲାନସ୍ ଓଡିଶା ଶାଖାର ଏମ୍.ସି.ଏଲ୍. ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠାନ...





