Home 2020

Yearly Archives: 2020

ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି...

ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳାଙ୍କୁ ବ୍ୟାଙ୍କ ପକ୍ଷରୁ ବନ୍ଧୁକ ଦେଖାଇ ମାଡ ମାରିବା ଘଟଣା, ପୁଲିସ୍ କହିଲା ଆପୋଷ ସମାଧାନ,...

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରେ ବକେୟା ଟଙ୍କା ପରିଶୋଧ କରିବାକୁ ଆସି କର୍ତ୍ତୃପକ୍ଷଙ୍କ ଦ୍ୱାରା ମାଡ ଖାଇବା...

ଭଦ୍ରକରେ ବେଆଇନ୍ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ , ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ସାମଗ୍ରୀ ଜବତ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଗତ ଦୁଇ ଦଶନ୍ଧି ଧରି ଭଦ୍ରକରେ ଥିବା ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ପୁରୁଣାବଜାର ଭଳି ତିନୋଟି ଥାନା ଅଂଚଳରେ ବେଆଇନ୍ ନକଲି...

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଲୁଟେରା

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘରଲୋକେ ଶୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଘର ତାଲା ଭାଙ୍ଗି ଲୁଟେରାମାନେ ଲକ୍ଷାଧିକ ନଗଦ ଟଙ୍କା ସହ ବହୁ ସୁନାଗହଣା ଲୁଟିନେଇ...

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ: ମୁକେଶ ଅମ୍ବାନି

0
ନୂଆଦିଲ୍ଲୀ / ଭୁବନେଶ୍ୱର ୬-୧୦ (ଓଡ଼ିଆ ପୁଅ) : ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ...

ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବି.ଡି.ଓ ଙ୍କ ନାମରେ ମାମଲା 

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୦୬/୧୦ – ଓଡିଶାର ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦେଶ କ୍ରମେ ରଣପୁର ବି.ଡି.ଓ. ପଞ୍ଚାନନ ପଟ୍ଟାୟତଙ୍କ ନାମରେ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣାରୁ...

ଇଟାମାଟି ବଂଶୀଧର ଇଣ୍ଟରନ୍ୟାସ୍‌ନାଲ୍ ତରଫରୁ ଗୋପାଳପୁରରେ ଚାରା ବଣ୍ଟନ

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୦୬/୧୦ – ନୟାଗଡ ଜିଲ୍ଲା ଇଟାମାଟି ବଂଶୀଧର ଇଣ୍ଟର୍‌ନ୍ୟାସ୍‌ନାଲ୍ ତରଫରୁ ଗୋପାଳପୁର ପଂଚାୟତରେ ୪ର୍ଥ ଦିନରେ ଚାରା ବଣ୍ଟନ କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ପରିବାରକୁ ଗୋଟିଏ ସଜନା ଗଛ...

ଆଷ୍ଟ୍ରେରେ ସିଗାରେଟ୍ ଟୁକୁଡ଼ା, ସିଗାରେଟ ପାନ ଅପେକ୍ଷା ଅଧିକ ବିପଜ୍ଜନକ : ରିପୋର୍ଟ

0
ନୂଆ ଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) ଆପଣ କେତେଥର ସିଗାରେଟ୍ ଟାଣନ୍ତୁ ନା କାହିଁକି, ଯେକୌଣସି ରୂପରେ ତମାଖୁ ଆପଣଙ୍କ ଶରୀରର ବିପଦପୂର୍ଣ୍ଣ ଅଟେ। ନିକୋଟିନ୍ ଏବଂ କାର୍ବନ ମନୋକ୍ସାଇଡ୍ ପର୍ଯ୍ୟନ୍ତ ଶରୀର...

ରାଜ୍ୟରେ ଆଜି ୨୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ...

0
ଭୁବନେଶ୍ୱର ୬-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୦୦୩ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୫୪ ଜଣ ନୂଆ...

ରାଜ୍ୟରେ ଆଜି କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୯୪୦ କୁ ବୃଦ୍ଧି

0
ଭୁବନେଶ୍ୱର ୬-୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଇଛି ୧୬ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୯୪୦ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ କେଉଁ...

ରାଜ୍ୟରେ ଆଜି ୨୬୭୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୩୮୦୦୩ କୁ ବୃଦ୍ଧି

0
ଭୁବନେଶ୍ୱର ୬-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୦୦୩ କୁ ବୃଦ୍ଧି ପାଇଛି। - ନୂଆ ଆକ୍ରାନ୍ତ : ୨୬୭୩ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ:...

ଖନ୍ତାପଡ଼ା ପୋଲିସର ସଫଳତା, ଧରାପଡ଼ିଲା ନକଲି ନାଲିବତୀ ଗାଡ଼ି, ପୋଲିସ ଓ ବନ୍ଧୁକ

0
ବାହାନଗା, ୫ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲ ଗେଟ ନିକଟରେ ଖନ୍ତାପଡ଼ା ପୋଲିସ ଏକ ନାଲିବତୀ ଗାଡ଼ି, ବନ୍ଧୁକ...

ଭଲ ଖବର କମୁଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୬୧, ୨୬୭ ନୂଆ କରୋନା ଆକ୍ରାନ୍ତ, ୮୮୪ ମୃତ୍ୟୁ,...

0
ନୂଆ ଦିଲ୍ଲୀ ୦୬-୧୦ (ଓଡ଼ିଆ ପୁଅ) ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୬୧, ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୮୪ ଜଣ କରୋନା ଆକ୍ରାନ୍ତଙ୍କର...

ଟେଣ୍ଡର ମୁତାବକ ଟଙ୍କା ନ ମିଳିବା ନେଇ ଦିନିକିଆ ଲାଇସେନ୍ସ ଧରି ଠିକାଦାରଙ୍କ ଅନଶନ

ବଲାଙ୍ଗୀର, ୦୫-୧୦ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର କଂଟାବାଂଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ଉନ୍ନୟନ ମୁଳକ କାମର ଟେଂଡର ହୋଇଥିଲା। ହୋଇଥିବା ଟେଂଡର ମୁତାବକ ଲାଇସେନ୍ସଧାରୀ ଠିକାଦାରମାନେ କାମ...

ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତଙ୍କ ପ୍ରତି ଅବହେଳା,ଦୀର୍ଘ ୪୨ ବର୍ଷ ପରେ ଇନ୍ଦ୍ରାବତୀର ବିଜୁଳିରେ ଝଲସିବ କଳାହାଣ୍ଡି

କଳାହାଣ୍ଡି ୦୫ -୧୦ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଏକଦା ମରୁଡି ପ୍ରପୀଡିତ କଳାହାଣ୍ଡି ଆଜି ଶସ୍ୟଶ୍ୟାମଳା ହୋଇଉଠିଛି। କଳାହାଣ୍ଡିର ଗଙ୍ଗା ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା କଳାହାଣ୍ଡିର ଅର୍ଥନୈତିକ ବିକାଶ ଇତିହାସରେ ପୃଷ୍ଠା...

ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ଟ୍ରକ

ବାହାନଗା, ୫ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବେଗୁନିଆ ଠାରେ ଏକ ବିଲାତି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ...

ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ ଦଳର ଶହ ଶହ କାର୍ଯ୍ୟକର୍ତାଙ୍କ ବିଜେପିରେ ସାମିଲ

ଶାସକ ବିଜେଡିର ଏହି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ଦେଇଥିବା ଡାକରାରେ - ତିର୍ତୋଲ, ରଘୁନାଥପୁର ଏବଂ ବିରିଡି ବ୍ଲକର ତୃଣମୁଳ ସ୍ତରର ବହୁ ବିଜେଡି...

ବିଜେଡ଼ିର ମିଶ୍ରଣ ପର୍ବ – ନବାଗତ ଯୁବ-ମହିଳାକର୍ମୀଙ୍କୁ ଦଳରେ ସ୍ୱାଗତ

0
ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ପରିଲକ୍ଷିତ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ନିଜର କର୍ମୀମାନଙ୍କୁ ନେଇ...

ଦିନକରେ ୭୯ପଜିଟିଭ୍ ଚିହ୍ନଟ – ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୮୦୮୭କୁ ବୃଦ୍ଧି

0
ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ବିଜେପି ମହିଳା ମୋର୍ଚ୍ଚାର କର୍ମୀ ସମ୍ମିଳନୀ

ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା...